Browsing Category
ସ୍ୱାସ୍ଥ୍ୟ
ବନ୍ଦ କୋଠରୀରେ ଅଧିକ ବ୍ୟାପୁଛି କରୋନାର ଡେଲଟା ଭାରିଆଣ୍ଟ, ଗୋଟିଏ ପରିବାରର ଏକାଧିକ ସଦସ୍ୟ ବେଶିମାତ୍ରାରେ ହେଉଛନ୍ତି ସଂକ୍ରମିତ
ନୂଆଦିଲ୍ଲୀ: ସଂପ୍ରତି ଭାରତରେ ଜାରି ରହିଥିବା ଦ୍ୱିତୀୟ ଲହର ପଛରେ କରୋନାର ଡେଲଟା ଭାରିଆଣ୍ଟ ରହିଥିବା କୁହାଯାଉଛି । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଦେଶରେ ପ୍ରଥମେ ଚିହ୍ନଟ ହୋଇଥିବା B.1.672…
ଦେଶରେ ଆଜି ୩୩୦୩ ଜଣଙ୍କ ମୃତ୍ୟୁ, ୮୦ ହଜାର ପଜିଟିଭ୍
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୩୦୩ ଜଣଙ୍କ…
ଆଜି ରାଜ୍ୟରେ ୪୫ ଜଣଙ୍କ କରୋନାରେ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟାରେ ରୋକ୍ ଲଗାଯାଇ ପାରୁନି । ଗତ ୨୪ ଘଣ୍ଟା…
ରାଜ୍ୟରେ କମୁଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୪୪୬୯ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୧୦ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୧୦ ହଜାର ୬୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୬୩ ଲକ୍ଷ ୮୫…
ଜୀବନ ଜୀବିକା ଦୋଛକିରେ.. କରୋନା ଯୋଗୁଁ ରୋଜଗାର ହରାଇବାରୁ ଜୀବନ ହାରିଲେ ଯୁବ ବ୍ୟବସାୟୀ, ଜଳଖିଆ ଦୋକାନ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର
ବାଲିଅନ୍ତା (ଓଡ଼ିଶା ଭାସ୍କର): କରୋନା ଜୀବିକା ଛଡାଇ ନେଇଥିଲା, ପରିବାର ପ୍ରତିପୋଷଣ ଚିନ୍ତା ଯୁବ ବ୍ୟବସାୟ ଜୀବନ ହାରିଦେଲେ।ଏଭଳି ଅଭାବନୀୟ ଘଟଣା ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଅଠରଘରିଆ ସାହିର ଜଣେ ଯୁବ ଜଳଖିଆ…
ଆଉ ୧୦ ଲକ୍ଷ ଟିକା ପଠାଇବ କେନ୍ଦ୍ର , ୩ ଦିନ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିବ ଡୋଜ୍
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୫.୮୭ ଟିକା ଡୋଜ୍ ପଠାଯାଇ ସାରିଛି । ଆସନ୍ତା ୩ ଦିନ ମଧ୍ୟରେ ଆଉ ୧୦ ଲକ୍ଷ ଡୋଜ୍ ରାଜ୍ୟ…
କରୋନାରୁ ମୁକ୍ତି ପାଇବା ପାଇଁ ମିଳିବ ଆଉ ଏକ ଅସ୍ତ୍ର, କୋଲଚିସିନ୍ର କ୍ଲିନିକାଲ୍ ଟ୍ରାଏଲ୍କୁ ଅନୁମତି ଦେଲା ‘ଡିସିଜିଆଇ’
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (CSIR) ଏବଂ ହାଇଦ୍ରାବାଦ ସ୍ଥିତ ଲକ୍ଷାଇ ଲାଇଫ୍ ସାଇନ୍ସେସ ପ୍ରାଇଭେଟ୍ ଲିମିଟେଡ୍ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ କୋଲଚିସିନ୍ର…
ଖୁସି ଖବର: ଓଡ଼ିଶାରୁ ଆଜି ୭,୫୭୮ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭ ହଜାର ୫୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭…
ଭୁବନେଶ୍ୱରରୁ ଆଜି ୪୩୯ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୪୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…