Browsing Category

ବିଦେଶ

ଆଜି ଇମରାନଙ୍କ ଭାଗ୍ୟପରୀକ୍ଷା, ଅନାସ୍ଥା ଭୋଟ୍ ପୂର୍ବରୁ ଏପରି କହିଲେ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କର ହେବ ଭାଗ୍ୟ ପରୀକ୍ଷା । ଅନାସ୍ଥା ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ ଭୋଟିଂ ହେବ । ଇମରାନ୍ ସରକାର ରହିବ ନା କ୍ଷମତାଚ୍ୟୁତ ହେବ, ତାହା ଆଜି ସ୍ପଷ୍ଟ…

ପାକିସ୍ତାନରେ ଖୋଲାଖୋଲି ଭାବେ ଚାଲିଛି ସାଂସଦଙ୍କ ଘୋଡା ବେପାର- ଇମ୍ରାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିରାଶା ପ୍ରକାଶ କରିଛନ୍ତି । ଯେଉଁଥିରେ କୋର୍ଟ ତାଙ୍କ ରାୟରେ ପାକିସ୍ତାନ ଜାତୀୟ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତି ଆରିଫ ଅଲ୍ବିଙ୍କୁ…

ଭାରତରୁ ଆମେରିକା ଯାଉଥିବା ବିମାନରେ ଯଦି ଜନ୍ମ ହୁଏ ଶିଶୁ, ତେବେ ଜାଣନ୍ତୁ କେଉଁ ଦେଶର ମିଳିବ ନାଗରିକତା

ଦୁନିଆରେ ପ୍ରତ୍ୟେକ ମଣିଷଙ୍କ ପାଇଁ ତାଙ୍କର ନାଗରିକତ୍ୱ ଜୀବନ ବଞ୍ଚିବାର ଆଧାର ଅଟେ । ବ୍ୟକ୍ତିଙ୍କୁ ଯେଉଁ ଦେଶର ନାଗରିକତା ମିଳିଥାଏ, ସେ ସେହି ଦେଶର ନିୟମ କାନୁନ ପାଳନ କରନ୍ତି । ଏହା ସହିତ ତାଙ୍କୁ ସେ ଦେଶର ସୁବିଧା…

ହାଫିଜ୍ ଶୟିଦକୁ ୩୧ ବର୍ଷ ଜେଲ ଦଣ୍ଡ: ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଶୁଣାଇଲେ ସଜା

କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ । ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ଶୁକ୍ରବାର ହାଫିଜ୍ ଶୟିଦକୁ ଦଣ୍ଡ ଶୁଣାଇଛନ୍ତି । କୋର୍ଟ…

Adani ଗ୍ରୁପରେ ୨ ବିଲିୟନ ଡଲାର ନିବେଶ କରିବ ଆବୁଧାବୀ ସ୍ଥିତ କମ୍ପାନୀ: ବଢ଼ିବ ଗୌତମ ଆଦାନୀଙ୍କ ସମ୍ପତ୍ତି

ବଢିଚାଲିଛି ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି । ଆବୁଧାବୀ ସ୍ଥିତ ବହୁଦେଶୀୟ କମ୍ପାନୀ ‘ଆନ୍ତର୍ଜାତୀୟ ହୋଲଡିଂ କମ୍ପାନୀ’(ଆଇଏଚସି) ଗୌତମ ଆଦାନୀଙ୍କ କମ୍ପାନୀରେ ୨ ବିଲିୟନ ଡଲାର ନିବେଶ କରିବ ବୋଲି ସୂଚନା…

ଜଣେ ପ୍ରଧାନମନ୍ତ୍ରୀ ପିତାଙ୍କ ପରି ଦେଶର ମଙ୍ଗଳ କାମନା କରେ, ପାକିସ୍ତାନର ଜନତା ଆମ ସହିତ ଅଛନ୍ତି- ଇମ୍ରାନ୍ ଖାନ

ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ସରକାରଙ୍କୁ ଝଟକା ଦେବା ପରେ ଇମ୍ରାନ ଦାବି କରିଛନ୍ତି ଯେ ଦେଶର ଜନତା ତାଙ୍କ ସହିତ ଅଛନ୍ତି । ସେ ଦେଶର ଛବିକୁ ସୁଧାରିଛନ୍ତି । ସେ ଦେଶର ଜନତାଙ୍କ ମଙ୍ଗଳ କରିବା ପାଇଁ ରାଜନୀତିକୁ…

ରେଲୱେ ଷ୍ଟେସନରେ ଆକ୍ରମଣରେ ୩୦ ମୃତ ୧୦୦ରୁ ଅଧିକ ଆହତ: ରକେଟ ଆଟାକକୁ ମାନୁନି ଋଷ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଥମୁନି ଆକ୍ରମଣ । ପୂର୍ବ ୟୁକ୍ରେନର ନାଗରିକମାନଙ୍କୁ ଥଇଥାନ କରିବା ପାଇଁ ବ୍ୟବହୃତ ହେଉଥିବା ଏକ ରେଲୱେ ଷ୍ଟେସନ ଉପରେ ହୋଇଛି ରକେଟ ଆକ୍ରମଣ । ଏହି ଆକ୍ରମଣରେ ୩୦ରୁ ଅଧିକ ପ୍ରାଣ ହରାଇଥିବା…

ଧରାପୃଷ୍ଠରେ ଜନ୍ମନେଲା ଏକ ବିରଳ ପଶୁ, ଦେଖିବାକୁ ଲାଗିଛି ଶହ ଶହ ଲୋକଙ୍କର ଭିଡ଼

ନୂଆଦିଲ୍ଲୀ: ବେଳେବେଳେ ଏ ଦୁନିଆରେ ଅଜବ ପ୍ରକାରର ଘଟଣା ସବୁ ଘଟିଥାଏ, ଯାହାକୁ କି ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରନ୍ତି ନାହିଁ । ତେବେ ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ତୁର୍କିରେ । ସେଠାରେ…

ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ୨ ଖଣ୍ଡ ହୋଇଗଲା ବିମାନ, ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ମଧ୍ୟ ଆମେରିକାରେ ଥିବା କୋଷ୍ଟା ରିକାରେ ଭୟଙ୍କର ପ୍ଲେନ କ୍ରାସ । ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ବିମାନଟି ମଝିରୁ ଦୁଇ ଖଣ୍ଡରେ ବିଭକ୍ତ ହୋଇଗଲା । ଗତକାଲି ଘଟିଥିବା ଏହି ପ୍ଲେନ୍ କ୍ରାସର ଭିଡିଓ ଏବେ…

ଲୋକପ୍ରିୟ ମୁସଲିମ୍ ଆପକୁ ବ୍ୟାନ୍ କଲା ଗୁଗୁଲ, ମୋବାଇଲରୁ ଫୋନରୁ ଡାଟା ଚୋରି କରୁଥିବା ଅଭିଯୋଗ

ୱାଶିଂଟନ୍: ନିୟମ ଉଲ୍ଲଂଘନ କରିବା ଅଭିଯୋଗ ପରେ ଲୋକିପ୍ରିୟ ମୁସଲିମ୍ ପ୍ରାର୍ଥନା ଆପକୁ ବ୍ୟାନ୍ କରାଯାଇଛି । ଏହା ସହିତ ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ପ୍ରାୟ ଏକ ଡଜନ ଆପ୍ ହଟାଯାଇଛି । ସେଥିରେ ବାରକୋଡ୍ ସ୍କାନର୍ ଓ ସମୟ…