fbpx
Browsing Category

ବିଦେଶ

ସ୍କୁଲ୍ ଯିବା ବନ୍ଦ କରିବା ପାଇଁ ଇରାନ୍‌ରେ ଝିଅମାନଙ୍କୁ ଦିଆଯାଉଛି ବିଷ: ମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ: ଇରାନର ସ୍ୱାସ୍ଥ୍ୟମନ୍ତ୍ରୀ ରବିବାର ଦିନ କହିଛନ୍ତି ଯେ ଝିଅମାନଙ୍କୁ ଶିକ୍ଷା ବନ୍ଦ କରିବା ଉଦ୍ଦେଶ୍ୟରେ ପବିତ୍ର କୋମ ସହରରେ କିଛି ଲୋକ ସ୍କୁଲ ଛାତ୍ରୀଙ୍କୁ ବିଷ ଦେଉଥିଲେ। ନଭେମ୍ବର ଶେଷ ଭାଗରୁ ଏହି…

କଣ୍ଡୋମ ପ୍ୟାକେଟର ଦାମ୍ ୬୦ ହଜାର ଟଙ୍କା: ତଥାପି ଦୋକାନ ଆଗରେ ପ୍ରବଳ ଭିଡ଼

ନୂଆଦିଲ୍ଲୀ: ସାଧାରଣ ସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିବା ପାଇଁ କଣ୍ଡୋବ ବା ନିରୋଧ ବ୍ୟବହାର କରାଯାଇଥାଏ । କଣ୍ଡୋବ ବ୍ୟବହାର କଲେ ଜନ୍ମ ନିୟନ୍ତ୍ରଣ ହେବା ସହ ଅନେକ ପ୍ରକାରର ରୋଗରୁ ରକ୍ଷା ମିଳିଥାଏ । ବିଭିନ୍ନ…

Harvard Study: ଚାକିରି ଜୀବନ ହ୍ରାସ କରୁଛି ଆପଣଙ୍କର Sperm Count, ୪୬ ବର୍ଷ ଧରି ୫୩ଟି ଦେଶରେ ଚାଲିଥିଲା ଗବେଷଣା, ଖୋଲିଗଲା ବଡ଼ ରହସ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଦୈନନ୍ଦିନ ଜୀବନର ଖାଦ୍ୟପେୟ, ଲାଇଫଷ୍ଟାଇଲରେ ପରିବର୍ତ୍ତନ ହେବାରେ ଲାଗିଛି । ଫଳରେ ଏହାର କୁପ୍ରଭାବ ଉଭୟ ପୁରୁଷ ଓ ମହିଳାଙ୍କ ଉପରେ ପଡ଼ୁଛି । ବିଶେଷ କରି ପୁରୁଷଙ୍କର ଶୁକ୍ରାଣୁ ମାତ୍ରା…

ଇଟାଲୀରେ ବଡ ଦୁର୍ଘଟଣା ; ସମୁଦ୍ରରେ ଡଙ୍ଗା ବୁଡି ୩୦ ଜଣଙ୍କ ମୃତ୍ୟୁ, ୪୦ ଜଣ ଜୀବନ୍ତ ଉଦ୍ଧାର

ନୂଆଦିଲ୍ଲୀ : ଇଟାଲୀର ଦକ୍ଷିଣ ଉପକୂଳରେ ଏକ ଡଙ୍ଗା ବୁଡ଼ିଯାଇ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି। କୋଷ୍ଟଗାର୍ଡ ଦ୍ୱାରା ପୁନରୁଦ୍ଧାର କାର‌୍ୟ୍ୟ ଜାରି ରହିଛି। କୁହାଯାଉଛି ଯେ ସମୁଦ୍ର ମଧ୍ୟରେ ଏକ ପଥର ସହିତ ଡଙ୍ଗା…

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଆଙ୍କରଙ୍କୁ ଗୁଳିମାଡ, ମରଣ ମୁହଁରୁ ବଞ୍ଚିଗଲେ

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ନ୍ୟୁଜ୍ ଆଙ୍କର୍ ମାର୍ଭିଆ ମଲିକ୍ ଙ୍କ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦିନ ତାଙ୍କ ବାସଭବନ ବାହାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଏହି ଘଟଣା…

ଆଜି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ: ୬ଥର ଚମ୍ପିଆନ ହେବ କି ଅଷ୍ଟ୍ରେଲିଆ?

ନୂଆଦିଲ୍ଲୀ: ମହିଳା ଟି -୨୦ ବିଶ୍ୱକପର ଫାଇନାଲରେ ଆଜି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ, ଯାହା ଭାରତୀୟ ସମୟ ସନ୍ଧ୍ୟା ୬:୩୦ ରେ ଆରମ୍ଭ ହେବ । ଏହି ମ୍ୟାଚ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ହୋଇଛନ୍ତି।…

Balakot Airstrike Anniversary:ମାତ୍ର ୨୧ ମିନିଟରେ ‘ଅପରେସନ୍ ବନ୍ଦର’ ମାଧ୍ୟମରେ ପାକିସ୍ତାନକୁ ଚକିତ କରି ଦେଇଥିଲା ଭାରତ

ନୂଆଦିଲ୍ଲୀ: ଆଜି ହେଉଛି ଫେବୃଆରୀ ୨୬, ତେବେ ଏହା କେବଳ ସାଧାରଣ ତାରିଖ ନୁହେଁ। ଏହି ତାରିଖକୁ ଦେଶପ୍ରେମୀ ମାନେ ସବୁଦିନ ପାଇଁ ମନେ ରଖିଛନ୍ତି । ଏହିଦିନବାଲାକୋଟ ଏୟାରଷ୍ଟ୍ରାଇକ୍ ହେଇଥିଲା । ଆଉ ଆଜି ବାଲାକୋଟ…

Meta ଲଞ୍ଚ କଲା ନୂଆ AI ଭାଷା ମଡେଲ ‘LLaMA’: ଗୁଗଲ-ମାଇକ୍ରୋସଫ୍ଟକୁ ଦେବ ଟକ୍କର

ନୂଆଦିଲ୍ଲୀ: ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଅବିଶ୍ୱସନୀୟ ଭାବେ ଆଗକୁ ବଢ଼ିବାରେ ଲାଗିଛି । ନିକଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ‘ଚାଟଜିପିଟି’କୁ ନେଇ ବିଶ୍ୱର ବଡ଼…

ସେଣ୍ଟ୍ରାଲ ତୁର୍କୀରେ ୫.୫ ତୀବ୍ରତାର ଭୂକମ୍ପ: ଗତ ୬୬ ଘଣ୍ଟା ମଧ୍ୟରେ ୩୭ ଥର କମ୍ପନ- ରିପୋର୍ଟ

ନୂଆଦିଲ୍ଲୀ: ଭୟଙ୍କର ଭୂକମ୍ପରେ ତୁର୍କୀରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଲକ୍ଷ ଲକ୍ଷ ବାସଗୃହ ଭୁଶୁଡ଼ି ମାଟିରେ ମିଶି ଯାଇଛି । ତେବେ…

ପୁଟିନ ଆଉ କେବଳ ଗୋଟିଏ ବର୍ଷର ଅତିଥି ! ଋଷର ପୂର୍ବତନ ରାଜନେତାଙ୍କ ଭବିଷ୍ୟବାଣୀ – ଆଗାମୀ ଜନ୍ମଦିନ ଦେଖି ପାରିବେ ନାହିଁ

ମସ୍କୋ : ଋଷର ଜଣେ ପୂର୍ବତନ ରାଜନେତା ଭବିଷ୍ୟବାଣୀ କରିଛନ୍ତି ଯେ ଋଷ ରାଷ୍ଟ୍ରପତିଙ୍କ ଅନ୍ତିମ ଦିନ ପାଖେଇ ଆସୁଛି । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶର ପୂର୍ବତନ ଡେପୁଟି ଇଲିୟା ପୋନୋମେରେଭ…