Browsing Category
ବିଦେଶ
ଜମି ପାଇଁ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ: ଦୁଇଦିନରେ ଚାଲିଗଲା ୧୭୦ ଜଣଙ୍କର ଜୀବନ
ନୂଆଦିଲ୍ଲୀ: ଜମି ବିବାଦ କାରଣରୁ ଚାଲିଯାଇଛି ୧୭୦ ଜଣଙ୍କ ଜୀବନ । ଦୁଇ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ଧରଣର ସଂଘର୍ଷ ଘଟି ମାତ୍ର ଦୁଇ ଦିନ ମଧ୍ୟରେ ଏତେସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ସୁଦାନର ଦକ୍ଷିଣ ପ୍ରାନ୍ତର…
ଭାରତର ୩ କୋଟିପତି ସାରା ଜୀବନରେ ଯେତେ କମାଇଛନ୍ତି, ତାଠୁ ଅଧିକ ୧୦ ମାସରେ ହରାଇଛନ୍ତି ଜୁକରବର୍ଗ
ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କୁ ବାଦ୍ ଦେଲେ ଚଳିତ ବର୍ଷ ଦୁନିଆର ଶୀର୍ଷ ୧୦ ବିତ୍ତଶାଳୀଙ୍କ ପାଇଁ ଦୁଃସ୍ଵପ୍ନଠୁ କିଛି କମ୍ ନୁହେଁ। ଶୀର୍ଷ ୧୦ରୁ ୯ କୋଟିପତି ଏ ପର୍ଯ୍ୟନ୍ତ ୨୫୦ ବିଲିୟନ ଡଲାରରୁ ଅଧିକ ସଂପତ୍ତି ହରାଇ…
ଘରୁ ମିଳିଲା ୧ ଲକ୍ଷ ଅସରପା: ସାପ, କଇଁଛ, ବିଲେଇ, ଠେକୁଆଙ୍କ ପରି ୩୦୦ ପ୍ରକାର ଜୀବଙ୍କୁ କାହିଁକି ଘରେ ରଖିଥିଲେ ମହିଳା
ନୂଆଦିଲ୍ଲୀ: ଅଧିକାଂଶ ଲୋକ ନିଜ ଘରମାନଙ୍କରେ ପଶୁପକ୍ଷୀଙ୍କୁ ରଖିବାକୁ ପସନ୍ଦ କରିଥାନ୍ତି । ବେଳେବେଳେ ଏହା ସେମାନଙ୍କ ପାଇଁ ବିପଦର କାରଣ ସାଜିଥାଏ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଘରୁ…
XBB Sub-Variant ପାଇଁ ପୁଣି ଆସିପାରେ କରୋନାର ଏକ ନୂଆ ଲହର: ଚେତାବନୀ ଦେଲା WHO
ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ କରୋନା ଭାଇରସ୍ ନିଜ କବଳରେ ରଖିଆସିଛି । ନିକଟରେ ଭାଇରସର ପ୍ରକୋପ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପରମୁହାଁ ହୋଇ ଉଠିଛି । ବିଭିନ୍ନ ଦେଶରେ ନୂଆ ନୂଆ…
ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରେସରେ ୪ ପ୍ରାର୍ଥୀ
ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତିକୁ ନେଇ ତୀବ୍ର ସମାଲୋଚନାର ଶିକାର ହେବ ପରେ ମାତ୍ର ୪୫ ଦିନର କାର୍ଯ୍ୟକାଳକୁ ସମାପ୍ତ କରି ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍। ଦୁଇ ବର୍ଷ ପରେ ହେବାକୁ ଥିବା ବ୍ରିଟେନର ଆଗାମୀ ସାଧାରଣ…
ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍: ମାତ୍ର ୪୫ ଦିନ ପରେ ଛାଡ଼ିଲେ ପଦବୀ
ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍ । ଦାୟିତ୍ୱ ଗ୍ରହଣର ୪୪ ଦିନ ପରେ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବଜେଟକୁ ନେଇ ଜନ ଆକ୍ରୋଶର ଶିକାର ହୋଇଥିଲେ ।…
ଖାଇବାକୁ ମିଳିଲାନି ଚିକେନ୍ ବିରୀୟାନୀ, ରାଗରେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ଲଗାଇଦେଲା ନିଆଁ
ନ୍ୟୁୟର୍କ: ଆମେରିକା ନ୍ୟୁୟର୍କରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ନିଆଁ ଲଗାଇ ଦେଇଛନ୍ତି। ଆଉ ଏହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ତେବେ ଘଟଣା ହେଉଛି…
ଆମେରିକା ଲ୍ୟାବରେ ପ୍ରସ୍ତୁତ ହେଲା କରୋନାର ଘାତକ ରୂପ: ଚୀନର ଭୁଲକୁ ଭୁଲିଗଲା କି ବିଶ୍ୱ, ପ୍ରଶ୍ନ କଲେ ବୈଜ୍ଞାନିକ
ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ପୁଣି ଥରେ ସାରା ବିଶ୍ୱରେ ଆତଙ୍କ ଖେଳାଇବା ଆରମ୍ଭ କରିଦେଲାଣି । ଗୋଟିଏ ପଟେ ଓମିକ୍ରନର ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବା ବେଳେ ଅନ୍ୟପକ୍ଷରେ ଆମେରିକାରେ କୋଭିଡ-୧୯ର…
ୟୁକ୍ରେନ ଉପରେ ବଡ଼ ଆକ୍ରମଣ ଆଶଙ୍କା, ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟଙ୍କୁ ଦୂତାବାସ ଦେଲା ପରାମର୍ଶ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣିଥରେ ଜୋର ଧରିଛି। ଏହାକୁ ନଜରରେ ରଖି ବୁଧବାର ଦିନ ଭାରତ ଏହାର ସମସ୍ତ ନାଗରିକଙ୍କୁ ୟୁକ୍ରେନ ଯାତ୍ରା ନକରିବାକୁ କହିଛି। ଏହା ସହିତ ୟୁକ୍ରେନରେ ଥିବା ଭାରତୀୟ…
ଚୀନର ଆତଙ୍କବାଦୀ ପ୍ରେମ, ୟୁଏନରେ ଭାରତର ପ୍ରସ୍ତାବ ଉପରେ ସାଜିଲା ବାଧକ
ନୂଆଦିଲ୍ଲୀ: ପୁଣି ଥରେ ଆତଙ୍କବାଦୀ ପ୍ରତି ଦରଦ ଦେଖାଇଲା ଚୀନ। ଭାରତ ଏବଂ ଆମେରିକା ମିଶି ପୁଣି ଥରେ ଲସ୍କର ଏ ତୋଇବାର ଆତଙ୍କୀ ଶାହିଦ ମହସୁଦଙ୍କୁ ବିଶ୍ଵ ଆତଙ୍କୀ ଘୋଷିତ କରିବାକୁ ଉଦ୍ୟମ ଚଳାଇଥିଲେ। ହେଲେ ଚତୁର୍ଥ…