fbpx
Browsing Category

ବିଦେଶ

(Video) ” ମୋଦୀଙ୍କୁ ବନ୍ଦୀ କରିବା ପାଇଁ ବିଶ୍ୱରେ ଆମଠାରୁ ଅଧିକ ଉତ୍ସାହିତ କେହି ନାହାନ୍ତି”: ପାକିସ୍ତାନୀ ସେନା ଅଧିକାରୀ

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ପାକିସ୍ତାନ ଅନେକ ସମୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସୁଛି । ତେବେ ବର୍ତ୍ତମାନ ସମୟରେ ପାକିସ୍ତାନୀ ସେନାର ଜଣେ ବରିଷ୍ଠ ଅଧିକାରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ବିବୃତି…

ସେଲଫି ମିଛ କହୁଛି! ମୁହଁର ଗଠନକୁ ବିଗାଡ଼ିବା ସହିତ ନାକକୁ ଲମ୍ବା ଓ ଚଉଡ଼ା କରିଦେଉଛି, ରିସର୍ଚ୍ଚ ଖୋଲିଲା ନୂଆ ରହସ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଓ ଇଣ୍ଟରନେଟର ବ୍ୟବହାର ବହୁଳ ଭାବେ ବଢ଼ିବାରେ ଲାଗିଛି । ତେଣୁ ଯୁବପୀଢ଼ିଙ୍କ ମଧ୍ୟରେ ସେଲଫି ନେବାର ଏକପ୍ରକାରର ପ୍ରତିଯୋଗିତା ଚାଲିଛି । ନୂଆ ସ୍ଥାନକୁ ବୁଲିବାକୁ ଗଲେ, ନୂଆ…

Honduras Bus Crash: ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ, ୧୨ ମୃତ, ୬୦ ଆହତ

ନୂଆଦିଲ୍ଲୀ: ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ନଦୀରେ ଖସିପଡି ୧୨ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଦୁର୍ଘଟଣାରେ ୨୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମଳିଛି । ଏହି ପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚନ୍ଦ୍ରଯାନ-୩ର ପ୍ରୋପଲସନ୍‍ ମଡ୍ୟୁଲକୁ ପୃଥିବୀର କକ୍ଷପଥକୁ ଫେରାଇ ଅଣାଯାଇପାରିଛି: ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ର ମିଶନରେ ଇସ୍ରୋକୁ ପୁଣି ଏକ ସଫଳତା ମିଳିଛି । ଇସ୍ରୋର ଉଦ୍ୟମ ଫଳରେ, ଚନ୍ଦ୍ରକକ୍ଷରେ ବୁଲୁଥିବା ଚନ୍ଦ୍ରଯାନ-୩ର ପ୍ରୋପଲସନ୍‍ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଅଣାଯାଇପାରିଛି । ଇସ୍ରୋ ପକ୍ଷରୁ…

ସୂର୍ଯ୍ୟ ପରି କାର୍ଯ୍ୟ କରିବ ବିଶ୍ୱର ବୃହତ୍ତମ ପରମାଣୁ ରିଆକ୍ଟର

ଜାପାନ ବିଶ୍ୱର ସବୁଠାରୁ ବଡ଼ ନ୍ୟୁକ୍ଲିୟର ଫ୍ୟୁଜନ୍ ରିଆକ୍ଟର ଆରମ୍ଭ କରିଛି । JT-60SA ନାମକ ଏହି ବିଶାଳ ମେଶିନ୍ ଟୋକିଓର ଉତ୍ତରରେ ଥିବା ଏକ ହ୍ୟାଙ୍ଗରରେ ସ୍ଥାପିତ କରାଯାଇଛି । ଏହା ସ୍ୱଚ୍ଛ ଏବଂ ଅସୀମିତ ଶକ୍ତିର…

‘ଆଲ୍ଲା ହୋ ଆକବର’ ସ୍ଲୋଗାନ ଦେଇ ପର୍ଯ୍ୟଟକଙ୍କ ଉପରକୁ କଲେ ଆକ୍ରମଣ: ଜଣେ ମୃତ ୨ ଆହତ

ନୂଆଦିଲ୍ଲୀ: ପ୍ୟାରିସର ଆଇଫିଲ ଟାୱାର ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଜର୍ମାନ ପର୍ୟ୍ୟଟକଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦୁଇ ଜଣ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଅଜଣା ବ୍ୟକ୍ତି ଜଣଙ୍କ ଏକ ଧାରୁଆ…

ଚକିତ ହୋଇଗଲେ ବିଶ୍ୱବାସୀ! ଏକ ବିଦ୍ୟୁତ ବଲବ କ୍ରମାଗତ ୧୨୨ ବର୍ଷ ଧରି ଜଳୁଛି, ଏହା କିପରି ସମ୍ଭବ

ନୂଆଦିଲ୍ଲୀ: ସାଧାରଣ ଭାବେ ଆମେ ଘରମାନଙ୍କରେ ବ୍ୟବହାର କରୁଥିବା ବିଦ୍ୟୁତ ବଲବ ଅତିବେଶିରେ ୨-୪ ବର୍ଷ ପର୍ଯ୍ୟନ୍ତ ଜଳିଥାଏ । ଏହାପରେ ଧୀରେଧୀରେ ଉକ୍ତ ବଲବଟି ଖରାପ ହୋଇଯାଇଥାଏ । ଫଳରେ ଆମକୁ ପୁଣି ଏକ ନୂଆ ବଲବ କିଣି…

ବ୍ରିଟେନରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଶକ୍ତ ହେଲା ଭିସା ନିୟମ: ଜାଣନ୍ତୁ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କର ଏପରି ପଦକ୍ଷେପ ପଛର କାରଣ

ନୂଆଦିଲ୍ଲୀ: ବ୍ରିଟେନ ସରକାର ଦେଶରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ ନେଇଥିବା ସୋମବାର ଘୋଷଣା କରିଛନ୍ତି। ଏଥିରେ ବିଦେଶୀ ଶ୍ରମିକମାନଙ୍କ ପାଇଁ ଦକ୍ଷତା ଭିତ୍ତିକ ଭିସା ପାଇବା ପାଇଁ ଅଦିକ…

୨ ଦିନରେ ୭୦୦ ଜଣଙ୍କ ମୃତ୍ୟୁ: ଯୁଦ୍ଧ ବିରାମ ସରିବା ପରେ ଗାଜାରେ ଇସ୍ରାଏଲର ବିସ୍ଫୋରଣ

ନୂଆଦିଲ୍ଲୀ: ହମାସ-ଇସ୍ରାଏଲ ମହାଯୁଦ୍ଧରେ ହୋଇଥିବା ଯୁଦ୍ଧବିରାମର ସମୟ ଶେଷ ହାଇଯାଇଛି । ଯୁଦ୍ଧ ବିରାମ ଶେଷ ହେବା ମାତ୍ରେ ଗାଜାରେ ପୁଣିତରେ ଆରମ୍ଭ ହୋଇଛି ବିଧ୍ୱଂସୀ ଲୀଳା । ଏକ ସପ୍ତାହର ଯୁଦ୍ଧ ବିରାମ ଚୁକ୍ତି ସରିବା…

ଗାଜାରେ ଇସ୍ରାଏଲ ସେନାଙ୍କୁ ମିଳିଲା ବଡ଼ ସଫଳତା, ହମାସର ୮୦୦ ଗୁପ୍ତ ସୁଡ଼ଙ୍ଗକୁ ବୋମା ପକାଇ କଲେ ଧ୍ୱଂସ

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଦାବି କରିଛନ୍ତି ଯେ, ସେମାନଙ୍କୁ ହମାସର ୮୦୦ ଟନେଲର ଶାପ୍ଟ ମିଳିଛି । ଆଇଡିଏଫ ରବିବାର ଦିନ ବିବୃତ୍ତି ଜାରି କରି କହିଛି ଯେ, ୨୭ ଅକ୍ଟୋବରରୁ ଇସ୍ରାଏଲ ଗାଜାରେ ଜମି ପାଇଁ ଅଭିଯାନ ଆରମ୍ଭ…