fbpx
Browsing Category

ବିଦେଶ

(Video) କାଙ୍ଗାଳୀ ପାକିସ୍ତାନର ଦେଖାଣିଆ ନୀତି ; ଲୋକେ ମରୁଛନ୍ତି ଭୋକରେ କିନ୍ତୁ ଜ୍ୱାଇଁ ଦିଆଯାଉଛି ଝିଅ ଓଜନର ସୁନା

ନୂଆଦିଲ୍ଲୀ : ବିବାହ ସମୟରେ ସୁନା କିଣିବା ଏକ ରୀତିନୀତି । ଅନେକ ଲୋକ କେବଳ ଉପହାର ସ୍ୱରୂପ ସୁନା ଦିଅନ୍ତି । କିନ୍ତୁ ଅର୍ଥନୈତିକ ସଙ୍କଟରେ ଗତି କରୁଥିବା ପାକିସ୍ତାନର ପେଟ୍ରୋଲ-ଡିଜେଲ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ…

ବାଲାଂଦେଶର ଅମ୍ଳଜାନ କାରଖାନାରେ ବିସ୍ଫୋରଣ, ୬ ମୃତ

ଢାକା: ବାଲାଂଦେଶ ଛୋଟଗ୍ରାମ ଜିଲ୍ଲାର ଏକ ଅମ୍ଳଜାନ କାରଖାନାରେ ଅଗ୍ନିକାଣ୍ଡ ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଏହା ବ୍ୟତୀତ ୩୦ ଜଣ ଲୋକେ ଆହାତ ହୋଇଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।…

ଭୂକମ୍ପ ସମୟରେ ଭାରତର ସାହାଯ୍ୟକୁ ଭୁଲିଗଲା ତୁର୍କୀ: UNHRC ରେ ଉଠାଇଲା କାଶ୍ମୀର ପ୍ରସଙ୍ଗ, କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଭୂକମ୍ପ ସମୟରେ ଭାରତର ସାହାଯ୍ୟକୁ ଭୁଲିଯାଇଛି ତୁର୍କୀ। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (UNHRC) ରେ ତୁର୍କୀ ପୁଣି ଥରେ ପାକିସ୍ତାନକୁ ସମର୍ଥନ କରିଛି ଏବଂ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ…

ପ୍ଲାଷ୍ଟିକ ବୋତଲ ପାଣିରେ ବିଷ! ପ୍ଲାଷ୍ଟିକର କ୍ଷୁଦ୍ର ପାର୍ଟିକଲ ଆଖିକୁ ଦେଖାଯାଉନି, ଗର୍ଭବତୀ ମହିଳାଙ୍କ ପାଇଁ ବଢ଼ିଲା ବିପଦ, ରିସର୍ଚ୍ଚରୁ…

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ଲାଷ୍ଟିକ୍ ବୋତଲରେ ପାଣି ନ ପିଇବାକୁ ପରାମର୍ଶ ଦେଇଛନ୍ତି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହାର…

ପ୍ରେଗନେଟ୍ ନୁହେଁ, କନସିଭ୍ ପାଇଁ ଛୁଟି ; ଘୋଷଣା କଲେ ସରକାର, ମିଳିବ ପେଡ୍ ଲିଭ୍ ସାଙ୍ଗକୁ ଘର ଓ ବଙ୍ଗଳା ଭଳି ଆକର୍ଷଣୀୟ ଉପହାର

ଭୁବନେଶ୍ୱର : ଯଦି କେହି ମହିଳା କର୍ମଚାରୀ ଗର୍ଭବତୀ ହୋଇଥାନ୍ତି ତେବେ ତାଙ୍କୁ କମ୍ପନୀ ତରଫରୁ ଛୁଟି ସହ ଦରମା ଦେବା ପାଇଁ ଘୋଷଣା ହୋଇଥିଲା । କିନ୍ତୁ କେବେ ଶୁଣିଛନ୍ତି କି ଗର୍ଭଧାରଣ ପାଇଁ ଗୋଟିଏ ଦିନ ଛୁୁଟି ମିଳିବ ।…

ରାଷ୍ଟ୍ରପତିଙ୍କୁ ଥିଲା ଭୟଙ୍କର ରୋଗର ବିପଦ: ମୃତ୍ୟୁକୁ ହରାଇ ଫେରିଛନ୍ତି ଜୋ ବାଇଡେନ୍

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ନିକଟରେ ଏକ ସର୍ଜରୀ କରାଇଛନ୍ତି । ଛାତିରୁ ସଫଳତାପୂର୍ବକ 'ସ୍କିନ କ୍ୟାନ୍ସର'ର କ୍ଷତକୁ ହଟାଇ ଦିଆଯାଇଛି । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର…

ସରକାରୀ ତୈଳ ଡିପୋରେ ଭୀଷଣ ଅଗ୍ନିକାଣ୍ଡ:୧୬ ମୃତ୍ୟୁ,୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାର ଏକ ତୈଳ ସଂରକ୍ଷଣ କେନ୍ଦ୍ରରେ ଅଗ୍ନିକାଣ୍ଡ ହେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ଏହି ଘଟଣାରେ ବହୁତ…

‘ଜାମ୍ମୁ କାଶ୍ମୀର ଭାରତର ଥିଲା ଓ ରହିଥିବ’: UNHRC ରେ ପାକିସ୍ତାନକୁ ଆଇନା ଦେଖାଇଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ମାନବାଧିକାର ପାରିଷଦ(UNHRC)ରେ ପାକିସ୍ତାନ ବିଦେଶ ମନ୍ତ୍ରୀ ହିନା ରାବାନୀ ପୁଣି ଥରେ ଭାରତ ଉପରେ ମିଥ୍ୟା ଆରୋପ ଲଗାଇଛନ୍ତି । ଯାହାର ଉତ୍ତରରେ ଭାରତ କଡ଼ା ଜବାବ ଦେଇଛି । ହିନା…

Pakistan ପାଇଁ କାଳ ହେଉଛି ଦରଦାମ ବୃଦ୍ଧି: ୨୮୫ ଟଙ୍କାରେ ପହଞ୍ଚିଲା ଡଲାର

ନୂଆଦିଲ୍ଲୀ: ପାକିସ୍ତାନରେ ନିୟନ୍ତ୍ରଣ ବାହାରକୁ ଯାଇଛି ମୁଦ୍ରାସ୍ଫିତୀ । ଦରଦାମ୍ ବୃଦ୍ଧି ଏବେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । କାରଣ ଆମେରିକୀୟ ଡଲାରର ମୂଲ୍ୟ ଏବେ ପାକିସ୍ତାନରେ ୨୮୫ ଟଙ୍କାରେ ପହଞ୍ଚି ସାରିଛି,…

Pegasus କ’ଣ: ଏହି ସ୍ପାଇୱେୟରକୁ ନେଇ ବିଶ୍ୱରେ କାହିଁକି ତୋଫାନ ଆସିଥିଲା, ଆପଣଙ୍କ ଫୋନରେ କିଏ ଜାସୁସୀ କରୁଛି କେମିତି ଜାଣିବେ

ନୂଆଦିଲ୍ଲୀ: ପେଗାସସକୁ ନେଇ ସାରା ବିଶ୍ୱରେ ଯେତିକି ଆତଙ୍କ ସୃଷ୍ଟି ହୋଇଥିଲା ବୋଧହୁଏ ଅନ୍ୟ କୌଣସି ସ୍ପାଇୱେୟରକୁ ନେଇ ଏତେମାତ୍ରାରେ ଚର୍ଚ୍ଚା ହୋଇନଥିବ । ଏହି ସ୍ପାଇୱେୟରକୁ ଇସ୍ରାଏଲର ଏନଏସଓ ଗ୍ରୁପ ପ୍ରସ୍ତୁତ…