Browsing Category
ବିଦେଶ
ନୋକିଆ ସହିତ ପଙ୍ଗା ନେବା ଚାଇନା କମ୍ପାନୀକୁ ପଡିଲା ଭାରି, ଜାଣନ୍ତୁ ଏହାର କାରଣ
ନୁଆଦିଲ୍ଲୀ: ଚାଇନା ସ୍ମାର୍ଟଫୋନ୍ କମ୍ପାନୀ ଓପୋ ଏବଂ ୱାନପ୍ଲସ୍କୁ ଲାଗିଛି ବଡ଼ ଝଟକା। ନୋକିଆ ସହିତ ପଙ୍ଗା ନେବା ଏହି ଦୁଇ କମ୍ପାନୀକୁ ଭାରି ପଡିଛି। ଏକ ରିପୋର୍ଟ ମୁତାବକ ମାନହାଇମ ରିଜିଓନାଲ କୋର୍ଟ ପେଟେଣ୍ଟ…
ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବାର ଉପରେ ଅତର୍କିତ ଆକ୍ରମଣ, ୧୪ ମୃତ, ୩ ଗୁରୁତର
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବଡଧରଣର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏକ ବାରରେ ଗୁଳିମାଡରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ…
ଭାରତ ହେଉଛି ଶ୍ରୀଲଙ୍କାର ବହୁତ ବଡ ସମର୍ଥକ, ସ୍ଥିତିକୁ ଦେଖି ଆମକୁ ଅପେକ୍ଷା କରିବାକୁ ପଡିବ: ଜୟଶଙ୍କର
ନୂଆଦିଲ୍ଲୀ: ଶ୍ରୀଲଙ୍କାର ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି। ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ସାରିଛନ୍ତି ପ୍ରଦର୍ଶନକାରୀ। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଫେରାର ହୋଇ ସାରିଛନ୍ତି। ଏହି ସବୁ ମଧ୍ୟରେ…
ଅବମାନନା ମାମଲା, ପଳାତକ ବିଜୟ ମାଲ୍ୟା ଉପରେ ଦଣ୍ଡ ଶୁଣାଇବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ କୋର୍ଟର ଅବମାନନା ମାମଲାରେ ସୁପ୍ରିମକୋର୍ଟ ୧୧ ଜୁଲାଇରେ ଦଣ୍ଡ ଶୁଣାଇବେ । ରବିନ୍ଦ୍ର ଏସ ଭଟ ଏବଂ ପିଏସ ନରସିଂହଙ୍କୁ ନେଇ ଜଷ୍ଟିସ ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ…
ଶ୍ରୀଲଙ୍କା ସ୍ଥିତି ଅଣାୟତ୍ତ, ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ
ଶ୍ରୀଲଙ୍କାରେ ଅଣାୟତ୍ତ ହୋଇଛି ଜନଆକ୍ରୋଶ । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ପଳାୟନ କରିଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏହାରି ମଧ୍ୟରେ ସୂଚନା…
ଜଟିଳ ହେଉଛି ଶ୍ରୀଲଙ୍କା ସ୍ଥିତି: ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ, ଜନତାଙ୍କ କବ୍ଜାରେ ରାଷ୍ଟ୍ରପତି ଭବନ
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଗୃହଯୁଦ୍ଧ ମଧ୍ୟରେ ଏବେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜରୁରୀ ବୈଠକରେ ସେ ନିଜର ଇସ୍ତଫା ଦେଇଛନ୍ତି । ବିକ୍ରମସିଙ୍ଘେ କହିଛନ୍ତି ଯେ ତାଙ୍କ ଇସ୍ତଫା…
ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ, ରାଜଧାନୀରେ ଲାଗିଲା କର୍ଫ୍ୟୁ
ନୁଆଦିଲ୍ଲୀ: ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶର ରାଜନେତାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହେଉଛି। ଏହି କ୍ରମରେ ଆଜି ଯେତେବେଳେ ବିକ୍ଷୋଭକାରୀମାନେ ଶ୍ରୀଲଙ୍କା ରାଷ୍ଟ୍ରପତି…
ଡାକ୍ତର କହିଲେ ‘ତୁମେ ଜଣେ ମହିଳା’: ନିଜ ବିଷୟରେ ଏତେ ବଡ଼ କଥା ଜାଣି ଆଶ୍ଚର୍ଯ୍ୟ ହେଲେ ୩୩ ବର୍ଷୀୟ ପୁରୁଷ
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ୟୁରିନ୍ ବା ମୂତ୍ରରେ ବ୍ଲଡ ଆସିବାକୁ ନେଇ ଚିନ୍ତାରେ ଥିଲେ । କିନ୍ତୁ ଡାକ୍ତରଙ୍କ ପାଖକୁ ଚେକଅପ୍ ପାଇଁ ଯିବା ପରେ ସେ ସତ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କ ଶରୀରରେ ଓଭାରି ଏବଂ ଗର୍ଭାଶୟ…
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଭାରତୀୟ ମୂଳ ଋଷି ସୁନକ, ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜକୁ ପ୍ରାର୍ଥୀ ଘୋଷଣା କଲେ
ନୁଆଦିଲ୍ଲୀ: ଭାରତୀୟ ମୂଳ ଋଷି ସୁନକ ବ୍ରିଟେନ୍ର ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ମୂଳ…
ଆଜି ବିଶ୍ୱର ମୋଟ ଜନସଂଖ୍ୟାର ୯୯ ପ୍ରତିଶତ ଲୋକଙ୍କ ପାଖରେ ଏକ ସମୟରେ ପହଞ୍ଚିଛି ସୂର୍ଯ୍ୟକିରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବୈଜ୍ଞାନିକ
ନୂଆଦିଲ୍ଲୀ: ଆଜି ହେଉଛି ୨୦୨୨ ମସିହା ଜୁଲାଇ ମାସ ୮ ତାରିଖ । ତେବେ ଆଜିର ଦିନରେ ୧୧:୧୫ ୟୁଟିସି ଅର୍ଥାତ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୪.୪୫ରେ ସାରା ଦୁନିଆର ୯୯ ପ୍ରତିଶତ ଲୋକଙ୍କ ପାଖରେ ସୂର୍ଯ୍ୟକିରଣ ପହଞ୍ଚିଛି ।…