Browsing Category
ଦେଶ
ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ ୨୩ ଜଣିଆ କମିଟି ଗଠନ କଲେ କେନ୍ଦ୍ର ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଗଠନ କରିଛନ୍ତି । ମହତାବଙ୍କ ଜୟନ୍ତୀ ପାଳନ ପାଇଁ ପୂର୍ବରୁ…
IPL ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରସ୍ତୁତ: ଅଶ୍ୱିନ ୮ ଓ ନଟରାଜନଙ୍କୁ ୧୦ କୋଟିରେ କିଣିଲେ, ଜାଣନ୍ତୁ ଆଉ…
ମୁମ୍ୱାଇ: ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଆଜିକାଲି ଇଣ୍ଟରନେଟରେ ଦବଦବା ଜାହିର କରୁଛନ୍ତି । ଏହା ପୂର୍ବରୁ ସେ ମକ୍ ନିଲାମ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ଏବେ ସେ 'ଦ ଅଲ୍ଟିମେଟ୍ ନିଲାମ' ନାମକ ଏକ ଇଭେଣ୍ଟର…
ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ
ନୂଆଦିଲ୍ଲୀ : ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ସଶସ୍ତ୍ର ବାହିନୀର ଅଧିକାରୀ/ଯବାନଙ୍କ ସାହସିକତା…
ଯନ୍ତ୍ରଣାକୁ କମାଇଦେଲା ‘ପୁରୁଣା ପ୍ରେମ’! ଅପରେସନ ବେଳେ ‘ମେଁ ୧୭ ବରଷ କା, ତୁ ୧୬ ବରଷ କୀ…’ ଗୀତ ଗାଇଲେ ୭୫ ବର୍ଷୀୟ ରୋଗୀ
ନୂଆଦିଲ୍ଲୀ: ପ୍ରେମ ସମସ୍ତଙ୍କ ଜୀବନରେ ଅଳ୍ପ, ବହୁତେ ହୋଇଥାଏ । ତେବେ ମଣିଷର ବିଭିନ୍ନ ବୟସରେ ପ୍ରେମର ପରିଭାଷା, ଅର୍ଥ, ଅନୁଭବ କିନ୍ତୁ ଅଲଗା ଅଲଗା ହୋଇଥାଏ । ବୁଢ଼ା ବୟସରେ ବିବାହ କଲେ, ପ୍ରେମ କଲେ ଏହାକୁ ନେଇ ଲୋକେ…
ଜାରି ହେଲା ଶିଡ୍ୟୁଲ: ଫେବୃଆରୀ ୧୫ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷା ଆରମ୍ଭ ହେବ । ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୪ ତାରିଖରେ ସରିବ । ଫେବୃଆରୀ ୧୫ରେ ଦଶମ…
ରେଜଲ୍ଟ ଆସିବା ପୂର୍ବରୁ ସରିଗଲା ଜୀବନ ଯୁଦ୍ଧ: ମତଦାନ କେନ୍ଦ୍ରରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିଧାୟକ ପ୍ରାର୍ଥୀ
ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ । ତେବେ ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ଆଜି ମତଦାନ ଗ୍ରହଣ କରାଯାଉଥିବା ବେଳେ ସେହି ସମୟରେ ଘଟିଥିଲା ଏକ ବଡ଼ ଅଘଟଣ ।…
(Video) ଆକାଶରେ ଉଡ଼ିଲା ୫୦୦ ଟଙ୍କିଆ ନୋଟ୍: ଲକ୍ଷ ଲକ୍ଷ ଟଙ୍କା ଗୋଟାଇ ଘରକୁ ବୋହିନେଲେ ଲୋକେ
ନୂଆଦିଲ୍ଲୀ: ଆମ ସମାଜରେ କିଛି ଲୋକ ଏପରି ଥାଆନ୍ତି, ଯେଉଁମାନ ମାଗଣା ଜିନିଷ ମିଳିଲେ ମାଟିଗୋଡ଼ି ବି ଗିଳି ଦିଅନ୍ତୁ । ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି ଦୃଶ୍ୟ ସବୁ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ…
ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର, କ’ଣ କହୁଛି ଜନ ମତ? ଆସିଲା Exit Poll…
ମୁମ୍ୱାଇ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ଏକ୍ଜିଟ୍ ପୋଲ୍ ଆସିବା ଆରମ୍ଭ ହୋଇଛି । ଅଧିକାଂଶ ସର୍ଭେ ମହାରାଷ୍ଟ୍ରରେ ପୁଣି ଥରେ ମହାୟୁତି ମେଣ୍ଟ ସରକାର ଗଠନ କରିବାର…
ଚାମ୍ପିୟନ୍ସ ଟ୍ରଫି: ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଇତିହାସ ରଚିଲା ଭାରତ
ନୂଆଦିଲ୍ଲୀ: ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଚୀନକୁ ପରାସ୍ତ କରି ଟାଇଟଲ ହାସଲ କରିଛି ଭାରତ । ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଏହା ଚତୁର୍ଥ ଥର ପାଇଁ ଭାରତୀୟ ଦଳ ଟାଇଟଲ ଜିତିଛି । ୩୧ତମ ମିନିଟ୍…
(Video) ବାଃ ବାଃରେ ମାଙ୍କଡ, ଉପରୁ ପଡିଲା, କାର କାଚ ଭାଙ୍ଗି ଆରାମରେ ଚାଲିଲା
ଓଡିଶା ଭାସ୍କର- ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର ହୁଏ । ସେଥିରୁ ଏମିତି କିଛି ଭିଡିଓ ରହିଛି, ଯାହାକୁ ଦେଖିବା ପରେ ଆପଣାଛାଏଁ ମୁହଁରେ ହସ ଫୁଟିଯାଏ । କେହି ନ ଥିଲେ ବି ଏକା ଏକା ଠୋ ଠୋ ହୋଇ ହସିହୁଏ । ସେମିତି…