fbpx
Browsing Category

ବିଦେଶ

ସିରିୟା ଭୁକମ୍ପ: ୫୩ ଲକ୍ଷ ଲୋକେ ବାସହରା ହେବା ଆଶଙ୍କା, ଭୁକମ୍ପ ପରେ ସବୁଆଡ଼େ ବିନାଶକାରୀ ଚିତ୍ର

ନୂଆଦିଲ୍ଲୀ: ତୁର୍କୀ ଓ ସିରିୟାରେ ହୋଇଥିବା ପ୍ରଳୟକାରୀ ଭୁମିକମ୍ପରେ ଦୁଇ ଦେଶରେ ସ୍ଥିତି ଗମ୍ଭିର ରହିଛି । ବିନାଶକାରୀ ଭୁମିକମ୍ପରେ ମୃତ୍ୟୁ ସଂଖ୍ୟା ୨୪ ହଜାର ପାର କରି ସାରିଲାଣି । ଭଙ୍ଗା ଘର ମଧ୍ୟରେ ଅନେକ ଲୋକ ଏବେ…

ବ୍ରିଟେନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା ମିଳିଲା, ଡିଫ୍ୟୁଜ୍ ସମୟରେ ବିରାଟ ବିସ୍ଫୋରଣ, କମ୍ପନ ୨୪ କିମି

ଲଣ୍ଡନ: ବ୍ରିଟେନର ଗ୍ରେଟ୍ ୟର୍ମାଉଥ୍ ସହରରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟର ଏକ ବୋମା ଉଦ୍ଧାର ହୋଇଛି । ଯାହାକୁ ଡିଫ୍ୟୁଜ୍ କରିବା ସମୟରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଏହାର ଶବ୍ଦ ମାଇଲ୍ ମାଇଲ୍…

ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ତାଜିନ୍ଦରପାଲ ସିଂ ଟୁର

ଆସ୍ଥାନା : ଆସ୍ଥାନାଠାରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଭାରତର ଜାତୀୟ ରେକର୍ଡଧାରୀ ତାଜିନ୍ଦରପାଲ ସିଂ ଟୁର ଶୁକ୍ରବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୨୩ ର ପୁରୁଷ ସଟ୍ ପୁଟ୍ ରେ ୧୯.୪୯…

ଗୁଇନ୍ଦା ବେଲୁନ୍ ପରେ ୪୦ ହଜାର ଫୁଟ୍ ଉପରେ ଦେଖାଗଲା ଅଜ୍ଞାନ୍ତ ବସ୍ତୁ, କ୍ଷେପଣାସ୍ତ୍ର ମାରି ଗଳାଇଲା ଆମେରିକା

ନୂଆଦିଲ୍ଲୀ: କିଛି ଦିନ ତଳେ ଆମେରିକାର ଆକାଶରେ ଚୀନ୍‌ର ଗୁଇନ୍ଦା ବେଲୁନ୍ ଉଡ଼ିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଆଲାସ୍କାର ୪୦,୦୦୦ ଫୁଟରେ ଏକ ବସ୍ତୁ ଉଡ଼ିବା ଘଟଣା ସାମ୍ନାକୁ ଆସିଛି। ହ୍ୱାଇଟ ହାଉସର ଜାତୀୟ…

ତୁର୍କୀରେ ଭୂକମ୍ପ ପରେ ଆମେରିକୀୟ ଟେକ୍ନୋଲୋଜି ଉପରେ ଲାଗିଲା ଅଭିଯୋଗ, ଜାଣନ୍ତୁ ପାଣିପାଗ ଯୁଦ୍ଧ କ’ଣ ଯାହା ଯୁଦ୍ଧ ପରି ହଇଚଇ ସୃଷ୍ଟି…

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୩ ହଜାର ଅତିକ୍ରମ କରିଛି। ଏକ ନୂଆ ବିବାଦ ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ କୁହାଯାଉଛି ଯେ ଏହି ଭୂକମ୍ପ ଆମେରିକାର ଷଡଯନ୍ତ୍ର କାରଣରୁ ହୋଇଛି।…

କରୋନା ପରେ ନୂଆ ବିପଦ, ମଣିଷକୁ ହୋଇପାରେ ବାର୍ଡ-ଫ୍ଲୁ , who ର ଆଲର୍ଟ

ନୂଆଦିଲ୍ଲୀ :କରୋନା ସଂକ୍ରମଣ ପରେ ବର୍ତ୍ତମାନ ବାର୍ଡ-ଫ୍ଲୁ ବିଶ୍ୱ ପାଇଁ ଏକ ନୂଆ ବିପଦ ହୋଇପାରେ । ଏ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ବାର୍ଡ-ଫ୍ଲୁ ହେଉଛି ଏଭିଆନ୍…

ବିଶ୍ୱରେ ବିରଳ ଘଟଣା: ୬୧ ବର୍ଷ ହେଲା ଆଦୌ ଶୋଇ ନାହାନ୍ତି ଜଣେ ବ୍ୟକ୍ତି, ହାଲିଆ ଲାଗୁନି, ନିଦ ଜମାରୁ ଆସୁନି

ନୂଆଦିଲ୍ଲୀ: ଅନେକ ସମୟରେ ଆମ ପୃଥିବୀରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ କି ସହଜରେ ବିଶ୍ୱାସ କରିହୁଏ ନାହିଁ । ସାଧାରଣ ଭାବେ ମଣିଷ ଦିନକୁ ୬-୮ ଘଣ୍ଟା ଶୋଇବା ଉଚିତ ବୋଲି କୁହାଯାଇଥାଏ । ଏହାଠାରୁ କମ୍ ଶୋଇଲେ ଆମ…

IIT Kanpur ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଭାରତରେ ଆସିପାରେ ତୁର୍କୀ-ସିରିଆ ଭରି ଭୟଙ୍କର ଭୂକମ୍ପ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାମଧ୍ୟରେ ମୃତ୍ୟୁସଂଖ୍ୟା ୨୧ ହଜାର ଟପିଥିବା ବେଳେ ହଜାର ହଜାର ହଜାର ଘରଦ୍ୱାରା…

ଫେବୃଆରୀରେ ଆସିବ ସେରମ ଇନଷ୍ଟିଚ୍ୟୁଟର ସର୍ଭିକାଲ କ୍ୟାନସର ଭ୍ୟାକ୍ସିନ: ଦୁଇଟି ଡୋଜକୁ ୨ ହଜାର ଟଙ୍କା

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଭାରତରେ ପ୍ରସ୍ତୁତ ସର୍ଭିକାଲ କ୍ୟାନସର ଟିକା ସେରାଭାଭାକ ଚଳିତ ମାସରେ ମାର୍କେଟକୁ ଆସିବ । ଏହି ଟିକାର ଦୁଇଟି ଡୋଜର ଦାମ ୨ ହଜାର ଟଙ୍କା ରହିଥିବା ଅଫିସିଆଲ ସୂତ୍ରରୁ…

ଛଟେଇ ପରେ ଛଟେଇ: News Corpରୁ ବିଦାହେବେ ବହୁ କର୍ମଚାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି କାରଣରୁ ଗୁଗଲ, ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ ପରି ବିଶ୍ୱର ଅନେକ ବଡ଼ ବଡ଼ ଟେକ କମ୍ପାନୀମାନେ ସେମାନଙ୍କର କର୍ମଚାରୀଙ୍କୁ ଚାକିରିରୁ…