Browsing Category
ବିଦେଶ
ମିଆଁମାର ଭୂକମ୍ପ, ନେଲାଣି ୧୭୦୦ ଜୀବନ, ଏବେବି ମାଟି ତଳେ ରହିଛି ଜୀବନ
ମିଆଁମାର: ଶୁକ୍ରବାର ଦିନ ମିଆଁମାରର ଭୟଙ୍କର ଭୂକମ୍ପ ପୁରା ବିଶ୍ୱକୁ ଥରାଇ ଦେଇଥିଲା। କିଛି ସମୟ ମଧ୍ୟରେ ଆଖି ପିଛୁଳାକେ ସବୁ କିଛି ଛାରଖାର କରିଦେଇଥିଲା। ଆଉ ଭୀଷଣ ଭୂକମ୍ପରେ ଅନେକ ବଡବଡ ଅଟ୍ଟାଳିକା ଭୁଶୁଡି…
ପରମାଣୁ ଚୁକ୍ତିକୁ ‘NO’ କହିଲା ଇରାନ, ଡିଲ୍ ନ ମାନିଲେ ବୋମା ପକାଇ ଉଡ଼ାଇ ଦେବୁ କହିଲେ ଟ୍ରମ୍ପ
ୱାଶିଂଟନ,୩୦ା୩: ଆଣବିକ ଚୁକ୍ତି ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିଠିର ଉତ୍ତରରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍ ଆମେରିକା ସହ ସିଧାସଳଖ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ସମୟରେ…
ୟୁରୋପ ସ୍ପେସ୍ ପ୍ରୋଜେକ୍ଟକୁ ବଡ଼ ଝଟକା, ଉଡ଼ାଣର ୪୦ ସେକେଣ୍ଡରେ ଖସିପଡ଼ିଲା ରକେଟ୍
ବ୍ରୁସଲେସ୍,୩୦ା୩: ୟୁରୋପର ସ୍ପେସ୍ ପ୍ରୋଗ୍ରାମକୁ ଏକ ବଡ଼ ଝଟକା ଲାଗିଛି । ରବିବାର ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ୟୁରୋପ। ଯେତେବେଳେ ୪୦ ସେକେଣ୍ଡ ପରେ ନରୱେରେ ଏକ ରକେଟ୍ ଖସିପଡିଥିଲା। ଏହି ଘଟଣାର…
Tonga Earthquake: ମିଆଁମାର ପରେ ଏହି ସ୍ଥାନରେ ହେଲା ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 7.0
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂକମ୍ପ । ଆଜି ସନ୍ଧ୍ୟା 5ଟା 48 ମିନିଟରେ ଏହା ହୋଇଥିବା ବେଳେ ରିକ୍ଟର ସ୍କେଲରେ ୭.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ…
୧୧୮ ଜଣଙ୍କ ଡାକ୍ତରୀ ଦଳ, ମିଆଁମାରରେ ପହଞ୍ଚିଲା ଆଉ ଦୁଇଟି ଭାରତୀୟ ବିମାନ: ସାହାଯ୍ୟ ପାଇଁ ଭାରତ ଚଲାଉଛି ‘ଅପରେସନ୍ ବ୍ରହ୍ମା’
ନୂଆଦିଲ୍ଲୀ: ପ୍ରତମରୁ ଗୃହଯୁଦ୍ଧ ଦ୍ୱାରା ବିଧ୍ୱସ୍ତ ମିଆଁମାରରେ ଶୁକ୍ରବାର ହୋଇଥିବା ୭.୭ ତୀବ୍ରତାର ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଶନିବାର ୧,୬୪୪ ରେ ପହଞ୍ଚିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜୀବନଯାତ୍ରା…
କର୍ମକ୍ଷେତ୍ରରେ ଦୁଷ୍କର୍ମକୁ ନେଇ ବର୍ଷିଲେ ରହୁଲ ଗାନ୍ଧୀ, ଭିଡିଓ ସେୟାର କରି କହିଲେ- ପୀଡ଼ିତା ଆମ ସହ ଯୋଗଯୋଗ କରନ୍ତୁ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ତଥା ରାୟବରେଲିର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ବିଜେପିର ନୀତି ବିରୁଦ୍ଧରେ ଟାର୍ଗେଟ କରୁଛନ୍ତି।
ଏହି ସମୟରେ, ରାହୁଲ ଗାନ୍ଧୀ ଶନିବାର (29 ମାର୍ଚ୍ଚ)…
ରାସ୍ତା ମରାମତି ବେଳେ ପୁଣି ଥରିଲା ମିଆଁମାର, ଲୋକେ ଭୟଭୀତ
ନେପିଦାଉ,୨୯ା୩: ଶନିବାର ପୁଣି ଥରେ ମିଆଁମାରରେ ଭୂକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ଭୟଙ୍କର ଭୂକମ୍ପ ହୋଇ ୧୦୦୦ ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ଏହି ମୃତୁ୍ୟସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।…
ମିଆଁମାରରେ ୧୪ଟି ଭୂ-କମ୍ପ: ମୃତ୍ୟୁ ସଂଖ୍ୟା ୬୯୪ କୁ ବୃଦ୍ଧି, ସାହାଯ୍ୟ ପଠାଇବା ପାଇଁ ଭାରତ ଆରମ୍ଭ କଲା ‘ଅପରେସନ ବ୍ରହ୍ମା’
ନୂଆଦିଲ୍ଲୀ: ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ମିଆଁମାରରେ ଭୂ-କମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୬୯୪ କୁ ବୃଦ୍ଧି ପାଇଛି ଏବଂ ଆହତଙ୍କ ସଂଖ୍ୟା ୧,୬୭୦ କୁ…
Breaking: କାଲି ମିଆଁମାରରେ ମୃତ୍ୟୁର ତାଣ୍ଡବ ପରେ, ଆଜି ଭୂକମ୍ପରେ ଥରି ଉଠିଲା ଆଫଗାନିସ୍ତାନ
ଆଫଗାନିସ୍ତାନ: କାଲି ମିଆଁମାରରେ ମୃତ୍ୟୁର ତାଣ୍ଡବ ରଚିଥିଲା ଭୂମିକମ୍ପ। ଯେଉଁଥିରେ ଏବେବି ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ ରାତି ନପାହୁଣୁ ପୁଣିଥରେ ଥରି ଉଠିଲା…
ଭୂକମ୍ପ ସମୟରେ କ’ଣ କରିବେ ଜାଣି ରଖନ୍ତୁ ଏହି ଟିପ୍ସ, ବିଶେଷଜ୍ଞ କୁହନ୍ତି ରକ୍ଷା ପାଇଯିବ ମୂଲ୍ୟବାନ ଜୀବନ
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକଠାରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିଲା । ଏହି ଭୂକମ୍ପରେ ବହୁ ବଡ଼ବଡ଼ ଅଟ୍ଟାଳିକା ମାଟିରେ ମିଶିଯାଇଛି । ବର୍ତ୍ତମାନ…