Browsing Category
ବିଦେଶ
ମଣିଷର ବୃଦ୍ଧତ୍ୱ ଲିଙ୍ଗ ଆଧାରିତ: ମହିଳାଙ୍କ ତୁଳନାରେ ପୁରୁଷମାନେ ଶୀଘ୍ର ବୁଢ଼ା ହୋଇଯାଉଛନ୍ତି କାହିଁକି: କ’ଣ କହୁଛି ରିସର୍ଚ୍ଚ
ନୂଆଦିଲ୍ଲୀ: ଶିଶୁ, ଯୁବକ ଓ ବୃଦ୍ଧ । ମଣିଷ ଜୀବନର ଏହି ତିନୋଟି ଅବସ୍ଥାକୁ କେହି ରୋକି ପାରିବେ ନାହିଁ । ତେବେ ନିୟମିତ ଯୋଗ, ଉପଯୁକ୍ତ ଖାଦ୍ୟପେୟ ଓ ଶାରୀରିକ ଭାବେ ଫିଟ୍ ରହିପାରିଲେ ଜଣେ କମ୍ ବୟସର ମଣିଷ ପରି…
(Video) ୟୁକ୍ରେନ-ରୁଷିଆ ଯୁଦ୍ଧର କରୁଣ ପରିଣତି: ମହିଳାଙ୍କ ଶରୀରରେ ମାଡ଼ ହେଲା ମିସାଇଲ୍
ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧକୁ ଏହା ମଧ୍ୟରେ ପାଖାପାଖି ୯ ମାସ ସମୟ ଅତିକ୍ରାନ୍ତ ହୋଇ ସାରିଲାଣି । ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ବହୁ ଧନଜୀବନ କ୍ଷୟକ୍ଷତି ଘଟୁଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ…
ପୁଣି ବଢିଲା କରୋନା ସଂକ୍ରମଣ; ଗତ ୨୪ ଘଣ୍ଟାରେ ୪୯ ହଜାର ୪୧୮ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ବିଗତ ଦୁଇବର୍ଷ ହେବ ମହାମାରୀ କରୋନା ସାରା ବିଶ୍ୱରରେ ତାର କାୟା ବିସ୍ତାର କରିଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଏହି ମଣିଷ ସମାଜ । ତେବେ ଏହି କରୋନାକୁ ରୋକିବା ପାଇଁ ସମସ୍ତ ଦେଶର ସରକାରଙ୍କ…
Fifa World Cup 2022: ମଦ, ଛୋଟ ପୋଷାକ ଏବଂ ସେକ୍ସ…ଫୁଟବଲ୍ ବିଶ୍ଵ କପ୍ର ଅଜବ ନିୟମ
ନୂଆଦିଲ୍ଲୀ: ଚଳିତ ମାସ ୨୦ରୁ ଆରମ୍ଭ ହେଉଛି ବିଶ୍ଵର ସବୁଠୁ ଲୋକ ପ୍ରିୟ କ୍ରୀଡା ମହାକୁମ୍ଭ ଫିଫା ବିଶ୍ଵ କପ୍ ୨୦୨୨। ଏଥର କାତାରାରେ ଫୁଟବଲ୍ ବିଶ୍ଵ କପ୍ର ଆୟୋଜନ କରାଯାଉଛି। ପ୍ରସ୍ତୁତି ବି ଅନ୍ତିମ ପର୍ଯ୍ୟାୟରେ…
(ଭିଡ଼ିଓ )ନିୟନ୍ତ୍ରଣ ହରାଇଲା ଟେସଲାର ଅଟୋମେଟିକ୍ କାର୍ ,ରାସ୍ତାରେ ୨ଜଣଙ୍କ ଜୀବନ ନେବା ସହ ୫ଜଣଙ୍କୁ ଚକଟିଦେଲା , ଆଉ ମଝି ରାସ୍ତାରେ…
ଏମିତି ବହୁତ ଥର ଟେସଲାର ଅଟୋମେଟିକ୍ କାର୍ ଅନିୟନ୍ତ୍ରିତ ହେଇ ଥିବା ଘଟଣା ସାମ୍ନାକୁ ଆସିଛି। ଅନେକ ଥର ଏପରି ଘଟଣା ଦେଖିବାକୁ ମିଳିଥିଲା ଯେତେବେଳେ ଟେସଲାର ଅଟୋମେଟିକ୍ କାରଗୁଡିକ ଅନିୟନ୍ତ୍ରିତ ହୋଇ ବହୁ କ୍ଷତି…
ଦୁନିଆର ଏମିତି ଏକ ଦ୍ୱୀପ ଯେଉଁଠି ପ୍ରତି ଛଅମାସରେ ବଦଳିଯାଏ ମାଲିକାନା ଓ ନିୟମ କାନୁନ
ଦୁନିଆରେ ଏମିତି ଏକ ଦ୍ୱିପ ଅଛି ଯାହା ଉପରେ ୧ବର୍ଷରେ ୬-୬ମାସ କରି ଦୁଇଟି ଦେଶ ନିଜର ଶାସନ ସେଠାରେ ଚଳାଇଥାନ୍ତି । ସେହି ଦୁଇ ଦେଶ ହେଉଛନ୍ତି ସ୍ପେନ ଓ ଫ୍ରାନ୍ସ । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି, ଏହି ଦ୍ୱୀପକୁ…
ହେଡଫୋନରେ ମ୍ୟୁଜିକ ଶୁଣିବା ଏତେ ଭୟଙ୍କର: ବିଶ୍ୱର ୭୦ କୋଟି ଲୋକ ଶ୍ରବଣ ଶକ୍ତି ହରାଇବେ, ଚେତାବନୀ ଦେଲା WHO
ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । କିଛି ଲୋକ ହେଡଫୋନ ଲଗାଇ ଅଧିକ ସାଉଣ୍ଡରେ ଗୀତ ଶୁଣିଥାନ୍ତି । ତେବେ ଏହାର ଭୟଙ୍କର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ ।…
ଜି-୨୦ ସଭାପତି ପଦ ଗ୍ରହଣ କଲା ଭାରତ, ଗଣତନ୍ତ୍ରର ମାତୃଭୂମିକୁ ବିଶ୍ୱନେତାଙ୍କୁ ସ୍ୱାଗତ ରହିବ: ପ୍ରଧାନମନ୍ତ୍ରୀ
ବାଲି: ଇଣ୍ଡୋନେସିଆରେ ଚାଲିଥିବା ଜି-୨୦ ସମ୍ମିଳନୀ ଶେଷ ହୋଇଛି। ସମ୍ମିଳନୀର ଶେଷ ଦିନରେ ନରେନ୍ଦ୍ର ମୋଦୀ ଆସନ୍ତା ବର୍ଷ ହେବାକୁ ଥିବା ବୈଠକ ପାଇଁ ସଭାପତି ପଦ ସ୍ୱୀକାର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…
ବାଲିରେ ଜି -୨୦ ନେତାଙ୍କ ସହ ହେନ୍ତାଳ ବନରେ ଚାରା ରୋପଣ ହେନ୍ତାଳ ବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଜି -୨୦ ନେତାଙ୍କ ସହ ‘ତମନ୍ ହୁତାନ୍ ରାୟା ନଗୁରା ରାୟ’ ହେନ୍ତାଳ ଜଙ୍ଗଲ ପରିଦର୍ଶନରେ ଯାଇ ଚାରା ରୋପଣ…
ୟୁକ୍ରେନ୍ ବଦଳରେ ପୋଲାଣ୍ଡରେ ପଡିଲା ଋଷ ମିଶାଇଲ, ଆଶ୍ଚର୍ଯ୍ୟ ଜନକ ଉତ୍ତର ଦେଲେ ଜୋ ବାଇଡେନ
ୱାର୍ସ: ମଙ୍ଗଳବାର ଦିନ ପୋଲାଣ୍ଡରେ ରୁଷର ମିଶାଇଲ ଖସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପୋଲାଣ୍ଡ ଏହି ଘଟଣାରେ ରୁଷ ରାଷ୍ଟ୍ରଦୂତ ଡକାଇଛି। ପୋଲାଣ୍ଡ କହିବା ଅନୁସାରେ ନଭେମ୍ବର ୧୫ ତାରିଖରେ ୟୁକ୍ରେନ ଉପରେ ରୁଷ ବୋମା…