Browsing Category
ଦେଶ
ଶିବଲିଙ୍ଗ ଉପରେ ଅଭିଷେକ ସମୟରେ ବ୍ୟକ୍ତିଙ୍କୁ ଆସିଲା ହାର୍ଟ ଆଟାକ୍, ଘଟଣାସ୍ଥଳରେ ହିଁ ମୃତ୍ୟୁ-Video
ଗୁଜୁରାଟର ଭାଲସାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ପୂଜା କରୁଥିବା ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ଆସିବାରୁ ମୃତ୍ୟୁ ହୋଇଛି । ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି ।…
ରବିନ୍ଦ୍ରନାଥ ଟାଗୋରଙ୍କ ଉଦ୍ଦେଶ୍ୟରେ ବଦଳିବ କରିମଗଞ୍ଜର ନାମ
ଦିଶପୁର: ଆସାମର କରିମଗଞ୍ଜ ଜିଲ୍ଲାର ନାଁ ବଦଳିବ । ନୂଆ ନାଁ ରଖାଯିବ ଶ୍ରୀଭୂମି । ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରସିଦ୍ଧ ଲେଖକ ରବିନ୍ଦ୍ରନାଥ ଟାଗୋରଙ୍କୁ…
ସ୍କାମରଙ୍କ ଟାର୍ଗେଟରେ ଆରବିଆଇ ଗଭର୍ନର, ମିଛ ଭିଡିଓ କରି ନିବେଶକଙ୍କୁ କରାଯାଉଛି ଆକୃଷ୍ଟ
ନୂଆଦିଲ୍ଲୀ- ଆରବିଆଇ ତରଫରୁ ଏକ ଜରୁରୀ ସତର୍କତା ଜାରି କରାଯାଇଛି । ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଡିପଫେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆରବିଆଇ ତରଫରୁ କିଛି ନିବେଶ ଯୋଜନାର…
‘ସତ ନ ଲାଗିଲେ ବି ମିଛ ନୁହେଁ’ ରୋମାଣ୍ଟିକ୍ ବାଘ ! ବାଘୁଣୀ ପାଇଁ ମହାରାଷ୍ଟ୍ରରୁ ଯାଇ ତେଲଙ୍ଗାନାରେ ପହଞ୍ଚିଲାଣି ଜନୀ
ପୁଣେ: ସାଥୀ ଖୋଜୁଛି ବାଘ । ଆପଣ ଯାହା ପଢ଼ିଛନ୍ତି କିଛି ଭୁଲ୍ ପଢ଼ି ନାହାନ୍ତି । କାରଣ ସତରେ ଏ ଘଟଣା ଘଟିଛି, ମହାରାଷ୍ଟ୍ରରେ । ବାଘ ଜନୀ ବାହାରିପଡ଼ିଛି ବାଘୁଣୀର ସନ୍ଧାନରେ । ଆଉ ଯାହାପାଇଁ ସେ ୩୦୦ କିଲୋମିଟର ବାଟ…
ବୋହୂଙ୍କୁ ଏମିତି ଆକ୍ଷେପ କରୁଥିଲେ ହୋଇଯାଆନ୍ତୁ କ୍ଷାନ୍ତ, ନହେଲେ ଭୋଗିବାକୁ ପଡିବ ଜେଲ ଦଣ୍ଡ
ଓଡିଶା ଭାସ୍କର- ବୋହୂଙ୍କୁ ଟିକ୍କା ଟିପ୍ପଣୀ, ସମାଲୋଚନା, ଆକ୍ଷେପ ଏକ ସାଧାରଣ ଘଟଣା ବୋଲି ଭାବୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । ନୋହିଲେ ଘରୋଇ ହିଂସା ଆଇନ ଅଧୀନ ଭୋଗିବାକୁ ପଡିବ ଜେଲ ଦଣ୍ଡ । କେରଳ…
ହେ ପ୍ରଭୁ ଦେଖାଦିଅ…! କ’ଣ ଖାଇ ବଞ୍ଚିବ ମଣିଷ? ସବୁଆଡ଼େ ଖାଲି ଅପମିଶ୍ରଣ ଆଉ ନକଲି ଜିନିଷ…
ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ମଣିଷ ଦେହରେ ରୋଗର ମାତ୍ରା ବଢ଼ିବାରେ ଲାଗିଛି । ବହୁ ଅଜଣା ରୋଗର କଷ୍ଟ ମଣିଷକୁ ଭୋଗିବାକୁ ପଡ଼ୁଛି । ଥରେ ଚିନ୍ତା କରିଛନ୍ତି ଏ ରୋଗ ପଛର କାରଣ କ’ଣ? ପ୍ରଥମ ଶରୀରର ଯତ୍ନ ନ ନେବା…
(Video) ମେରା ଭାରତ ମହାନ, ପ୍ରଥମ ଦଳିତ ବର ଚଢିଲେ ଘୋଡୀ
ଭୋପାଲ- ମଧ୍ୟପ୍ରଦେଶର ଟିକମଦଗଡ ଜିଲ୍ଲାରେ ଜଣେ ବ୍ୟକ୍ତି ବିବାହ କରିବା ବେଳେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ବର ଘୋଡୀ ଚଢି ଯାଉଥିବା ବେଳେ ବରଯାତ୍ରୀ ସାଜିଛନ୍ତି ପୋଲିସବାବୁମାନେ । ସେମାନେ ପୁଣି ୟୁନିଫର୍ମରେ ।…
ନିର୍ବାଚନ ଆଗରୁ ମହାରାଷ୍ଟ୍ରରେ ହିଂସା, ଅନୀଲ ଦେଶମୁଖଙ୍କ ଉପରେ ଆକ୍ରମଣ
ପୁଣେ- ମହାରାଷ୍ଟ୍ରରେ ୨୦ ନଭେମ୍ବରକୁ ୨୮୮ ଆସନରେ ହେବ ମତଦାନ । ସୋମବାର ପ୍ରଚାରର ଶେଷ ଦିନ ଥିଲା । ଠିକ ମତଦାନ ଆଗରୁ ଏନସିପି , ସରଦଙ୍କ ଦଳର ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ହୋଇଛି ଆକ୍ରମଣ…
ଟ୍ରେନରେ ଚଢ଼ନି, ପ୍ଲାଟଫର୍ମରେ ହିଁ ଛିଡ଼ାରୁହ… ପୁଅକୁ ବସେଇବାକୁ ଯାଇ ଫାଇନ୍ ଗଣିଲେ ବାପା… ବନ୍ଦେ ଭାରତ ଟ୍ରେନର ଦୁଃଖ !
କାନପୁର: ଉତ୍ତର ପ୍ରଦେଶ କାନପୁରରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ପୁଅକୁ ଟ୍ରେନ୍ରେ ସେଇବାକୁ ଯାଇଥିଲେ ବାପା । କିନ୍ତୁ ଏଥିପାଇଁ ତାଙ୍କୁ ଫାଇନ ଗଣିବାକୁ ପଡ଼ିଛି । ଘଟଣାକୁୂ ନେଇ ଆଲୋଚନା ବଢ଼ିବା ପରେ ରେଳ…
JEE Advancedରେ ୩ ନୁହେଁ, ମିଳିବ ୨ଟି ସୁଯୋଗ: ଯୋଗ୍ୟତା ନିୟମରେ ପୁଣି ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସ ୨୦୨୫ ପରୀକ୍ଷା ନିୟମ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ପରୀକ୍ଷାରେ ହାଜର ହେବାକୁ ଚେଷ୍ଟା ସଂଖ୍ୟା ପୁଣି ଦୁଇକୁ ହ୍ରାସ ପାଇଛି । ସମ୍ପ୍ରତି ଚେଷ୍ଟା ସଂଖ୍ୟା ଦୁଇରୁ ତିନିକୁ ବୃଦ୍ଧି…