Browsing Category
ବିଦେଶ
ମାଲେସିଆରେ ବଡ଼ ଧରଣର ଭୂସ୍ଖଳନ; ୨ ମୃତ, ୫୦ ନିଖୋଜ
ନୂଆଦିଲ୍ଲୀ: ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ପ୍ରକୃତି ତାଣ୍ଡବ ଦେଖାଇଛି । ଶୁକ୍ରବାର ସକାଳେ ରାଜଧାନୀ କୁଆଲାଲମପୁର ଠାରେ ଏକ ଭୟଙ୍କର ଭୂସ୍ଖଳନରେ ପ୍ରାୟ ୫୦ ଜଣ ଦବି ଯାଇଥିବାର ଆଶଙ୍କା କରାଯାଉଛିି । ମିଳିଥିବା…
ସନ୍ତାନ ଜନ୍ମ କଲେ ସରକାର ବାଣ୍ଟୁଛନ୍ତି ୨ ଲକ୍ଷ ଟଙ୍କା; ଜାଣନ୍ତୁ କେଉଁଠାରେ ରହିଛି ଏହି ସୁବିଧା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ବର୍ତ୍ତମାନ ବିତର୍କ ଚାଲିଛି, ଅନ୍ୟପଟେ ଆଜି ମଧ୍ୟ ଅନେକ ଦେଶରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ବଢ଼ୁଛି । ଏହି ପର୍ଯ୍ୟାୟରେ, ଜାପାନ ବର୍ତ୍ତମାନ…
ଆଫ୍ରିକାରେ ନୁହେଁ, ଭାରତରେ ହୋଇଥିଲା ଆଦିମାନବର ବିକାଶ, ସାମ୍ନାକୁ ଆସିଲା ରିସର୍ଚ୍ଚ ତଥ୍ୟ
ନୂଆଦିଲ୍ଲୀ: ମାନବ ସଭ୍ୟତାର ଉତ୍ପତ୍ତିସ୍ଥଳ କେନ୍ଦ୍ର ଆଫ୍ରିକା ବୋଲି କୁହାଯାଉଛି । ମାତ୍ର ଆଦି ମାନବର ବିକାଶ ଭାରତରେ ହିଁ ହୋଇଛି । ନିକଟରେ ଆର୍କିଓ ଜିନୋମିକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଦି ମାନବର…
ଭାରତ ଫେରିବ ପଳାତକ ନୀରବ ମୋଦୀ, ପରିସ୍କାର ହେଲା ପ୍ରତ୍ୟାର୍ପଣ ରାସ୍ତା
ନୂଆଦିଲ୍ଲୀ: ଅନେକ ବ୍ୟାଙ୍କରୁ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ନୀରବ ମୋଦୀଙ୍କ ସମସ୍ୟା ଆହୁରି ବଢିଯାଇଛି । ଏବେ ସେ ଭାରତକୁ ନିଜର ପ୍ରତ୍ୟାର୍ପଣ ବିରୁଦ୍ଧରେ ବ୍ରିଟେନ୍ ସୁପ୍ରିମକୋର୍ଟ ଯାଇପାରିବେ ନାହିଁ । ଗୁରୁବାର…
କାହିଁକି ଭାରତ-ଚୀନ ମଧ୍ୟରେ ସର୍ବଦା ବିବାଦ ସୃଷ୍ଟି ହେଉଛି: ଚୀନ କ’ଣ ପାଇଁ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି, ସବୁରି ମୂଳରେ ଏଇ ୫ଟି ମୁଖ୍ୟ…
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ଚୀନ ଓ ଭାରତ ସେନାଙ୍କ ମଧ୍ୟରେ ମୁହାଁମୁହିଁ ଯୋଗୁଁ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଛନ୍ତି । ଦୁଇପକ୍ଷର ଏକାଧିକ ବୈଠକ ଓ କିଛିଦିନର ନିରବତା ପରେ ପୁଣି ଇଣ୍ଡୋ-ଚୀନ ବର୍ଡର…
Video: ଷ୍ଟେଜ୍ ଉପରେ ଷ୍ଟଣ୍ଟ ଦେଖାଇବା ପଡ଼ିଲା ମହଙ୍ଗା, ନିଜ ପ୍ୟାଣ୍ଟରେ ହିଁ ଲାଗିଗଲା ନିଆଁ
ଆଜିକାଲି ଲୋକଙ୍କ ମଧ୍ୟରେ ଷ୍ଟଣ୍ଟ କରିବାର ପାଗଳାମି ଦେଖିବାକୁ ମିଳୁଛି । ଏହି ଲୋକମାନେ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି । ଏଥିରେ ଯୁବକଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସାମିଲ…
ଆଶା ଉଜ୍ଜୀବିତ: UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଣି ଥରେ ସମର୍ଥନ କଲା ଫ୍ରାନ୍ସ ଏବଂ ବ୍ରିଟେନ୍
ନୂଆଦିଲ୍ଲୀ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଦୁଇ ଭିଟୋଧାରୀ ସ୍ଥାୟୀ ସଦସ୍ୟ ଦେଶ ଫ୍ରାନ୍ସ ଏବଂ ବ୍ରିଟେନ୍ ପୁଣି ଥରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ମିଳିତ ଜାତିସଂଘରେ ଫ୍ରାନ୍ସର ରାଷ୍ଟ୍ରଦୂତ…
ସ୍କିନ୍ କ୍ୟାନ୍ସର ବିରୋଧ ଯୁଦ୍ଧରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା: ପ୍ରସ୍ତୁତ କଲେ କୋଭିଡ ଭଳି ଟିକା, କମିଲା ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ: ସ୍କିନ୍ କ୍ୟାନ୍ସର (ଚର୍ମ କର୍କଟ) ବିରୋଧ ଲଢ଼େଇରେ ବୈଜ୍ଞାନିକଙ୍କୁ ମିଳିଛି ବଡ଼ ସଫଳତା । ଚର୍ମ କର୍କଟ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଟିକାର ଟ୍ରାଏଲରେ ମେଡିସିନ୍ ନିର୍ମାତା କମ୍ପାନୀ ମାଡର୍ନା ଓ…
ସମୁଦ୍ର ପାଣି ସାଜିବ ସଞ୍ଜିବନୀ! କ୍ୟାନସର, ଆସ୍ଥମା, ଅର୍ଥରାଇଟିସ ପରି ଭଙ୍କର ବିମାରୀର ହେବ ବିନାଶ, ବୈଜ୍ଞାନିକଙ୍କ ନୂଆ ପ୍ରୟାସ
ନୂଆଦିଲ୍ଲୀ: ଭୂପୃଷ୍ଠରେ ଜନ୍ମନେଇଥିବା ବୃକ୍ଷଲତାକୁ ମଣିଷ ମେଡିସିନ ଭାବେ ବ୍ୟବହାର କରି ସାରିଛି । କିଛି ଦେଶ ପଶୁପକ୍ଷୀଙ୍କୁ ନେଇ ମଧ୍ୟ ଔଷଧ ତିଆରି କରିସାରିଛନ୍ତି । ତେବେ ସମୁଦ୍ର ଜଳ ମଧ୍ୟରେ ରହି କିଛି ରୋଗର…
Trendspotting: Media Tech- ଗୋଟିଏ ନୂଆ ଲେନ୍ସ ଜରିଆରେ ବିଶ୍ୱକୁ ଦେଖୁଛି
ନୂଆଦିଲ୍ଲୀ: ମିଡ଼ିଆ, ଏଣ୍ଟରଟେନମେଣ୍ଟ ଓ କଣ୍ଟେଣ୍ଟ ଆଦି କ୍ରମାଗତ ଭାବେ ବିକାଶ ଲାଭ କରୁଛି । ପୀଢ଼ିର ବିତରଣ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେଉଛି । ପ୍ୟାସନ ଅର୍ଥନୀତି ଲୋକଙ୍କର କାର୍ଯ୍ୟ କରିବାର ଭାବନା ଓ ବୃତ୍ତିଗତ…