Browsing Category

ବିଦେଶ

ଓସ୍କାର: କ୍ରିଷ୍ଟୋଫର ନୋଲାନଙ୍କ ଫିଲ୍ମ ‘ଓପେନହାଇମର୍’କୁ ମିଳିଲା ୧୩ଟି ନାମାଙ୍କନ

ନୂଆଦିଲ୍ଲୀ: ଓସ୍କାର ନୋମିନେସନରେ ଓପେନହାଇମର ଓ ବାର୍ବି ଫିଲ୍ମକୁ ସର୍ବାଧିକ ନୋମିନେସନ ମିଳିଛି । ଓପେନହାଇମର ସର୍ବାଧିକ ୧୩ ଟି ନାମାଙ୍କନ ପାଇଥିବା ବେଳେ ଗ୍ରେଟା ଗେରୱିଗଙ୍କ ଚଳଚ୍ଚିତ୍ର ବାର୍ବି ୮ ଟି ନୋମିନେସନ…

ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ୨୦୨୪: ପୋର୍ଟ ବ୍ଲେୟରରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ସତ୍ୟ ସୂତାର

ପୋର୍ଟ ବ୍ଲେୟର: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦେଶ ବିଦେଶରେ ଆଜି ପାଳିତ ହୋଇଛି। ସେହି ମହାନ ଜନନାୟକଙ୍କୁ ଓଡ଼ିଶା ମାଟିର ପୁଅ…

ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରି ବିଶ୍ୱର ୧ନମ୍ବର ଖେଳାଳି ହେଲେ ରୋହନ ବୋପାନ୍ନା ଓ ମାଥ୍ୟୁ ଏବ୍ଡେନ୍ 

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଓ ମାଥ୍ୟୁ ଏବ୍ଡେନ୍ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ରୋହନ ବୋପାନ୍ନା ପୁରୁଷ ଡବଲ୍ସରେ ବିଶ୍ୱର ଏକ ନମ୍ବର ମାନ୍ୟତା ହାସଲ…

ନ୍ୟୁ ହାମ୍ପସାୟାରରୁ ରିପବ୍ଲିକାନ୍ ପ୍ରାଥମିକ ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ; ଜାଣନ୍ତୁ କାହିଁକି ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ନ୍ୟୁ ହାମ୍ପସାୟାରରୁ ରିପବ୍ଲିକାନ ପ୍ରାଥମିକ ନିର୍ବାଚନ ଜିତିଛନ୍ତି। ଆନ୍ତର୍ଜାତୀୟ ଗଣମାଧ୍ୟ ଅନୁଯାୟୀ ଟ୍ରମ୍ପଙ୍କୁ ୧୧ ଜଣ ପ୍ରତିନିଧି ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନିକ୍କି…

ବିମାନ ଦୁର୍ଘଟଣାଗ୍ରସ୍ତ: ୬ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: କାନାଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଖବର ସାମ୍ନାକୁ ଆସିଛି । ତେବେ ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ଦୁର୍ଘଟଣା ଘଟିଛି ।…

INDvsENG; ଟେଷ୍ଟ୍ ସିରିଜରେ ଜାଡେଜା-ଅଶ୍ୱିନଙ୍କୁ ମୁକାବିଲା କରିବା ଇଂଲଣ୍ଡ ପାଇଁ ସବୁଠୁ ବଡ଼ ସମସ୍ୟା

ମୁମ୍ଵାଇ: ଜାନୁଆରିରୁ ଆରମ୍ଭ ହେବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାିଇଦେବେ ଭାରତର ସ୍ପିନର ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱିନ। ଜାଡେଜା-ଅଶ୍ୱିନ ଯୋଡ଼ି ଟେଷ୍ଟ କ୍ରିକେଟର ସବୁଠାରୁ…

ରାମ ମନ୍ଦିର ନିର୍ମାଣ ଉପରେ କ’ଣ କହୁଛନ୍ତି ଇସ୍ଲାମିକ ଦେଶ?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ପ୍ରାମ ପ୍ରତିଷ୍ଠାକୁ ନେଇ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନ୍ (ଓଆଇସି) ଗମ୍ଭୀର ଉଦ୍ବେଗ ପ୍ରକାଶ କରିଛି। ଓଆଇସି ସାଧାରଣ ସଚିବାଳୟ ଏକ ବିବୃତିରେ କହିଛି ଯେ,…

ଜାପାନର ଚନ୍ଦ୍ରଯାନ କାହିଁକି ସୂର୍ଯ୍ୟକିରଣକୁ ଅପେକ୍ଷା କରିଛି?

ନୂଆଦିଲ୍ଲୀ: ଜାପାନର ମହାକାଶ ଏଜେନ୍ସି ଏବେ ବି ଆଶା ରଖିଛି ଯେ ଯଦି ସୂର୍ଯ୍ୟକିରଣ ତାର ଚନ୍ଦ୍ରଯାନ ଉପରେ ପଡିଯାଏ, ତେବେ ସେମାନଙ୍କଚନ୍ଦ୍ର ଲ୍ୟାଣ୍ଡର ଆକ୍ଟିଭ୍ ହୋଇପାରିବ । ଜାପାନର ମହାକାଶ ଏଜେନ୍ସି ଜାକ୍ସା ଏହି…

ବର୍ଷର ଶ୍ରେଷ୍ଠ ଦିନିକିଆ-ଟେଷ୍ଟ୍ ଦଳ ଘୋଷଣା କଲା ICC; ଭାରତର କେତେ ଖେଳାଳି ପାଇଛନ୍ତି ସ୍ଥାନ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବର୍ଷର ଶ୍ରେଷ୍ଠ ଟେଷ୍ଟ୍ ଓ ଦିନିକିଆ ଦଳ ଘୋଷଣା କରିଛି । ଦିନିକିଆ ଦଳରେ ୮ ଜଣ ଭାରତୀୟ କ୍ରିକେଟରଙ୍କ ସ୍ଥାନ ପାଇଥିବା ବେଳେ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ…

ମ୍ୟାଲେରିଆ ବିରୋଧ ଲଢେଇରେ ଐତିହାସିକ ପଦକ୍ଷେପ: କାମେରୁନ ଆରମ୍ଭ କଲା ଦୁନିଆର ପ୍ରଥମ ରୁଟିନ୍ ଟିକା ପୋଗ୍ରାମ

ନୂଆଦିଲ୍ଲୀ: ମ୍ୟାଲେରିଆ ଏକ ମାରାତ୍ମକ ମଶା ଜନିତ ରୋଗ, ଯେଉଁଥିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ, ବିଶେଷ କରି ଆଫ୍ରିକାରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି ରୋଗ ବିରୋଧ…