Browsing Category
ସ୍ୱାସ୍ଥ୍ୟ
ଆଜି ବି ୧୦ ଜିଲ୍ଲାରେ ଲକ୍ଡାଉନ୍ କଟକଣା ସାମାନ୍ୟ କୋହଳ, ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ ମାକେର୍ଟ
ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ବାତ୍ୟା "ୟଶ୍'କୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଜାରି ହୋଇଥିବା ଲକ୍ଡାଉନ୍ କଟକଣାକୁ ୨ ଦିନ ପାଇଁ ଅର୍ଥାତ ଚଳିତ ମାସ ୨୪ ତାରିଖ (ସୋମବାର) ଓ ୨୫ ତାରିଖ (ମଙ୍ଗଳବାର) ପାଇଁ…
କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ୱାଦିକ, ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଓ ଗେହ୍ଲି ଝିଅକୁ ଛାଡି ଚାଲିଗଲେ ଆଶୁତୋଷ
କନ୍ଧମାଳ(ଓଡ଼ିଶା ଭାସ୍କର ): ସାମ୍ୱାଦିକ ଆଶୁତୋଷ ବେହେରା (୪୫)ଙ୍କ ରବିବାର ରାତି ୯ଟାରେ ପରଲୋକ ହୋଇଯାଇଛି । ସେ ଫୁଲବାଣୀ କୋଭିଡ୍ ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତେବେ ତାଙ୍କର…
ଶ୍ରୀଲଙ୍କାର ୨ ଖେଳାଳୀ ଓ କୋଚ୍ କରୋନାରେ ଆକ୍ରାନ୍ତ
ବାଲାଂଦେଶ : ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନିଟିକିଆ ଦିନିକିଆ ସିରିଜ ଅବସରରେ ଶ୍ରୀଲଙ୍କା ବୋଲିଂ କୋଚ୍ ଓ ଦୁଇ ଖେଳାଳୀଙ୍କ
କରୋନା ରିପୋର୍ଟ ପଜିଟିଭ ଆସିଛି । ଏହା ସତ୍ୱେ ପ୍ରଥମ ଦିନିକିଆ…
ବିଚିତ୍ର ଅନ୍ଧବିଶ୍ୱାସ: କରୋନାରୁ ମୁକ୍ତି ପାଇଁ ନିର୍ମାଣ ହେଲା କରୋନା ଦେବୀ ମନ୍ଦିର, ୪୮ଦିନ ପର୍ଯ୍ୟନ୍ତ ଚାଲିବ ପୂଜା ଓ ଯଜ୍ଞ
କୋଏମ୍ବାଟୁର(ଓଡ଼ିଶା ଭାସ୍କର) :କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । କରୋନାକୁ ଦୂର କରିବା ପାଇଁ ବୈଜ୍ଞାନିକ ପ୍ରୟାସ ଜାରି ରହିଛି । ଅନ୍ୟପକ୍ଷରେ ଏହାକୁ ଏଡ଼ାଇବା ପାଇଁ ଅନେକ ଲୋକ ପୂଜାପାଠ…
ଭାରତରେ ଲଞ୍ଚ୍ ହେଲା କରୋନା ଆଣ୍ଟିବଡି କକଟେଲ୍, ଦର ଜାଣିଲେ ଘୂରି ଯାଉଛି ମଥା…
ନୂଆଦିଲ୍ଲୀ: ଦେଶରେ କରୋନା ବଡ଼ ସଂକଟମୟ ସ୍ଥିତି ସୃଷ୍ଟି କରିଛି । ଏଥିସହ ଟିକାକରଣ ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଏଇ ନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ୍ ମେଡିସିନ୍…
ଅନଲାଇନ ଆପଏଟମେଂଟ ବିନା ଏବେ ୧୮ ରୁ ୪୪ ବର୍ଷ ବର୍ଗର ଲୋକେ ନେଇ ପାରିବେ ଟିକା, ବଦଳିଲା ନିୟମ
ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଡୋଜ୍ ପାଇଁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଏବେ ଆଗ ପରି ଅନଲାଇନ୍ ଆପଏଟମେଂଟ ନେବାର ଆବଶ୍ୟକତା ନାହିଁ । ଅର୍ଥାତ ସ୍ଲଟ୍ ବୁକିଂ ହେଲେ ଯାଇ ଲୋକଙ୍କୁ ଟିକା ପାଇଁ ଅନୁମତି ମିଳୁଥିଲା ।…
ବିହାରରେ ପୁଣି ବଢ଼ିଲା ଲକଡାଉନ୍: ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ପାଟନା: ରାଜ୍ୟରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଦ୍ୱାରା କୋଭିଡ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ତେଣୁ ବିହାରରେ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଘୋଷଣା କରିଛନ୍ତି । ଆସନ୍ତା…
ଗୋଟିଏ ପଟେ ‘ୟଶ୍’, ଅନ୍ୟ ପଟେ କରୋନା: ବାତ୍ୟା ପାଇଁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବ?
ଭୁବନେଶ୍ୱର, (ଓଡିଶା ଭାସ୍କର): କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟଶ୍’ଙ୍କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି । ‘ୟଶ’ର ଚର୍ଚ୍ଚା ଆରମ୍ଭ ହେବା ପରଠାରୁ ଲୋକମାନେ…
ଭାଇରସ୍ ବ୍ୟାପିବା ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ ଉହାନ ଲ୍ୟାବର ୩ ଗବେଷକ
ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ବିଭାଗ କରିଛି ଏକ ବଡ଼ ପର୍ଦ୍ଦାଫାସ । ଖୋଲିଛି ଚୀନର ଗୁମର । ସାରା ବିଶ୍ୱକୁ କଲବଲ କରୁଥିବା କରୋନା ଭାଇରସ୍ ଚୀନର ଉହାନ ଲ୍ୟାବରୁ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଥିବାବେଳେ ଆମେରିକାର…
ଜନ୍ମଦିନରେ ନୂଆ ଜୀବନ ପାଇ ଘରକୁ ଫେରିଲେ ରୋଗୀ, କରୋନା ସଂକ୍ରମିତଙ୍କ ଜନ୍ମଦିନ ପାଳିଲେ ହସ୍ପିଟାଲ୍ କର୍ମଚାରୀ
ବ୍ରହ୍ମପୁର ଅଫିସ: ଅନେକାଂଶ କ୍ଷେତ୍ରରେ କରୋନା ଆକ୍ରାନ୍ତଙ୍କ ସଠିକ୍ ଚିକିତ୍ସା ସହ ଦେଖାଶୁଣା ହେଉନଥିବା ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ହସ୍ପିଟାଲରେ ସଠିକ୍ ଚିକିତ୍ସା…