Browsing Category
ବିଦେଶ
ପ୍ରିନ୍ସ ଚାର୍ଲସ୍ ବ୍ରିଟେନର ନୂଆ ରାଜା: ନୂଆ ଶାସକ ଭାବେ ନେଲେ ଦାୟିତ୍ୱ
ନୂଆଦିଲ୍ଲୀ: ରାଣୀ ଏଲିଜାବେଥଙ୍କ ହେଦାନ୍ତ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ୍ ନୂଆ ଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୩ ବର୍ଷୀୟ ଚାର୍ଲସ୍ ଏବେ କିଙ୍ଗ ଚାଲର୍ସ-ଥ୍ରୀ ଭାବେ ପରିଚିତ ହେବେ । ସେ ଆଜି…
ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଇଂଲଣ୍ଡ ଆକାଶରେ ଛାଇଗଲା ଇନ୍ଦ୍ରଧନୁ, ଭାବବ୍ୱିହଳ ହେଲେ ଲୋକେ
ନୂଆଦିଲ୍ଲୀ: ବ୍ରିଟେନ୍ ରାଣୀ ଏଲିଜାବେଥ୍ଙ୍କ ମୃତ୍ୟୁ ଖବର ଘୋଷଣା ହେବା ପରେ ୱିଣ୍ଡସର ଦୁର୍ଗ ସମେତ ବିଭିନ୍ନ ସ୍ଥାନରେ ଇନ୍ଦ୍ରଧନୁ ଦେଖାଯାଇଥିଲା। ଏହା ପରେ ବ୍ରିଟେନ୍ର ପତାକା ହ୍ରାସ କରାଯାଇଥିଲା ଏବଂ ବକିଂହମ୍…
ନାଟକୀୟ ଘଟଣା କ୍ରମେ ମିଳିଥିଲା ରାଜଗାଦୀ ଭାର, ଜାଣନ୍ତୁ କେତେ ଥର ଆସିଥିଲେ ଭାରତ ?
ନୁଆଦିଲ୍ଲୀ: ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି। ପିତାଙ୍କ ମୃତ୍ୟୁ ପରେ ତାଙ୍କର ଦାଦା ରାଜଗାଦିର ହକଦାର୍ ଥିଲେ। କିନ୍ତୁ ସେ ଜଣେ ବିଧବା ଆମେରିକିୟଙ୍କୁ…
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି: ଆଜିଠାରୁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ
ନୂଆଦିଲ୍ଲୀ: ଭଙ୍ଗା ଚାଉଳ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭାରତ ଆଜିଠାରୁ ଭଙ୍ଗା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି। ବୈଦେଶିକ ବାଣିଜ୍ୟର ମହାନିର୍ଦ୍ଦେଶକ ସନ୍ତୋଶ କୁମାର ସାରଙ୍ଗୀ…
ବ୍ରିଟେନର ରାଜ ପରିବାରରେ ଏକ ଯୁଗର ସମାପ୍ତ, ରାଣୀ ଏଲିଜାବେଥ୍ଙ୍କ ଦ୍ୱିତୀୟ ଦେହାନ୍ତ ପରେ ଚାର୍ଲ୍ସ ହେଲେ ନୂତନ ରାଜା
ନୂଆଦିଲ୍ଲୀ: ୭ ଦସନ୍ଧି ଧରି ବ୍ରିଟେନ୍ର ମହାରାଣୀ ଥିବା ଏଲିଜାବେଥ୍ ଦ୍ୱିତୀୟ ପିଲାବେଳୁ ହିଁ ଉଦୟମାନ ଥିଲେ । ବିଶ୍ୱ ଅନେକ ଆହ୍ୱାନ୍ର ସାମ୍ନା କରୁଥିବା ବେଳେ ଏଲିଜା ବେଥ୍ ବ୍ରିଟେନ୍ର ଶାସନ ଭାର ସମ୍ଭାଳିଥିଲେ ।…
Queen ElizabethII Death:କାହିଁକି ରାଣୀଙ୍କ ମୃତ୍ୟୁ ପରେ ସଙ୍ଗେ ସଙ୍ଗେ କରାଯାଏ ନାହିଁ ଅନ୍ତିମକ୍ରିୟା , ଜାଣନ୍ତୁ
ନୂଆଦିଲ୍ଲୀ:ରାଣୀ ଏଲିଜାବେଥ୍ ଦ୍ୱିତୀୟ ୭୦ ବର୍ଷ ଶାସନ କରିବା ପରେ ସ୍କଟଲ୍ୟାଣ୍ଡରେ ଗୁରୁବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରାଣୀଙ୍କ ମୃତ୍ୟୁ ପରେ ରାଜ ପରିବାରରେ ଉତ୍ତରାଧିକାରୀ ବାଛିବା ପ୍ରକ୍ରିୟା ଆରମ୍ଭ…
ଆଖି ବୁଜିଲେ ବ୍ରିଟେନ୍ ମହରାଣୀ ଏଲିଜାବେଥ୍ ଦ୍ଵିତୀୟ: ୯୬ ବର୍ଷ ବୟସରେ ପରଲୋକ
ନୂଆଦିଲ୍ଲୀ: ଘଟିଲା ଏକ ଲମ୍ବା ରାଜତନ୍ତ୍ର ଅନ୍ତ। ଆଖିବୁଜିଲେ ବ୍ରିଟେନ ମହାରାଣୀ ଏଲିଜବେଥ ଦ୍ଵିତୀୟ। ଗୁରୁବାର ଅପରାହ୍ନରେ ସ୍କଟଲାଣ୍ଡରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬…
ଗୋଟିଏ ମାସରେ ବଦଳିଗଲା ଭାଗ୍ୟ: ନିବେଶ କରି ପାଇଲେ ୧୦୦୦ କୋଟି
ନୂଆଦିଲ୍ଲୀ: ଶେୟାର ମାର୍କେଟ କେବେବି କାହାର ଭାଗ୍ୟ ବଦଳାଇଦେଇପାରେ । ଏହା କାହାକୁ ଗୋଟିଏ ମାସରେ କୋଟିପତି କରିପାରେ ତ’ ପୁଣି କାହାକୁ କାଙ୍ଗାଳ କରିପାରେ । ଆମେରିକା କମ୍ପାନୀ ବ୍ୟାଡ୍ ବାଥ୍ ଆଣ୍ଡ୍ ୱିଣ୍ଡୋର ଶେୟାର…
ବିଗିଡ଼ିଲା ବ୍ରିଟେନ୍ ମହରାଣୀ ଏଲିଜାବେଥ୍ ଙ୍କ ସ୍ୱାସ୍ଥ୍ୟାବସ୍ଥା: ନଜର ରଖିଛନ୍ତି ଡାକ୍ତର
ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ୍ ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପଡ଼ିଛି । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ୍ ଚିନ୍ତିତ ଅଛନ୍ତି । ମିଳିଥିବା ସୂଚନା ଅନୂଯାୟୀ ମହାରାଣୀ ଏଲିଜାବେଥ୍ ଡାକ୍ତରଙ୍କୁ…
କିପରି ହୋଇଥାଏ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଜୀବନଶୈଳୀ: କେତେ ମିଳିଥାଏ ଦରମା ଜାଣନ୍ତୁ ପୁରା ତଥ୍ୟ
ବ୍ରିଟେନ୍: ପ୍ରାୟ ଦୁଇମାସ ଧରି ଚାଲିଥିବା ଏକ ନିର୍ବାଚନ ପ୍ରକ୍ରିୟା ପରେ, ଲିଜ୍ ଟ୍ରସ୍ ଶେଷରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବର୍ତ୍ତମାନ ସେ ବ୍ରିଟିଶ ସରକାରର ନେତୃତ୍ୱ ନେବା ସହ । ସରକାରଙ୍କ ସମସ୍ତ ନୀତି…