Browsing Category
ବିଦେଶ
ଆଫଗାନିସ୍ତାନ୍ରେ ସୀମା ଟପିଲା ତାଲିବାନୀ କ୍ରୁରତା: ମହିଳା ଖେଳାଳିଙ୍କ ମୁଣ୍ଡ- ଗଣ୍ଡି ଅଲଗା କରି କଲେ ହତ୍ୟା
କାବୁଲ୍ : ଆଫଗାନିସ୍ତାନ୍କୁ ତାଲିବାନ ନିଜ କବ୍ଜାକୁ ନେବା ପରେ ସେଠାରେ ତାଲିବାନୀମାନେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଧୀରେ ଧୀରେ ତାଲିବାନଙ୍କ କ୍ରୁରତା ସବୁ ସୀମା ଟପିବାରେ ଲାଗିଛି । ତାଲିବାନୀ ଆତଙ୍କୀମାନେ…
ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡନୀ: ଦୀର୍ଘ ଦଶନ୍ଧି ଧରି ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା
ନୂଆଦିଲ୍ଲୀ: କିଡନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ…
୧୦୮ କୋଟି ଟଙ୍କାର ଟେଲିସ୍କୋପ; ଦେଖାଯିବ ଗ୍ରହର ଉତ୍ପତି ଓ ବିଲୟ
ନୂଆଦିଲ୍ଲୀ: ନାସା ପକ୍ଷରୁ ଏକ ଟେଲିସ୍କୋପ ନିର୍ମାଣ କରାଯାଇଛି । ଜେମସ ୱେବ୍ ଟେଲିସ୍କୋପ ଯାହାକୁ ମହାକାଶରେ ନିୟୋଜିତ କରାଯିବ ଏହାର ମୂଲ୍ୟ ଶୁଣିଲେ ଆପଣ ମଧ୍ୟ ନିଜ କାନକୁ ବିଶ୍ୱାସ କରିପାରିବେ ନାହିଁ । ଏହି…
ସମୁଦ୍ରରୁ ମିଳିଲା ୯୦୦ ବର୍ଷର ପୁରୁଣା ଖଣ୍ଡା
ନୂଆଦିଲ୍ଲୀ: ସମୁଦ୍ରରୁ ମିଳିଲା ୯୦୦ ବର୍ଷର ପୁରୁଣା ଖଣ୍ଡା । ଇସ୍ରାଏଲ ସମୁଦ୍ର ଉପକୂଳରୁ ତିନି ଫୁଟ ଲମ୍ବର ଏହି ଖଣ୍ଡାକୁ ପାଇଛନ୍ତି ଜଣେ ସ୍କୁବା ଡାଇଭର । ତେବେ କେବଳ ଏହି ଖଣ୍ଡା ନୁହେଁ ଅନେକ ପୁରାତନ କଳାକୃତି ମଧ୍ୟ…
ବିଦେଶରେ ଭାରତୀୟ ARMYକୁ ସଫଳତା; ୯୬ଟି ଦେଶକୁ ପଛରେ ପକାଇଲା ଗୋର୍ଖା ରାଇଫଲ୍ସ
ନୂଆଦିଲ୍ଳୀ: ଭାରତୀୟ ସେନାକୁ ମିଳିଛି ଆଉ ଏକ କୃତିତ୍ୱ । ବିଦେଶରେ ସ୍ୱର୍ଣ୍ଣ ପଦକ ସହିତ ୪/୫ ଗୋର୍ଖା ରାଇଫଲ୍ସ ଏଭଳି ଇତିହାସ ରଚିଛି । ୟୁକେର ବ୍ରେକନରେ ଅନୁଷ୍ଠିତ କାମ୍ବ୍ରିଆନ ପ୍ୟାଟ୍ରୋଲ ଏକ୍ସରସାଇଜରେ ୯୬ଟି…
୬ ମାସ ହେଲା ପେଟରେ ରହିଥିଲା ମୋବାଇଲ୍, ଏକ୍ସରେ ଦେଖି ଡାକ୍ତର ମାନେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ହେଲେ ଯେତେବେଳେ ଡାକ୍ତର ଯାଞ୍ଚ କରିବା ପାଇଁ ଏକ୍ସରେ କଲେ ସେତେବେଳେ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଥା ହେଉଛି…
ଡେଟରେ ଯିବା ପାଇଁ ମହିଳା କର୍ମଚାରୀଙ୍କ ପାଖକୁ ମେଲ୍ ପଠାଉଥିଲେ ବିଲ୍ ଗେଟ୍ସ
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ନେଇ ଏକ ନୂଆ ଖୁଲାସା ହୋଇଛି । ବିଲ ନିଜର କମ୍ପାନୀରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଡେଟରେ ଯିବା ପାଇଁ ମେଲ୍…
ପିଲାମାନେ ଅପରାଧ କଲେ ମା’-ବାପାଙ୍କୁ ମିଳିବ ସଜ୍ଜା, ଆରାମ କରିବା ଓ ଖେଳିବା ପାଇଁ ଦିଆଯିବ ସମୟ; ଜାରି ହେବାକୁ ଯାଉଛି ନୁତନ ନିୟମ
ନୂଆଦିଲ୍ଲୀ: ଚୀନ ବର୍ତ୍ତମାନ ଏପରି ଏକ ଆଇନ ତିଆରି କରିବା ପାଇଁ ଯୋଜନା କରୁଛି । ତାହା ହେଉଛି ଯେଉଁ ପିଲାମାନେ ଖରାପ ବ୍ୟବହାର ସହିତ ଅପରାଧରେ ସଂଶ୍ଲିଷ୍ଟ ରହିବେ ସେମାନଙ୍କ ମା'-ବାପାଙ୍କୁ ମଧ୍ୟ ସଜ୍ଜା ଦିଆଯିବା ନେଇ…
ଭାରତୀୟ ଟିକାକୁ ମିଳିବ WHO ଅନୁମତି
ନୂଆଦିଲ୍ଲୀ:କୋଭାକ୍ସିନକୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନ୍ୟତା । ଏନେଇ ୨୬ ଅକ୍ଟୋବରରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଠକ । ଭାରତ ବାୟୋଟେକର ଟୀକା କୋଭାକ୍ସିନକୁ ଜରୁରୀକାଳୀନ…
କେବଳ ବେଡରେ ଶୋଇବାର ଚାକିରି, ଯେଉଁଥିପାଇଁ କମ୍ପାନୀ ଦେବ ୨୫ ଲକ୍ଷର ଦରମା!
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କାମ କରି କରି ଥକି ପଡୁଛନ୍ତି, କିନ୍ତୁ ବ୍ରିଟେନର ଏକ କମ୍ପାନୀ କେବଳ ବେଡରେ ଶୋଇବାକୁ ମାସକୁ ମୋଟା ଅଙ୍କର ଦରମା ଦେଉଛି । ଆପଣଙ୍କୁ ଏହା ଶୁଣି ବିଶ୍ୱାସ ନହେଲେ ବି କଥାଟି ସତ ।…