Browsing Category
ଦେଶ
Breaking: ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ
ନୂଆଦିଲ୍ଲୀ: ଭାଜପାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମିଳିଛି ନୂଆ ଦାୟିତ୍ୱ । ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ । ରାଜଧାନୀ ଦିଲ୍ଲୀରେ ଏହି ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି । ଏ…
ଖୁସି ଖବର, ପ୍ରତି ମାସ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା: ଏହି ଯୋଜନାରେ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଜରିଆରେ ମହିଳାଙ୍କୁ ଆର୍ତିକ ସହାୟତା ଯୋଗାଇ ଦେଉଛନ୍ତି ସରକାର । ସେହିଭଳି ଏକ ଯୋଜନାରେ…
ଆରମ୍ଭ ହୋଇଯାଇଛି CISF ଅ।ସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ପାଇଁ ଆବେଦନ , ଜାଣନ୍ତୁ କେମିତି କରିବେ ଆପ୍ଲାଏ ଓ କ’ଣ ରହିଛି ଯୋଗ୍ୟତା
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ିଙ୍କ ପାଇଁ କେନ୍ଦ୍ରୀୟ ପ୍ରଶାସନିକ ସେବା ଆଣିଛି ବଡ଼ ସୁଯୋଗ । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ର୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ୍)ର ଆସିଷ୍ଟାଣ୍ଟ…
TRAI ନାମରେ ଫେକ୍ କଲ୍ କିମ୍ବା ମେସେଜ୍ ଆସୁଛି କି ? ଜାଣନ୍ତୁ ସାଇବର ଜାଲିଆତିରୁ ରକ୍ଷା ପାଇବାର ଉପାୟ
ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଜାଲିଆତି କଲ ଏବଂ ବାର୍ତ୍ତା ବିଷୟରେ ସଚେତନ ହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ସାମ୍ପ୍ରତିକ ସମୟରେ, TRAI ନାମରେ ନକଲି କଲ ଏବଂ ବାର୍ତ୍ତା ପଠାଇବା ଘଟଣା…
ମିଛେଇ କନ୍ୟା ପାଇଁ ହଟହଟା ହେଲା ବର; 150 ବରଯାତ୍ରୀ ନେଇ ଯାଇଥିଲା, ହେଲେ…….
ନୂଆଦିଲ୍ଲୀ: ମୁଣ୍ଡରେ ପଗଡି ପିନ୍ଧି ବରବେଶରେ ସଜେଇ ହେଲେ । 150 ଜଣ ବରଯାତ୍ରୀଙ୍କ ସଙ୍ଗେ କନ୍ୟା ଘର ଅଭିମୁଖେ ବାହାରିଲେ । ଭାବିଥିଲେ ମଣ୍ଡପରେ ପହଞ୍ଚିବା ବେଳେକୁ କନ୍ୟା ଘର ଲୋକେ ମର୍ଯ୍ୟାଦାର ସହିତ ସ୍ବାଗତ କରିବେ…
ଏହି ସବୁ ସାମଗ୍ରୀ ଉପରେ ୨୮ରୁ ୩୫ % ବଢ଼ିବ GST: ଜାଣନ୍ତୁ କେଉଁ ପ୍ରଡକ୍ଟ ହେବାକୁ ଯାଉଛି ମହଙ୍ଗା
ନୂଆଦିଲ୍ଲୀ: ସିଗାରେଟ୍, ତମାଖୁ ଉତ୍ପାଦ ଏବଂ ସ୍ୱତନ୍ତ୍ର ପ୍ରକାରର ପାନୀୟ ପାନୀୟ ଉପରେ ଅଧିକ ଟିକସ ଲଗାଇବାକୁ ଯାଉଛନ୍ତି ଭାରତ ସରକାର। ଏଥିପାଇଁ ଏହି ସାମଗ୍ରୀ ଉପରେ ଜିଏସଟି କୁ ୨୮ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି…
ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ
ଛତିଶଗଡ଼: ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ । ନାରାୟଣପୁର ଜିଲ୍ଳା କୋହକମେଟା ଜଙ୍ଗଲରୁ ଠାବ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ତିଆରି ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ନାରାୟଣପୁର ଡିଆରଜି ଓ…
ଯାହାକୁ ପରିବା ଭାବି ଖାଉଛନ୍ତି ସେଗୁଡ଼ିକ ସତରେ ପରିବା ନା ଆଉକିଛି? ଜାଣନ୍ତୁ ଉତ୍ତର….
ନୂଆଦିଲ୍ଲୀ: ପରିବା ଓ ଫଳ ଭିତରେ ପ୍ରଭେଦ ସମସ୍ତଙ୍କୁ ଜଣା । ଆଉ ଅତି ସହଜ ମଧ୍ୟ କିନ୍ତୁ ଉଦ୍ଭିଦ ବିଜ୍ଞାନ ଅନୁସାରେ ଦୁନିଆରେ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ପରିବା ଭାବେ ଆମେ ଜାଣୁ କିନ୍ତୁ ସତରେ ସେଗୁଡ଼ିକ…
ସଂସଦକୁ ଏହି ଜିନିଷ ନେଇ ପାରିବେ ନାହିଁ ସାଂସଦ? ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ: ରାଜ୍ୟସଭାରେ ଦେଖାଦେଇଥିବା ନୋଟ୍ ଦୁର୍ନୀତି ପରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ନିକଟରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କ ଆସନ ତଳୁ ବିଡ଼ା ବିଡ଼ା ନୋଟ ଜବତ କରାଯାଇଥିଲା । ଗୁରୁବାର ସଂସଦରେ…
କାର୍ କିଣିବାକୁ ଚାହୁଁଛନ୍ତି କି ? ଆଉ ଡେରି କାହିଁକି ଶୀଘ୍ର କିଣିପକାନ୍ତୁ…. କାରଣ ଜାନୁୟାରୀରୁ ବଢ଼ିବ ଚାରିଚକିଆର ଦାମ୍
ନୂଆଦିଲ୍ଲୀ: ଭାରତରେ ଅନେକ ପ୍ରକାର କମ୍ପାନୀର କାର୍ ବିକ୍ରି ହେଉଛି । କିଛିଙ୍କ ଚାହିଦା ଅଧିକ ଥିବାବେଳେ ଆଉ କିଛି କମ୍ପାନୀକୁ କମ୍ ପସନ୍ଦ କରାଯାଉଛି । ଭାରେତରେ କିନ୍ତୁ ମାରୁତି ସୁଜୁକିକୁ ପସନ୍ଦ କରୁଥିବା ବହୁଜଣ ।…