fbpx
Browsing Category

ସ୍ୱାସ୍ଥ୍ୟ

ଖୁବଶୀଘ୍ର ଆସୁଛି ଆଉ ଏକ ଦେଶୀ ଟିକା, ଜାଣନ୍ତୁ କେତେ ଟଙ୍କାରେ କିଣୁଛନ୍ତି ସରକାର ?

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆସିଛି ଆଉ ଏକ ଖୁସି ଖବର । ଭାରତ ବାୟୋଟେକର କୋଭାକ୍ସିନ ଟିକା ପରେ ବାୟୋଲୋଜିକାଲ-ଇ ଆଣୁଛି କୋଭିଡ ଟିକା । ଘରୋଇ…

ଦେଶରେ ଆଜି ୨,୮୮୭ ସଂକ୍ରମିତଙ୍କ ପ୍ରାଣ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୮୮୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯ କୁ ବୃଦ୍ଧି ପାଇଛି ।…

ଓଡିଶାରେ ଆଜିବି ରେକର୍ଡ ଛୁଇଁଲା ମୃତ୍ୟୁସଂଖ୍ୟା: ସର୍ବାଧିକ ୪୨ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଗଣ୍ଟା ମଧ୍ୟରେ ରେକର୍ଡ ୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପ୍ରଥମଥର ପାଇଁ ଗୋଟିଏ ଦିନରେ ୪୨…

କମୁନି ସଂକ୍ରମଣ! ଆଜି ରାଜ୍ୟରେ ୮୮୩୯ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୮ ହଜାର ୮୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୪୮ ଓ ସ୍ଥାନୀୟ ଅଞ୍ଚଳରୁ…

ଟୋକିଓ ଅଲିମ୍ପିକ୍ସକୁ ସମର୍ଥନ କରିବେ ଜି-୭ ରାଷ୍ଟ୍ର, କ୍ରୀଡା ଆୟୋଜନକୁ ନେଇ ଜାପାନଲୋକଙ୍କ ବିରୋଧ ଜାରି

ଟୋକିଓ (ଓଡ଼ିଶା ଭାସ୍କର) : କରୋନା ଆତଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନକୁ ଜାପାନର ବହୁ ସଂଖ୍ୟକ ଲୋକ ଓ ଡାକ୍ତର ସଂଘ ପ୍ରବଳ ବିରୋଧ କରୁଥିବା ବେଳେ ଗ୍ରୁ-୭ ରାଷ୍ଟ୍ର ସମୂହ ଏହି ସର୍ବବୃହତ କ୍ରୀଡାକୁ…

ଶିଶୁଙ୍କ ଉପରେ ‘କୋଭାକ୍ସିନ୍‌’ର ଟ୍ରାଏଲ୍‌ ଆରମ୍ଭ, ପିଲାଙ୍କ ଉପରେ ଟିକା ଫଳପ୍ରଦ ସାବ୍ୟସ୍ତ ହେଲେ ଖୁବ୍‌ଶୀଘ୍ର ୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ…

ନୂଆଦିଲ୍ଲୀ/ ପାଟନା: କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଏବେ ଶିଶୁଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କ୍ରମରେ ବୁଧବାର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୦୫ ଲକ୍ଷ ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୫ ହଜାର ୯୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୪ ଲକ୍ଷ ୪…

ୟୁଏଇରେ ଟି-୨୦ ବିଶ୍ୱକପ୍‌ କରିବାକୁ ଆଇସିସିର ଇଛା, ସବୁ ଦିଗ ଉପରେ ଚାଲିଛି ବିଚାର ବିମର୍ଷ

ଲଣ୍ଡନ (ଓଡ଼ିଶା ଭାସ୍କର) : ଭାରତରେ କରୋନା ପରିସ୍ଥିତି ଭୟଙ୍କର ରୂପ ଧାରଣ କରି ଥିବାରୁ ଶୀଘ୍ର ଏହା ସମ୍ପୂର୍ଣ୍ଣ ହଟିବା ସମ୍ଭବ ନୁହେଁ ବୋଲି ସମସ୍ତଙ୍କର ଅନୁମାନ । ତେଣୁ ଗତ ମଙ୍ଗଳବାର ଦିନ ଦୁବାଇରେ ଅନୁଷ୍ଠିତ ଆଓସି…

ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌ ଘୋଷଣା, କୋଭିଡ୍‌ ଆକ୍ରାନ୍ତ ସମସ୍ତ ପରିବାରକୁ ଶୁଖିଲା ରାସନ୍‌ କିଟ୍‌ ସହ ମିଳିବ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ୍‌ ସଂକ୍ରମଣ ଲାଗି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପିଭିଟିଜି ମାନଙ୍କ ପାଇଁ ସ୍ପେସାଲ…

ଓଡ଼ିଶାରେ ପ୍ରଥମ: ରାଜଧାନୀରେ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ “ଅମୃତ ଧାରା” ଯୋଜନା, କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ଯାଏଁ…

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଭୁବନେଶ୍ବରର ପଟିଆ ବିଗ ତ୍ରିଷ୍ଣା ବ୍ନକ୍ୟୁଇଟ ଠାରେ ଆରମ୍ଭ କରାଯାଇଛି। ‘ଅମୃତ ଧାରା’ ନାମରେ ଏହି ଯୋଜନା ଆରମ୍ଭ ହୋଇଛି।…