Browsing Category

ବିଦେଶ

ଅପରେସନ ‘ଗଙ୍ଗା’ ରେ ସାମିଲ ହେଲା ଏନଡିଆରଏଫ: ୟୁକ୍ରେନକୁ ପଠାଇଲା ରିଲିଫ୍ (Video)

ନୂଆଦିଲ୍ଲୀ: ୟୁକ୍ରେନର ଜନସାଧାରଣଙ୍କ ପାଇଁ ରିଲିଫ୍ ସାମଗ୍ରୀ ପଠାଇଲା ଏନଡିଆରଏଫ୍ । ଏନଡିଆଏଫ ପକ୍ଷରୁ କମ୍ବଳ, ଚଦର ଓ ପଢ଼ିବା ପାଇଁ ସୋଲାର ଲ୍ୟାମ୍ପ ପଠାଯାଇଛି । ପୋଲାଣ୍ଡ ଓ ରୋମାନିଆକୁ ଯାଇଥିବା ଆଇଏଏଫ ବିମାନରେ…

ଉଦ୍ଧାର ହେଲା ଅଦ୍ଭୁତ ଜୀବ: ଏଲିୟନ ବୋଲି ଦାବି କରୁଛନ୍ତି ସ୍ଥାନୀୟ ବାସିନ୍ଦା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆର ସିଡନୀରେ ଦେକିବାକୁ ମିଳିଛି ଏକ ଅଦ୍ଭୁତ ପ୍ରକାରର ଜୀବ । ଯାହା ଏବେ ବାୟୋଲୋଜିଷ୍ଟଙ୍କ ସହିତ ଏକାଡେମିକ ଏବଂ ସୋଶଲ ମିଡିଆ ୟୁଜର୍ସମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଜୀବକୁ ଅନେକ ଲୋକ…

‘ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହେବ ନିର୍ଣ୍ଣାୟକ’: ପୁଣି କଡ଼ା ଚେତାବନୀ ଦେଲା ଋଷ (Watch Video)

ନୂଆଦିଲ୍ଲୀ: ବିଶ୍ୱକୁ ପୁଣି ପରମାଣୁ ବୋମା ଚେତାବନୀ ଦେଲା ଋଷିଆ । ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହିଁ ନିର୍ଣ୍ଣାୟକ ହେବ ବୋଲି କହିଲା ଋଷିଆ । ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ବୁଧବାର ଦେଇଛନ୍ତି ଏହି…

ତୁରନ୍ତ ଖାରକିଭ ଛାଡ଼ନ୍ତୁ ଭାରତୀୟ: ଜରୁରୀକାଳୀନ ଆଡଭାଇଜରି ଜାରି କଲା ଦୂତାବାସ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆଡଭଇଜାରି । ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ । ଖାରକିଭ୍ ଛାଡ଼ିବାକୁ ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସର ପରାମର୍ଶ । ୟୁକ୍ରେନ ସମୟ ସନ୍ଧ୍ୟା…

ଲିକ୍ ହେଲା ପୁତିନଙ୍କ ପ୍ଲାନ: ୟୁକ୍ରେନ ପରେ ଋଷ ଟାର୍ଗେଟରେ ରହିଛି ଆଉ ଏକ ଦେଶ, ଖୁବଶୀଘ୍ର କରିପାରେ ଆକ୍ରମଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଉପରେ ଖପା ରହିଛି ସାରା ବିଶ୍ୱ । ଆମେରିକା ସହିତ ଅନେକ ରାଷ୍ଟ୍ର ଋଷ ସହିତ ବିଭିନ୍ନ ପ୍ରକାର ସମ୍ପର୍କ ମଧ୍ୟ ଛିନ୍ନ କରିବା ଆରମ୍ଭ କରି ଦେଲେଣି । ତେବେ ଏହି ସମୟରେ ଋଷର…

ଯୁଦ୍ଧର ନିୟମ ଭାଙ୍ଗିବା ହୋଇଥାଏ ଅପରାଧ: ଜାଣନ୍ତୁ କ’ଣ କହୁଛି ‘Law Of War’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୁହାଯାଏ ପ୍ରେମ ଏବଂ ଯୁଦ୍ଧରେ ସବୁକିଛି ସମ୍ଭବ । କିନ୍ତୁ ଯୁଦ୍ଧରେ ସବୁକିଛି ଯଥାର୍ଥ ନୁହେଁ । ଯୁଦ୍ଧର କିଛି ନିୟମ ରହିଛି । ଏହାର କିଛି କାନୁନ ରହିଛି । ଯାହାକୁ ନେଇ ଯୁଦ୍ଧ ଲଢ଼ିବାକୁ…

ଋଷ-ୟୁକ୍ରେନ ଲଢେଇ ମଧ୍ୟରେ ବଳି ପଡୁଛନ୍ତି ଭାରତୀୟ: ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ସୂଚନା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପ୍ରତିଦିନ ଶହ ଶହ ସୈନ୍ୟସାମନ୍ତଙ୍କ ସହ ବଳି ପଡୁଛି ସାଧ।।ରଣ ଜନତାଙ୍କ ମୂଲ୍ୟବାନ ଜୀବନ । ଏଥି ମଧ୍ୟରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ…

ଋଷ ତରଫରୁ ଆଶ୍ୱସ୍ତି: ପ୍ରଭାବିତ ହେବନି ଭାରତ ସହ ହୋଇଥିବା ପୁରୁଣା ଡିଫେନ୍ସ ଡିଲ, ପହଞ୍ଚିବ ମିସାଇଲ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ବିପକ୍ଷରେ ଯୁଦ୍ଧ କାରଣରୁ ଋଷ ସହ ଏବେ ଅନେକ ଦେଶ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ବ୍ୟାଙ୍କରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମେରିକା ସମେତ ଅନେକ ରାଷ୍ଟ୍ର ଦ୍ୱାରା ଋଷ ଉପରେ…

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: ଭାରତ ସମେତ ସାରା ବିଶ୍ୱରେ ଟୀକାକରଣ ଅଭିଯାନ ମଧ୍ୟ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ: ସପ୍ତାହେ ହେଲା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ଏହି ଯୁଦ୍ଧ ଏବେ ବିଶ୍ୱବାସୀଙ୍କ ପାଇଁ ମହଙ୍ଗା ମାଡ ସହିତ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଏମିତିକି ଏହି ଯୁଦ୍ଧ ଏବେ ବିଶ୍ୱର ଟୀକାକରଣ…

ରୋଗବ୍ୟାଧି ଦୂର କରୁଛି ଓଟ ପରିଶ୍ରା, ଏଠାରେ ଲୋକମାନେ ପିଅନ୍ତି ଓ ମୁହଁ ଧୁଅନ୍ତି ମଧ୍ୟ(Video)

ନୂଆଦିଲ୍ଲୀ: ଭିନ୍ନ ଭିନ୍ନ ଦେଶର ରହିଛି ସେମାନଙ୍କର ସ୍ୱତନ୍ତ୍ର ଚାଳିଚଳନ ଓ ପରମ୍ପରା । ଆଉ ସେମାନଙ୍କ ଖାଦ୍ୟପେୟ ବି ଭିନ୍ନ ପ୍ରକାରର ରହିଥାଏ । ଏହି କ୍ରମରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଲୋକମାନେ ଓଟ…