Browsing Category
ବିଦେଶ
ଲଭଲୀନାଙ୍କ ପରାଜୟ: ବ୍ରୋଞ୍ଜରେ ହେବେ ସନ୍ତୁଷ୍ଟ
ନୂଆଦିଲ୍ଲୀ: ସେମିଫାଇନାଲରେ ଲଭଲୀନାଙ୍କ ପରାଜୟ ହୋଇଛି । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ ମୁକାବିଲାରେ ହାରିଛନ୍ତି ଲଭଲୀନା । ତୁର୍କି…
Prime Ministerଙ୍କ ବାସଭବନ ଭଡ଼ାରେ ଲାଗିବ, ପଇସା ଅଭାବରୁ ଏହି ଦେଶର ସରକାର ନେଲେ ଏପରି ନିଷ୍ପତ୍ତି
ନୂଆଦିଲ୍ଲୀ : ଜଣେ ସାଧାରଣ ଲୋକ ନିଜ ଘରକୁ ବ୍ୟବସାୟ, ଫାମିଲି, ବ୍ୟାଚଲରଙ୍କୁ ଭଡ଼ା ସୂତ୍ରରେ ଦେଇଥାଏ । ମାତ୍ର ଯଦି ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ାରେ ଦିଆଯିବ, ତେବେ ଯେ କେହି ଏହି କଥାରେ…
ଲାଲ ଗ୍ରହରେ ମିଳିଲା ବରଫ, ଇନ୍ଷ୍ଟାରେ ଫଟୋ ସେୟାକଲା ନାସା
ନୂଆଦିଲ୍ଲୀ: ଆରମ୍ଭରୁ ରହସ୍ୟ ଘେରରେ ରହିଛି ମଙ୍ଗଳ ଗ୍ରହ । ଏଠାରେ ଜନଜୀବନ ସମ୍ଭବନା ନାହିଁ ସେ ନେଇ ଦୀର୍ଘ ବର୍ଷ ହେବ ଅନୁସନ୍ଧାନ ଚାଲିଛି । ଏହାରି ଭିତରେ ଏବେ ଲାଲ ଗ୍ରହରେ ମିଳିଛି ବରଫ । ମଙ୍ଗଳ ଗ୍ରହକୁ ନେଇ…
ଯୁବତୀଙ୍କ ଉପରେ ହେଲା ସନ୍ଦେହ, ଧରାପଡ଼ିବା ପରେ ଅନ୍ତଃବସ୍ତ୍ରରୁ ମିଳିଲା ଗଞ୍ଜେଇ-କୋକେନ୍
ନୂଆଦିଲ୍ଲୀ: ବିଶ୍ୱର ଅନେକ ସ୍ଥାନରେ ଡ୍ରଗ୍ସ, ଗଞ୍ଜେଇ ଭଳି ଜିନିଷର କାରବାର ହେଉଛି । ତେଣୁ ଏଥିପାଇଁ ସ୍ୱତନ୍ତ୍ର ନିୟମକାନୁନ୍ ରହିଛି । ଯାହା ଅଧୀନରେ ଏହାର କାରବାର କରୁଥିବା ଲୋକମାନଙ୍କୁ କଡ଼ା ଦଣ୍ଡ ମଧ୍ୟ ଦିଆଯାଉଛି…
୨୦୩୦ ସୁଦ୍ଧା ଦୁନିଆର ସର୍ବଶ୍ରେଷ୍ଠ ଦେଶ ହେବ ଭାରତ, କାରଣ ଦର୍ଶାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତ ପ୍ରତିଟି କ୍ଷେତ୍ରରେ ଦୁନିଆର ନେତୃତ୍ୱ ନେଇପାରେ । ଏହା କହିଛନ୍ତି ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରଦୂତ । ତାଙ୍କ ମତରେ ଦୁନିଆର ଦୁଇ ସବୁଠୁ ବଡ ଗଣତନ୍ତ୍ର ଏକାଠି ମିଶି ବହୁତ କିଛି…
ସେପ୍ଟେମ୍ବର ୩ ସୁଦ୍ଧା ଦେଶ ଛାଡି ଚାଲି ଯାଅ, ରୁଷିଆର ୨୪ ରାଷ୍ଟ୍ରଦୂତଙ୍କୁ ଆମେରିକାର ଆଦେଶ
ନୂଆଦିଲ୍ଲୀ: ଆମେରିକା ଭିସା ଅବଧି ସରି ଯିବାରୁ ରୁଷିଆର ୨୪ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡି ଚାଲି ଯିବାକୁ ଆଦେଶ ଦେଇଛି । ରୁଷିଆର ରାଜଦୂତ ଅନାତୋଲି କହିଛନ୍ତି, ପ୍ରାୟ ସମସ୍ତ ରାଜଦୂତଙ୍କୁ ଆମେରିକା ଦେଶ ଛାଡି ଚାଲି…
କରୋନା କାଳରେ ଆମେରିକାରେ ବ୍ୟାପୁଛି ଆରଏସ ଭାଇରସ୍, ଶିଶୁ ହେଉଛନ୍ତି ଶିକାର
ୱାଶିଂଟନ୍: କରୋନା ଭାଇରସର ବଢୁଥିବା ମାଲା ମଧ୍ୟରେ ଆମେରିକାରେ ନୂଆ ସମସ୍ୟା ସୃଷ୍ଟି ହୋଇଛି । କରୋନା କାଳରେ ଆରଏସ ଭାଇରସ୍ ଏଣ୍ଟ୍ରି ମାରିଛି । ଅତ୍ୟଧିକ ସଂକ୍ରାମକ ଏହି ରୋଗ ୨ ସପ୍ତାହରୁ ୧୭ ବର୍ଷ ବୟସର ପିଲାଙ୍କୁ…
ଆଫଗାନିସ୍ତାନ ସୁରକ୍ଷା ବଳ ଗଡ଼ାଇଲେଣି ୨୫୪ ତାଲିବାନ୍ ଆତଙ୍କବାଦୀଙ୍କ ମୁଣ୍ଡ, ୯୭ ଆହତ
ନୂଆଦିଲ୍ଲୀ: ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଚାଲିଥିବା ଯୁଦ୍ଧରେ ଏଯାବତ୍ ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ (ଆଣ୍ଡଏସଏଫ) ୨୫୦ ରୁ ଅଧିକ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି । ଏହି ଆକ୍ରମଣରେ ୯୦…
୬୦ ଲକ୍ଷ ପୁରୁଣା ମୋବାଇଲ୍ ଫୋନରୁ ତିଆରି ହେଉଛି ଟୋକିଓ ଅଲିମ୍ପିକ୍ ପଦକ, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ବର୍ତ୍ତମାନ ଜାପାନ୍ ରେ ଟୋକିଓ ଅଲିମ୍ପିକ୍ ଗେମ୍ ଜାରି ରହିଛି । ସମସ୍ତଙ୍କ ଧ୍ୟାନ ଏବେ ବିଭିନ୍ନ କ୍ଷେତ୍ରରେ ଖେଳା ଯାଉଥିବା ଖେଳାଳୀଙ୍କ ଉପରେ ରହିଛି । ଏଥିସହିତ କେଉଁ କେଉଁ ଦେଶ କେତୋଟି ମେଡାଲ୍ ହାତଉଛି…
ନିଃଶ୍ୱାସ ନେଇପାରୁନି ତୁର୍କୀ, ଜଳୁଛି ୭୦ରୁ ଅଧିକ ଜଙ୍ଗଲ
ଇସ୍ତାନବୁଲ୍: କିଛି ଦିନ ହେବ ତୁର୍କୀର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ଯାହା କି ଲିଭିବାର ନାଁ ଧରୁନି । ଧୀରେ ଧୀରେ ଏହା ଏକାଧିକ ଜଙ୍ଗଲରେ ବ୍ୟାପିବାରେ ଲାଗିଛି । ଯଦ୍ୱାରା ତୁର୍କୀ ଏବେ ଧୂଆଁମୟ ହୋଇଯାଇଛି ।…