fbpx
Browsing Category

ବିଦେଶ

ବଡ଼ ଖୁସି ଖବର: ଭାରତକୁ ତାଇୱାନର ଦିପାବଳୀ ଗିଫ୍ଟ, ୧ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ଆଲୋକର ପର୍ବ ଦିପାବଳୀ ପୂର୍ବରୁ ଭାରତକୁ ଏକ ବଡ଼ ଉପହାର ଦେଇଛି ତାଇୱାନ । ଗତ ୨୦୦୦ ମସିହା ପରଠାରୁ ତାଇୱାନରେ ବେରୋଜଗାର ହ୍ରାସ ନିମ୍ନମୁଖୀ ହେବାରେ ଲାଗିଛି । ତେଣୁ ୭୯୦ ଅରବ ଡଲାର ବିଶିଷ୍ଟ ଅର୍ଥନୀତିକୁ…

ଏମିତି ବି କାହାଣୀ ଅଛି? ୪୦୦ରୁ ଅଧିକ ପୁରୁଷଙ୍କୁ ପ୍ରପୋଜ୍ କଲେ ଜଣେ ମହିଳା, ତଥାପି ସିଙ୍ଗଲ

ନୂଆଦିଲ୍ଲୀ: ପ୍ରେମକୁ ନେଇ ଅନେକ ସମୟରେ କିଛି କିଛି ନୂଆ ନୂଆ ଘଟଣା ଦେଖିବାକୁ ମିଳିଥାଏ । ତେବେ ସାଧାରଣ ଭାବେ ପ୍ରେମ ବ୍ୟାପାରରେ ପୁଅମାନେ ଝିଅମାନଙ୍କୁ ବେଶି ପ୍ରମୋଜ୍ କରୁଥିବାର ଦେଖାଯାଇଥାଏ । ବହୁତ କମ୍ ଝିଅ…

ଆମେରିକାରେ ହେଲା ବିଶ୍ୱର ପ୍ରଥମ ଚକ୍ଷୁ ପ୍ରତିରୋପଣ, ୨୧ ଘଣ୍ଟା ଧରି ଚାଲିଲା ସର୍ଜରୀ

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କ ସହରରେ ଦୁନିଆର ପ୍ରଥମ ଆଇ ଟ୍ରାନ୍ସପ୍ଲାଣ୍ଟ ବା ଚକ୍ଷୁ ପ୍ରତିରୋପଣ କରାଯାଇଛି । ଡାକ୍ତରଙ୍କ ଦଳ ପ୍ରଥମ ଥର ପାଇଁ ମନୁଷ୍ୟର ସମ୍ପୂର୍ଣ୍ଣ ଆଖି ପ୍ରତିରୋପଣ କରିଛନ୍ତି । ଏହି…

ଟଙ୍କା ଅଭାବରୁ ପାକିସ୍ତାନରେ ପାସପୋର୍ଟ ତିଆରି ବନ୍ଦ: ଯାତ୍ରୀ ହନ୍ତସନ୍ତ

ଇସଲାମାବାଦ: ପାକିସ୍ତାନରେ ମହଙ୍ଗାମାଡ଼ ଦ୍ୱାରା ପ୍ରଭାବିତ ହେଉଛନ୍ତି ଜନସାଧାରଣ । ତେବେ ଏପରି ସ୍ଥିତିରେ ଆଉ ଏକ ସଙ୍କଟ ଦେଖାଦେଇଛି । ଦେଶରେ ଲାମିନେସନ୍ ପେପରର ଅଭାବ ଯୋଗୁ ପାକିସ୍ତାନୀ ନାଗରିକମାନେ ନୂଆ ପାସପୋର୍ଟ…

ଆମେରିକା ତିଆରି କଲା ‘ସଞ୍ଜୀବନୀ’, ଯାହା ବିଶ୍ୱରୁ ଶେଷ କରିଦେବ ଚିକନଗୁନିଆ: ପ୍ରଥମ ଭ୍ୟାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ ଗୁରୁବାର (ନଭେମ୍ବର ୯) ଚିକନଗୁନିଆ ପାଇଁ ବିଶ୍ୱର ପ୍ରଥମ ଟିକାକୁ ଅନୁମୋଦନ କରିଛନ୍ତି । ଏହି ଭାଇରସ୍ ସଂକ୍ରମିତ ମଶା ଦ୍ୱାରା ବ୍ୟାପିଥାଏ , ଯାହାକି ବିଶ୍ୱବ୍ୟାପୀ…

ଭାରତର ଆଉ ଏକ ଶତ୍ରୁ ପାକିସ୍ତାନରେ ନିହତ: ଲଶ୍କର-ଏ-ତାଇବାର ଆତଙ୍କବାଦୀ ଅକରମ ଗାଜିକୁ ହତ୍ୟା

ନୂଆଦିଲ୍ଲୀ: ଭାରତର ଶତ୍ରୁମାନଙ୍କୁ ଲଗାତାର ଦେଶ ବାହାରେ ଶେଷ କରାଯାଉଛି । ଭାରତ ବିରୋଧରେ ବିଷ ଉଗାଳୁଥିବା ଲଶ୍କର-ଏ-ତାଇବା ଆତଙ୍କବାଦୀ ଅକରମ ଖାନ ଛଦ୍ମନାମ ଅକରମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ଦିନ…

କରାଚି ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ ସରକାର

ଇସଲାମାବାଦ: କରାଚିର ଲ୍ୟାଣ୍ଡି ଅଞ୍ଚଳରେ ଥିବା ମାଲିର ଜିଲ୍ଲା ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ପାକିସ୍ତାନ ସରକାର ମୁକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତର ଗୁଜୁରାଟ ରାଜ୍ୟରୁ ଥିବା…

ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କ ଫାଶୀଦଣ୍ଡାଦେଶ ବିରୋଧରେ କତାର ସରକାରଙ୍କୁ ଅପିଲ କଲା ଭାରତ

ନୂଆଦିଲ୍ଲୀ: କତାର କୋର୍ଟ ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । ତେବେ କତାରର ଏହି ଦଣ୍ଡାଦେଶ ବିରୋଧରେ ଅପିଲ କରିଛନ୍ତି ଭାରତ ସରକାର । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର…

ଜନ୍ମିତ ଶିଶୁର ଓଜନ ୬.୫ କେଜି! ଡାକ୍ତର, ପିତାମାତା ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାଧାରଣ ଭାବେ ଗୋଟିଏ ନବଜାତ ଶିଶୁର ଓଜନ ୨.୫ରୁ ୪ କେଜି ମଧ୍ୟରେ ରହିଥାଏ । ତେବେ ଅନେକ ସମୟରେ କିଛି ଜନ୍ମିତ ଶିଶୁଙ୍କର ଓଜନ ସଭିଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏପରି କିଛି ଶିଶୁ ଗିନିଜ୍ ବୁକ ଅଫ୍ ବିଶ୍ୱ…

ଦୌଡିବା ସମୟରେ ଅଚାନକ ଆସିଲା ହୃଦଘାତ, ସ୍ମାର୍ଟୱାଚ୍ ସହାୟତାରେ ଏପରି ଜୀବନ ବଞ୍ଚାଇଲେ ବ୍ରିଟେନର ସିଇଓ

ନୂଆଦିଲ୍ଲୀ: ବ୍ରିଟେନରେ ହକି ୱେଲସ୍ କମ୍ପାନୀର ସିଇଓ ଦୌଡିବା ସମୟରେ ଅଚାନକ ହୃଦଘାତର ଶିକାର ହୋଇଥିଲେ । ଏହି ସମୟରେ ତାଙ୍କ ଜୀବନ ବିପଦରେ ପଡିଯାଇଥିଲା ଓ ତାଙ୍କ ପାଖରେ ସେହି ସମୟରେ କେହି ବି ନ ଥିଲେ । କିନ୍ତୁ…