fbpx
Browsing Category

ବିଦେଶ

ଆମେରିକାର ରାଷ୍ଟ୍ରପତିଙ୍କ ଘରୁ ମିଳିଲା ଗୋପନୀୟ କାଗଜପତ୍ର, ଆଶ୍ଚର୍ଯ୍ୟ ପ୍ରକଟ କଲେ ବିଡେନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ବ୍ୟକ୍ତିଗତ ବାସଭବନରୁ ଗୋପନୀୟ କାଗଜପତ୍ର ଉଦ୍ଧାର କରାଯାଇଛି। ଡେଲାୱେରର ୱିଲମିଙ୍ଗଟନରେ ଥିବା ତାଙ୍କ ଘରେ ମିଳିଥିବା ଡକ୍ୟୁମେଣ୍ଟଗୁଡ଼ିକ ଓବାମା ପ୍ରଶାସନର ତାରିଖ…

ମାଇକ୍ରୋସପ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର; ଏହି ତାରିଖରୁ କମ୍ପାନୀ ଦେବ ଜବରଦସ୍ତ ପ୍ୟାକେଜ୍

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭେଟେରାନ୍ ଟେକ୍ କମ୍ପାନୀ ଏହାର ଛୁଟିଦିନ ନୀତିକୁ ବଦଳାଇଛି । ଯାହାଫଳରେ କର୍ମଚାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ତେବେ କମ୍ପାନୀ ଅନ୍ୟ…

ବ୍ରିଟେନରେ ବିୟର ବୋତଲରେ ଛପା ହେଲା ହିନ୍ଦୁ ଦେବୀଙ୍କ ଫଟୋ, ଲେବଲ୍ ହଟାଇବାକୁ ଦାବି କଲେ ହିନ୍ଦୁ ବାସିନ୍ଦା

ନୂଆଦିଲ୍ଲୀ: ବ୍ରିଟେନରେ ପୁଣି ଥରେ ହିନ୍ଦୁମାନଙ୍କର ଧାର୍ମିକ ଭାବନା ଆଘାତ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହି ଫଟୋ ଚିତ୍ର ଖୁବ ଭାଇରାଲ ହେବାରେ ଲାଗିଛି। ବ୍ରିଟେନରେ ବିୟର ବୋତଲରେ ହିନ୍ଦୁ ଦେବୀଙ୍କ ଫଟୋ…

ସୋସିଆଲ ମିଡ଼ିଆ ପାଇଁ ଶିଶୁଙ୍କ ମସ୍ତିଷ୍କର ଆକାର ଛୋଟ ହୋଇ ଯାଉଛି: ବ୍ରେନର ବିକାଶ ହେଉନି, ବଢ଼ୁଛି ଚାପ ସମସ୍ୟା, ନୂଆ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ପ୍ରାଧାନ୍ୟ ଆମ ସମାଜରେ ବଢ଼ିବାରେ ଲାଗିଛି । ଫଳରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ଏହି ମାୟାରେ ବାୟା ହେବାରେ ଲାଗିଛନ୍ତି । ସୋସିଆଲ ମିଡ଼ିଆର ନକାରାତ୍ମକ…

ମହିଳା ଜଣକଙ୍କୁ ୮୩ ଦିନ ହେଲା ଋତୁସ୍ରାବ, ବିଶ୍ୱାସ କରିପାରିଲେନି ଡ଼ାକ୍ତର

ନୂଆଦିଲ୍ଲୀ: ପ୍ରତିମାସରେ ମହିଳାଙ୍କ ପାଇଁ ଋତୁସ୍ରାବ ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ । ସାଧାରଣତଃ ମହିଳା ମାନଙ୍କ ଋତୁସ୍ରାବ ୨ ରୁ ୭ଦିନ ପର୍ଯ୍ୟନ୍ତ ହୋଇଥାଏ । ହେଲେ ଏପରି ଜଣେ ମହିଳାଙ୍କୁ ଏହି ରକ୍ତସ୍ରାବ ୩ମାସ…

ହିନ୍ଦୁ ଶାସ୍ତ୍ରଗୁଡ଼ିକ ହେଉଛି ପର୍ଣ୍ଣ: ବିଷ ଓଗାଳିଲେ ବିରୋଧୀ ନେତା ତାରିକ୍ ରହମାନ୍, ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଛାଡ଼ିଲେନି

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ବାଂଲାଦେଶରେ ୨୦୨୪ ପ୍ରାରମ୍ଭରେ ନିର୍ବାଚନ ହେବାକୁ ଯାଉଛି । ଏଥିସହ ବାଂଲାଦେଶର ଏକ ଦଳ ଉଗ୍ରବାଦୀ ସଂଗଠନ ଜମାତ-ଇ-ଇସଲାମୀର ସମର୍ଥନ ପାଇ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ…

ପାକିସ୍ତାନ କାଙ୍ଗାଳ ହେଲେ ଭାରତ ସହିବ ବଡ଼ କ୍ଷତି ! ଜାଣନ୍ତୁ କିପରି

ନୂଆଦିଲ୍ଲୀ: ପାକିସ୍ତାନରେ, ଚିକେନ୍ ଠାରୁ କ୍ଷୀର ପର୍ଯ୍ୟନ୍ତ ଏବଂ ମଇଦା ଠାରୁ ପିଆଜ ପର୍ଯ୍ୟନ୍ତ ସବୁ ଜିନିଷର ମୂଲ୍ୟ ଆକାଶଛୁଆଁ ହେଉଛି । ମୁଦ୍ରାସ୍ଫୀତି ଏହି ଦେଶକୁ ସବୁ ଦିଗରୁ ପ୍ରଭାବିତ କରୁଛି । ଋଣ ବୃଦ୍ଧି,…

UNSCର ସ୍ଥାୟୀ ସଦସ୍ୟ ହେବ ଭାରତ! ସର୍ଭେ ଓ ବିଶେଷଜ୍ଞଙ୍କ ରିପୋର୍ଟ କ’ଣ କହୁଛି

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ଭାରତର ଶକ୍ତି ବଢ଼ିବାରେ ଲାଗିଛି । କୋଭିଡ ଟିକାକରଣ, ଆତଙ୍କବାଦର ବିଲୋପ ସହିତ ଶାନ୍ତିର ବାର୍ତ୍ତା ପ୍ରଦାନ କ୍ଷେତ୍ରରେ ବିଶ୍ୱର ମହାଶକ୍ତିମାନେ ଭାରତର ସହଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି…

COVID-19 XBB.1.5: କରୋନାରେ ନୁଆ ଭାରିଏଣ୍ଟକୁ ନେଇ ଆଲର୍ଟ କଲା WHO, ଏହି ଦେଶ ଯାତ୍ରା କରୁଥିବା ଲୋକେ ପିନ୍ଧନ୍ତୁ ମାସ୍କ

ନୁଆଦିଲ୍ଲୀ: ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଓମିକ୍ରୋନର ସବଭାରିଏଣ୍ଟ XBB.1.5 ଦ୍ରୁତ ଗତିରେ ବିସ୍ତାର କରି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଚିନ୍ତା ପ୍ରକାଶ କରିଛି । WHO…

ଭାରତରେ ଖୋଲିବ ପ୍ରଥମ Apple Store! ଦେଶବାସୀଙ୍କୁ କ’ଣ ଫାଇଦା ମିଳିବ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ । ଭାରତରେ ପ୍ରଥମ ଆପଲ ଷ୍ଟୋର ଖୋଲିବାକୁ ଯାଇଛି । ବର୍ତ୍ତମାନ କମ୍ପାନୀ ପକ୍ଷରୁ ଏନେଇ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନାହିଁ । ତେବେ କମ୍ପାନୀ ଭାରତରେ ଦୁଇଟି ଷ୍ଟୋର…