fbpx
Browsing Category

ପରମ୍ପରା

ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ ଭକ୍ତ, ସେବାରେ ଉତ୍ସର୍ଗ ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିଦିନ ସେ ଭୁବନେଶ୍ୱରରୁ ତୁଳସୀ ପତ୍ର ନେଇ ପୁରୀରେ ମହାପ୍ରଭୁଙ୍କୁ ଅର୍ପଣ କରନ୍ତି । ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୨୨ ବର୍ଷର ଏହି ମହାନ ଯାତ୍ରା ତାଙ୍କର ଜାରି ରହିଛି ।…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମଠମାନଙ୍କର ଭୂମିକା କ’ଣ, ଆସନ୍ତୁ ଜାଣିବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ପରମ୍ପରା, ରୀତିନୀତି ସହିତ ମଠମାନଙ୍କର ସମ୍ପର୍କ ବହୁ ପୁରୁଣା । ତେବେ ସମୟସ୍ରୋତରେ କିଛି ପରମ୍ପରା ହଜିଯାଇଥିଲେ ମଧ୍ୟ କିଛି ଏବେ ବି ଜୀବିତ ରହିଛି ।…

ରଥଯାତ୍ରାକୁ ନେଇ ଘନଘନ ବୈଠକ: ଡିଜିଟାଲ ଦର୍ଶନ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ କୋଭିଡ କଟକଣାରେ ବିନାଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ରଥଯାତ୍ରା ଅୟୋଜନକୁ ନେଇ ଘନଘନ ବୈଠକ ଜାରି ରହୁଛି। ଗୁରୁବାର ଗଜପତି ମହାରାଜାଙ୍କ ଅଧକ୍ଷତାରେ ଭରଚୁଆଲ୍ ବୈଠକ…

ଚତୁର୍ଦ୍ଦଶୀରେ ସରିଲା ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ(ଓଡ଼ିଶା ଭାସ୍କର): ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ବନକଲାଗି କରାଯାଇଛି । ଏଥିସହ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡିପ୍ରସାଦ…

ଏଠାରେ ରହିଛି ଦୁନିଆର ଦ୍ଵିତୀୟ ଭଗବାନ ଶିବଙ୍କର ବିଶାଳ ମୂର୍ତ୍ତି, ଜାଣନ୍ତୁ ଏହା ପଛର ପୌରାଣିକ କଥା

କନ୍ନଡ : ଦେଶରେ ଏଭଳି ଅନେକ ପ୍ରାଚୀନ ମନ୍ଦିର ରହିଛି, ଯାହାର ସମ୍ବନ୍ଧ ପୂର୍ବ ଯୁଗ କିମ୍ବା ପୁରାତନ କାଳ ସହ ଜଡିତ ହୋଇ ରହିଛି । ଏହିଭଳି ଏକ ମନ୍ଦିର କର୍ଣ୍ଣାଟକର କନ୍ନଡ ଜିଲାର ଭଟକଲ ତହସିଲରେ ସ୍ଥିତ । ଯାହାର ୩ଟି…

କେମିତି ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା, କଣ ରହିଛି ପୁରାଣ ମାନ୍ୟତା, ଜାଣନ୍ତୁ ଏହା ପଛର ଇତିହାସ

ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ରହିଲା ଆଉ ମାତ୍ର କେଇଟା ଦିନ । ଚଳିତ ବର୍ଷର ରଥଯାତ୍ରା ଜୁଲାଇ ୧୨ ତାରିଖରେ ପାଳନ ହେବାକୁ ଯାଉଛି । ଏଥିପାଇଁ ବଡ଼ଦାଣ୍ଡରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ…

ରଥଯାତ୍ରା ସମୟରେ ବଡ଼ଦାଣ୍ଡ ହେବ ଗ୍ରୀନ ଜୋନ୍, ସେପଟେ ଆରମ୍ଭ ହେଲାଣି ସେବାୟତଙ୍କ କୋଭିଡ ଟେଷ୍ଟ

ପୁରୀ(ଓଡ଼ିଶା ଭାସ୍କର): ଚଳିତମାସ ୧୨ ତାରିଖରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କିନ୍ତୁ କୋଭିଡ କଟକଣା ଭିତରେ ରଥଯାତ୍ରା ହେବ । ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡ ଗ୍ରୀନ ଜୋନ ହେବ । କେବଳ ଜରୁରୀକାଳୀନ…

ଅଣସର ତ୍ରୟୋଦଶୀରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ସମ୍ପନ୍ନ

ପୁରୀ(ଓଡ଼ିଶା ଭାସ୍କର): ଅଣସର ତ୍ରୟୋଦଶୀ ଅବସରରେ ମହାପ୍ରଭୁଙ୍କ ଘଣାଲାଗି, ଖଳିଲାଗି ସହ ଖଡ଼ିପ୍ରସାଦ ବିଜେ ନୀତି ସମ୍ପାଦିତ ହୋଇଛି । ସେପଟେ ରଥନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ସମସ୍ତ ସେବାୟତଙ୍କୁ ଟିକାକରଣ…

ରଥଯାତ୍ରାରେ ଛେରାପହଁରା କରିବେ ଗଜପତି

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥର ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା । ଛେରାପହଁରା ନେଇ ଗଜପତି ମହାରାଜା…

ପୁରୀ ବ୍ୟତୀତ ଅନ୍ୟ କେଉଁଠି ବି ହୋଇପାରିବ ନାହିଁ ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଜାରି ରହିଥିବାରୁ ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହେବ । ତେବେ ଇତି ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତି…