Browsing Category
ସ୍ୱାସ୍ଥ୍ୟ
ଆର୍ଥିକ ସଙ୍କଟରେ ପଡ଼ି ‘ହନୁମାନ’ ବିକିଲେ ୨୨ ଲକ୍ଷର ବାଇକ୍
ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଭାଇରସ ବ୍ୟାପିଛି । ଏହି ମହାମାରୀ ଲୋକଙ୍କୁ ନାହିଁ ନଥିବା ଦୁଃଖ ଦେଇଛି । ଲକଡାଉନ୍ ଯୋଗୁଁ ଲୋକଙ୍କର ଚାକିରି ଚାଲିଗଲା, ଯେଉଁ କାରଣରୁ ଅନେକ ରୋଜଗାର ହରାଇଛନ୍ତି । କୌଣସି ବି…
କୋଭିଡ୍ ପରିଚାଳନା ପାଇଁ ଆହୁରି ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ତତ୍ପରତା ପ୍ରକାଶ କରିଛନ୍ତି । କେବଳ ରାଜଧାନୀରେ ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଅର୍ଥ ମଞ୍ଜୁର…
ପୁରୁଷଙ୍କ ଯୌନ ହରମୋନ୍ ହ୍ରାସ କରୁଛି କରୋନା ଭାଇରସ୍, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ
ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରାୟ ରାଜ୍ୟରେ କଟକଣା ଲାଗୁ ହେବା ପରେ ଏବେ ସଂକ୍ରମଣରେ ସୁଧାର ଆସିଥିବା ଦେଖାଯାଇଛି । ଆଗକୁ ତୃତୀୟ ଲହର ଆସିବା ନେଇ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।…
ଟିକା ନେଲେ ମିଳିବ ବିୟର୍ ଓ ଗଞ୍ଜେଇ; ଜାଣନ୍ତୁ କେଉଁଠି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଏକ ପ୍ରଗତି ରାଷ୍ଟ୍ର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମେ ଦେଇଥିଲେ ଏକ ଅଫର୍- ଟିକା ନେଲେ ମାଗଣାରେ ମିଳିବ ବିୟର । ଏଭଳି ଘୋଷଣା କରିବା ପରେ ସାରା…
ସେପ୍ଟେମ୍ବରରେ ଆସିବ ତୃତୀୟ ଲହର! ଭୟ ନ କରି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଶିଥିଳ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ କଟକଣା ଲାଗୁ ହେବା ପରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ହାଲୁକା…
ଦେଶରେ ଆଜି ୨୨୧୯ ଜଣଙ୍କ ମୃତ୍ୟୁ, ୯୨ ହଜାର ପଜିଟିଭ୍
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୨୧୯ ଜଣଙ୍କ…
ଓଡ଼ିଶାରେ ମୃତ୍ୟୁସଂଖ୍ୟାରେ ଲାଗୁନାହିଁ ରୋକ୍: ଆଜି କରୋନାରେ ୪୩ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…
ଓଡ଼ିଶାରେ କମୁଛି କରୋନା: ଆଜି ଚିହ୍ନଟ ହେଲେ ୬୦୧୯ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…
ଓଡ଼ିଶାରୁ ହଟିବ ତାଲାବନ୍ଦ! ୧୨ଟି ଜିଲ୍ଲା ଅନଲକ୍ ହେବା ନେଇ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେବେ ହେବ କୋହଳ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି…
କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ୭ ଦିନରେ ହେଉଛି ଘାତକ, ନେଉଛି ଭୟଙ୍କର ରୂପ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କୋରୋନାର ଦ୍ୱିତୀୟ ଲହରର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ସମୟ ମଧ୍ୟରେ ଏକ ନୂଆ ଆତଙ୍କ ସାମନାକୁ ଆସିଛି । ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି…