Browsing Category
ବିଦେଶ
ସେନା ଗୁଳିରେ ଟଳିଲେ ୨୦ ଆତଙ୍କୀ
ନୂଆଦିଲ୍ଳୀ: ଶନିବାର ସେନା ଗୁଳିରେ ଟଳି ପଡିଛନ୍ତି ୨୦ ତାଲିବାନ ଆତଙ୍କୀ । ସେନା ଏବଂ ତାଲିବାନ ଆତଙ୍କୀଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ୩ ଜଣ ଆଫଗାନୀ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଆଫଗାନିସ୍ତାନର ବଦାକ୍ଷାନ…
ମେକ୍ସିକୋର ସମୁଦ୍ରରେ ଲାଗିଛି ଭୟଙ୍କର ନିଆଁ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ
ମେକ୍ସିକୋ: ଲାଟିନ୍ ଆମେରିକୀ ଦେଶ ମେକ୍ସିକୋର ଗଲ୍ଫରେ ସମୁଦ୍ରରେ ନିଆଁ ଲାଗିଯାଇଛି । ପାଣିରେ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ଏହା ପଛର କାରଣ ହେଉଛି ପାଣି ଭିତରେ ଯାଇଥିବା ପାଇପଲାଇନ୍ ରୁ…
୫ ମାସର ଶିଶୁ ପାଲଟିଗଲା ପଥର, ଜାଣନ୍ତୁ ଏହି ରୋଗ ପଛର କାରଣ
ନୂଆଦିଲ୍ଲୀ: ୫ ମାସର ଶିଶୁଟିଏ । ଯେଉଁ ବୟସରେ ସେ ମାଆ କୋଳରେ ଖେଳିବା କଥା, ସେହି ସମୟରେ ତା’ ପ୍ରତି ଈଶ୍ୱର ସହାୟ ହୋଇନାନ୍ତି । ବ୍ରିଟେନରେ ଜନ୍ମିତ ଏହି ଶିଶୁଟି ଫାଇବ୍ରୋଡାଇସପ୍ଲାସିଆ ଓସିଫିକାନ୍ସ ପ୍ରୋଗ୍ରେସିଭା…
ଆମେରିକା-କାନାଡାରେ ଭୀଷଣ ଗରମ ସାଜିଛି କାଳ, ଲୁ’ରେ ପ୍ରାଣ ହରାଇଲେଣି ୫୮୦
ନୂଆଦିଲ୍ଳୀ: ଆମେରିକା ଓ କାନାଡାରେ ଭୀଷଣ ଗରମ ବଢ଼ିବାରେ ଲାଗିଛି । ଅତ୍ୟଧିକ ଗରମ ସହ୍ୟ କରିନପାରି ପ୍ରାଣ ହରାଉଛନ୍ତି । ଏହି ଦୁଇ ଦେଶରେ ଏଯାବତ୍ ମୋଟ ୫୮୧ ଜଣ ପ୍ରାଣ ହରାଇଲେଣି । ଆମେରିକାରେ ପ୍ରଶାନ୍ତ…
ସ୍କୁଲ ନଯିବା ପାଇଁ କୋଭିଡ୍ ଟେଷ୍ଟ୍ କିଟରେ ଲେମ୍ବୁ ରସ ପକାଇ ପିଲା ତିଆରି କରୁଛନ୍ତି ପଜିଟିଭ୍ ରିପୋର୍ଟ
ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢ଼େଇ ଜାରି ରଖିଛି । ଏହା ଭିତରେ ୟୁକେରୁ ଏକ ଆଶ୍ଚର୍ଯ୍ୟ .କରିବା ପରି ଖବର ସାମନାକୁ ଆସିଛି । ଏଠାରେ କିଛି ଛାତ୍ରଛାତ୍ରୀ ସ୍କୁଲ ନ ଯିବା ପାଇଁ ନିଜର ଫେକ୍ କରୋନା…
ରାଫେଲ୍ ଚୁକ୍ତିର ଯାଞ୍ଚ ପାଇଁ ଫ୍ରାନ୍ସ ନେଲା ବଡ଼ ପଦକ୍ଷେପ, ସ୍ୱତନ୍ତ୍ର ବିଚାରପତି ହେଲେ ନିଯୁକ୍ତ
ନୂଆଦିଲ୍ଲୀ: ରାଫେଲ୍ ଡିଲ୍ ରେ ଫ୍ରାନ୍ସ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ସହିତ ହୋଇଥିବା ୫୯ ହଜାର କୋଟି ଟଙ୍କାର ହୋଇଥିବା ରାଫେଲ୍ ଚୁକ୍ତିରେ ତଥାକଥିତ ଦୁର୍ନୀତିର ଏବେ ଫ୍ରାନ୍ସରେ ନ୍ୟାୟିକ ଯାଞ୍ଚ…
CDS ବିପିନ ରାୱତଙ୍କ ବଡ ଘୋଷଣା: ପ୍ରତିଷ୍ଠା ହେବ AIR Defence Command
ନୂଆଦିଲ୍ଳୀ : ଜମ୍ମୁ କଶ୍ମୀରରେ ଡ୍ରୋନ୍ ଆକ୍ରମଣ ପରେ ଭାରତୀୟ ସେନା ବର୍ତ୍ତମାନ ଫୁଲ ଆକ୍ସନ ମୋଡରେ । ଆକାଶ ମାର୍ଗରୁ ଦେଖା ଦେଉଥିବା ବିପଦର ମୁକାବିଲା ପାଇଁ ଏୟାର ଡିଫେନ୍ସ କମାଣ୍ଡ ନେଇ ଘୋଷଣା କରିଛନ୍ତି ସିଡିଏସ୍…
ପ୍ରଥମ ଡୋଜରେ ଆଷ୍ଟ୍ରାଜେନିକା ନେବାପରେ ଦ୍ୱିତୀୟ ଡୋଜରେ ମଡର୍ଣ୍ଣା ନେବେ କାନାଡା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କରୋନା ବିରୋଧରେ ଟିକାକରଣ ଏବେ ବଡ଼ ଅସ୍ତ୍ର ସାଜିଥିବା ବେଳେ କିଛି ଦେଶରେ ଟିକାକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରହିଛି । କିଛି ଦେଶରେ ଟିକାର ଅଲଗା ଅଲଗା ଡୋଜ୍ ଦେବା ନେଇ ମଧ୍ୟ ଗବେଷଣା ଚାଲିଛି…
ବିରାଟ ଓ ପ୍ରିୟଙ୍କା ହାଇଏଷ୍ଟ୍ ପେଡ୍ ଭାରତୀୟ ଇନଷ୍ଟା-ଷ୍ଟାର୍, ଗୋଟିଏ ପୋଷ୍ଟ ପାଇଁ ନିଅନ୍ତି ଏତିକି ଟଙ୍କା
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ହେଉଛି ବର୍ତ୍ତମାନର ସବୁଠାରୁ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ । ଏହି ପ୍ଲାଟଫର୍ମ ମାର୍କେଟିଂ କ୍ଷେତ୍ରରେ ଲୋକମାନଙ୍କୁ ବେଶ୍ ସହାୟ ହେଉଛି । ଫ୍ୟାଶନ୍ ଠାରୁ ଆରମ୍ଭ କରି ଶିକ୍ଷା,…
ଏବେ ଇସଲାମାବାଦରେ ଭାରତୀୟ ଦୂତାବାସରେ ଉଡିଲା ଡ୍ରୋନ, ବଢିଲା ଭାରତର ଚିନ୍ତା
ନୂଆଦିଲ୍ଲୀ : ସୀମାରେ ଅନୁପ୍ରବେଶ କରାଇବାରେ ବିଫଳ ପାକିସ୍ତାନ ଏବେ ଡ୍ରୋନ ମାଧ୍ୟମରେ ଅସ୍ତ୍ର ଶସ୍ତ୍ର ପଠାଇବା ଓ ଆକ୍ରମଣ କରିବାକୁ ହୀନ ପ୍ରୟାସ ଜାରି ରଖିଛି। ଗତ ସପ୍ତାହରେ ଯେଉଁ ଦିନ ଜମ୍ମୁ ସ୍ଥିତ ବାୟୁସେନା…