fbpx
Browsing Category

ବିଦେଶ

ଟାୟର ଫାଟିବା ପରେ ବନ୍ଦ ହେଲା ଉଡାଣ, ୧୧ ଜଣ ଯାତ୍ରୀ ଆହତ

ନୂଆଦିଲ୍ଲୀ: ହଙ୍କକଙ୍ଗ ଏୟାରଲାଇନ୍ସ କ୍ୟାଥେ ପାସିଫିକ୍ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଯାନ୍ତ୍ରିକ ସମସ୍ୟା ହେତୁ ଶନିବାର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଥିଲା। ଜରୁରୀକାଳୀନ…

ଟଳିଲା ୱାଗନର୍ ସଙ୍କଟ, ସମସ୍ତ ପ୍ରତିବନ୍ଧକକୁ ହଟାଇଲା ଋଷ 

ମସ୍କୋ: ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନରର ଯୁଦ୍ଧ ଡାକରା ପରେ ରୁଷରେ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ରୁଷରେ ମିଲିଟାରୀ ଶାସନ ଚାଲିଥିବାବେଳେ ଏହାକୁ ହଟାଇବା ପାଇଁ ୱାଗନର ଗ୍ରୁପ୍ ଅଭିଯାନ ଆରମ୍ଭ…

ପୁଟିନଙ୍କ ଶକ୍ତି ଆଗରେ ହାର ମାନିଲେ ବିଦ୍ରୋହୀ: କ୍ୟାମ୍ପକୁ ଫେରିଲେ ବିଦ୍ରୋହୀ, କହିଲେ ୟୁକ୍ରେନରେ ଯୁଦ୍ଧ ଜାରି ରହିବ

ନୁଆଦିଲ୍ଲୀ: ଋଷରେ ଦେଖା ଦେଇଥିବା ବିଦ୍ରୋହ ପୁଟିନଙ୍କ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛନ୍ତି । ଘରୋଇ ସେନା ସଂଗଠନ ବିଦ୍ରୋହ କରିବା ପରେ ପୁଟିନ୍ ଏକ ବଡ଼ ସଙ୍କଟ ମଧ୍ୟରେ ଫସିବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା । କିନ୍ତୁ…

(Video) ‘ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗେ…’ ଗୀତ ଗାଇ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କଲେ ମିସରର ଯୁବତୀ

ନୂଆଦିଲ୍ଲୀ: ଆମେରିକା ପରେ ମିସରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସିଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ରାଜକୀୟ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ କାହିରାର…

ଝିଅ ସାଜିଲା ସଇତାନ୍: ଟଙ୍କା ପାଇଁ ବାପା-ମା’ଙ୍କୁ ଦେଉଥିଲା ଅକଥନୀୟ ନିର୍ଯାତନା

ନୂଆଦିଲ୍ଲୀ : ଝିଅଟେ ଜନ୍ମ ହେଲେ ଆମେ ଖୁସି ହୋଇଥାଉ କାରଣ ଝିଅ ମା ଲକ୍ଷ୍ମୀଙ୍କ ସୂରୁପ । ଝିଅଟିକୁ ସମସ୍ତେ କହିଥାଆନ୍ତି ସେ ଦୁହିତା ଦୁଇ କୂଳର ହିତ ପାଇଁ ତା’ର ଜନ୍ମ । ଅର୍ଥାତ୍ ଝିଅଟି ନିଜ ଜନ୍ମ କଲା ବାପା ମା’ଙ୍କ…

(Video) ଭୋରେନେଜର ତେଲ ଡିପୋ ଉପରେ ବୋମା ବିସ୍ଫୋରଣ: ଋଷର ହେଲିକପ୍ଟରକୁ ନେଇ ଅଭିଯୋଗ

ନୂଆଦିଲ୍ଲୀ: ଋଷ ଭୋରୋନେଜର ଏକ ତୈଳ ଡିପୋ ଉପରେ ହୋଇଛି ଭୟଙ୍କର ବୋମା ବିସ୍ପୋରଣ । ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବିସ୍ପୋରଣ କିଛି ସମୟ ପୂର୍ବରୁ ଋଷର ଏକ…

ମାଗଣାରେ ନ୍ୟୁଜ୍‌ ପ୍ରକାଶ କରିପାରିବେ ନାହିଁ ଗୁଗୁଲ ଏବଂ ଫେସବୁକ୍‌, ସରକାରଙ୍କ ଘୋଷଣା ପରେ ଏପରି ଜବାବ ଦେଲା ମେଟା

ଇଣ୍ଟରନେଟ୍ ଦିଗଜ୍ଜମାନଙ୍କୁ ଏବେ କାନାଡାର ଖବର ପ୍ରକାଶକମାନଙ୍କୁ ଟଙ୍କା ଦେବାକୁ ପଡିବ । ସେମାନେ ସେମାନଙ୍କର ଖବର ମାଗଣାରେ ଦେଖାଇ ପାରିବେନାହିଁ । ଅନ୍ୟପକ୍ଷରେ ସଂସଦ ଦ୍ୱାରା ଅନୁମୋଦିତ ଆଇନ ଲାଗୁ ହେବା ପରେ ଦେଶର…

ବିଶ୍ୱାସଘାତକତା କରିଛନ୍ତି ୱାଗନର୍ ମୁଖ୍ୟ, ଗିରଫ କରିବାକୁ ଆଦେଶ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ଦିନେ ଭ୍ଲାଦିମିର ପୁଟିନ୍‌ଙ୍କ କଥାରେ ଜୀବଜନ ଦେବାକୁ ପ୍ରସ୍ତୁତ ଥିବା ଋଷର ଘରୋଇ ସେନା ସଂଗଠନ ୱାଗନର୍ ପୁଟିନ୍‌ଙ୍କୁ ବଡ଼ ଧୋକା ଦେଇଛନ୍ତି। ୟଭେଗେନି ପ୍ରିଗୋଜିନ୍‌ଙ୍କ ନେତୃତ୍ୱରେ ଘରୋଇ ସେନା ଋଷର ସେନା…

Video: ଭାରତୀୟ ଜାତୀୟ ସଂଗୀତ ଗାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁଲେ ଆମେରିକୀୟ ଗାୟକ ମେରି ମିଲବେନ୍

ୱାଶିଂଟନ୍: ଆମେରିକା ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋନାଲ୍ଡ ରେଗାନ କେନ୍ଦ୍ରରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମଞ୍ଚରୁ ହଲିଉଡ଼ ଗାୟକ ମେରି ମିଲବେନ୍…

ପୁଟିନ୍‌ଙ୍କ ସହିତ ଭଡ଼ାଟିଆ ସୈନିକଙ୍କ ଗଦ୍ଦାରୀ, ୱାଗନର୍ ଗ୍ରୁପ୍ ମାରି ଖସାଇଲା ଋଷ ଫାଇଟର ଜେଟ୍‌, ଦେଶରେ ଗୃହଯୁଦ୍ଧ ସୃଷ୍ଟି କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ୟୁକ୍ରେନ୍ ସହିତ ଯୁଦ୍ଧ ମଧ୍ୟରେ ଋଷ ପାଇଁ ସୃଷ୍ଟି ହୋଇଛି ନୁଆ ସମସ୍ୟା । ଋଷ ସେନା ବର୍ତ୍ତମାନ ୟୁକ୍ରେନ୍ ସହିତ ପୁଟିନ୍ ଡାକିଥିବା ଭଡ଼ା ସୈନିକ ଅର୍ଥାତ୍ ୱାଗନର୍ ଗ୍ରୁପ୍ ସହିତ ଲଢେଇ କରୁଛି । ଏବିସି…