Browsing Category

ସ୍ୱାସ୍ଥ୍ୟ

ପାହାଡ଼ ଚଢ଼ିବାର ସଉକ ଛଡ଼ାଇ ନେବ ବାପା ହେବାର ଶକ୍ତି! ଷ୍ଟଡୀରୁ ଖୁଲାସା

ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଅତି ଉଚ୍ଚତାରେ ଚଢ଼ିବା, ନିଦ୍ରାହୀନତା ଏବଂ ପୁରୁଷଙ୍କ ଅଣ୍ଡକୋଷରେ ଅମ୍ଳଜାନର ଅଭାବ ସୃଷ୍ଟି କରୁଥିବା ଅନ୍ୟାନ୍ୟ ଅବସ୍ଥା ଗତ ୫୦ ବର୍ଷ ମଧ୍ୟରେ ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଁ କାରଣ…

ସବୁଠାରୁ ଅଧିକ ରେଡିଏସନ୍ ଥିବା ସ୍ମାର୍ଟଫୋନ୍, ବ୍ରେନକୁ ପହଞ୍ଚାଉଛି କ୍ଷତି: ବୁଝିବିଚାରି ଏଥିରେ ଖର୍ଚ୍ଚ କରନ୍ତୁ ଟଙ୍କା

ନୂଆଦିଲ୍ଲୀ: ଫୋନ କିଣିବା ପୂର୍ବରୁ, ଆମେ ସମସ୍ତେ ଦେଖୁ ଯେ ଫୋନର ବ୍ୟାଟେରୀ କେତେ ଶକ୍ତିଶାଳୀ, ଏହାର କ୍ୟାମେରା କେତେ ମେଗାପିକ୍ କିମ୍ବା କେଉଁ ପ୍ରୋସେସର ବ୍ୟବହାର କରାଯାଇଛି । ଆପଣମାନଙ୍କ ମଧ୍ୟରୁ ବହୁତ କମ୍ ଲୋକ…

ଓଡ଼ିଶାରେ ବ୍ୟାପିଲାଣି ପାରଭୋ ଭାଇରସ୍, ବିପଦରେ ପଶୁପକ୍ଷୀ

ଭୁବନେଶ୍ୱର,୨୪ା୧: ଓଡ଼ିଶାରେ ବ୍ୟାପିଲାଣି ପାରଭୋ ଭାଇରସ୍ । କରୋନା, ବ୍ଲାଡ ଫ୍ଲୁ ଭଳି ଏହା ଚିନ୍ତା ବଢ଼ାଇଛି ।ଏହି ରୋଗ ଏବେ ଗୃହପାଳିତ ପ୍ରାଣୀଙ୍କୁ ବିପଦରେ ପକାଇଛି । ବିଶେଷକରି ଏହି ରୋଗ ଏବେ ବାଲେଶ୍ୱର ଜିଲ୍ଲାରେ…

ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଘଟଣା: ଦୁବାଇ ଫେରନ୍ତାଙ୍କୁ ମଙ୍କିପକ୍ସ, ଜାଣନ୍ତୁ ଏହାର ଲକ୍ଷଣ…

ବେଙ୍ଗାଲୁରୁ,୨୪ା୧: ଚଳିତବର୍ଷ ରାଜ୍ୟରେ ଜଣେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୪୦ ବର୍ଷୀୟ ବ୍ୟକ୍ତି ଜଣକ କର୍ଣ୍ଣାଟକ ରାଜ୍ୟର । ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ନିକଟରେ ଦୁବାଇରୁ ଫେରିଛନ୍ତି।…

ପିରିୟଡ୍ସ ବନ୍ଦ ହୁଏ ହେଲେ ହୁଏ ନାହିଁ ଗର୍ଭଧାରଣ, ଜାଣି ରଖନ୍ତୁ ଏହାର କାରଣ…

ବେଳେବେଳେ ମହିଳାମାନଙ୍କର ହଠାତ୍ ପିରିୟଡ୍ସ ବନ୍ଦ ହୋଇଯାଏ । ମହିଳାମାନେ ଭାବିଥାନ୍ତି ସେମାନେ ଗର୍ଭଧାରଣ କରିଛନ୍ତି । ମାତ୍ର ପରେ ଡାକ୍ତରଙ୍କ ନିକଟକୁ ଯିବା ପରେ ଜଣା ପଡ଼େ ଏହାର ପ୍ରକୃତ କାରଣ । ତେବେ ଜାଣନ୍ତୁ ଏମିତି…

ମା-ବାପା ସାବଧାନ ! ପ୍ରତି ୧୨ ଶିଶୁରେ ଜଣେ ଅନଲାଇନ ଯୌନ ନିର୍ଯ୍ୟାତନାର ହେଉଛନ୍ତି ଶିକାର: ରିପୋର୍ଟ

ବଢୁଥିବା ଆଧୁନିକତା ଏବଂ ଇଣ୍ଟରନେଟର ଏହି ଯୁଗରେ, ସାରା ବିଶ୍ୱରେ ଅନଲାଇନ୍ ଯୌନ ନିର୍ଯାତନା ଏକ ଚ୍ୟାଲେଞ୍ଜ ଭାବରେ ଉଭା ହେଉଛି। ଦି ଲାନସେଟ୍ ଚାଇଲ୍ଡ ଆଣ୍ଡ୍ ଆଡୋଲେସଣ୍ଟ ହେଲ୍ଥରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗତ…

Breast Cancerକୁ ନେଇ ଆସିଲା ଖୁସି ଖବର, ସିଙ୍ଗଲ ଡୋଜ ଚିକିତ୍ସାରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା

ନୂଆଦିଲ୍ଲୀ: ସାରା ବିଶ୍ୱରେ ସ୍ତନ କର୍କଟ ରୋଗର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ ପ୍ରତିବର୍ଷ ଏହି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ବୈଜ୍ଞାନିକମାନେ ଗୋଟିଏ…

ଅଧିକ କ୍ରୋଧ ସାଜିପାରେ ବିପଜ୍ଜନକ, ଥରିଥାଏ ହାତ ଗୋଡ଼, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଓଡ଼ିଶା ଭାସ୍କର: ପରିସ୍ଥିତି ଅନୁଯାୟୀ ମନୁଷ୍ୟ ବିଭିନ୍ନ ଭାବନା ପ୍ରଦର୍ଶନ କରିଥାଏ । ଯେପରି ହସିବା, କାନ୍ଦିବା, ରାଗିବା ଇତ୍ୟାଦି । ସାଧାରଣତଃ ମନୁଷ୍ୟ କ୍ରୋଧିତ ହେଲେ ଶରୀରରେ ଅନେକ ହର୍ମୋନାଲ ପରିବର୍ତ୍ତନ…

ଗର୍ଭନିରୋଧକ ବଟିକା ଖାଉଥିଲେ ଦେଖାଦିଏ ଏସବୁ ସମସ୍ୟା, ପୂରା ସତ ଜାଣିଲେ…

ଗର୍ଭନିରୋଧକ ବଟିକା ଖାଉଥିଲେ କିଛି ମହିଳାଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଇଥାଏ । ଫଳରେ ଏହି ସମସ୍ୟା ବଢ଼ି ବଢ଼ି ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଯେମିତି କି କ୍ରୋଧିତ, ଚାପଗ୍ରସ୍ତ କିମ୍ବା ଭାବପ୍ରବଣତା ପରି ସମସ୍ୟା…

ପାଦ କହିବ ଆପଣ କେତେ ସୁସ୍ଥ…ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତଙ୍କୁ ରୋଗ ହେଉଛି । ସାଧାରଣତଃ ଓଜନ ଏବଂ ମୁହଁକୁ ଦେଖି ସ୍ବାସ୍ଥ୍ୟ ସମସ୍ୟା ନେଇ ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପାଦର ଚର୍ମ, ନଖ ଦେଖି ରୋଗ ଚିହ୍ନଟ…