Browsing Category
ଦେଶ
ଓଡ଼ିଶାର ଥାନାକୁ ଶ୍ରେଷ୍ଠ ପୁରସ୍କାର: ପୁଣି ଥରେ ସାରା ଦେଶରେ ଚମକିଲା ଗଞ୍ଜାମ ଜିଲ୍ଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଜାତୀୟ ସ୍ତରରେ ଚମକିଛି ଗଞ୍ଜାମ ଜିଲ୍ଲା । ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଥିବା ବେଳେ ପୁଣି ମିଳିବାକୁ…
ଛତିଶଗଡର କାଙ୍କେରରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ୫ ନକ୍ସଲ ନିହତ
ନୂଆଦିଲ୍ଲୀ: ଛତିଶଗଡର କାଙ୍କେରରେ ରବିବାର ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ଫଟୋ ପୋଲିସ ଜାରି କରିଛି, ଯଦିଓ ସେମାନଙ୍କ…
(Video) Picture Abhi Baki Hai… ରିଲିଜ ହେଲା ‘ପୁଷ୍ପା-୨’ର ଟ୍ରେଲର: ଏବେ ଫିଲ୍ମକୁ ଅପେକ୍ଷା
ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ ମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବହୁ ପ୍ରତିକ୍ଷୀତ ମୋଭି 'ପୁଷ୍ପା-୨'ର ଟ୍ରେଲର ରିଲିଜ ହୋଇଯାଇଛି । ପ୍ରଥମ ପାର୍ଟ ଭଳି ଦ୍ୱିତୀ ପାର୍ଟରେ ଦମଦାର ଲୁକରେ ନଜର ଆସିଛନ୍ତି…
ଗୁଗୁଲ୍ ଜିମେଲ୍ ସ୍କାମସ୍: ୨ କୋଟି ଲୋକ ହେଲେ ସାଇବର ଠକାମୀର ଶିକାର, ଏଥିରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ୭ ଟିପ୍ସ
ନୂଆଦିଲ୍ଲୀ: ଗୁଗୁଲ କହିଛି ଯେ ଗତ ବର୍ଷ ଆମେରିକାରେ ୨୧ ମିଲିୟନ ଲୋକଙ୍କ ସହ ସାଇବର ଠକେଇ ହୋଇଥିଲା । ଇମେଲ, ଫୋନ୍ କଲ ଏବଂ ମେସେଜ୍ ମାଧ୍ୟମରେ କରାଯାଇଥିବା ସାଇବର ଠକେଇ ବିଷୟରେ ଏଥିରେ ତଥ୍ୟ ଅନ୍ତର୍ଭୁକ୍ତ ।…
କମି କମି ଯାଉଛି Gold Rate: ସପ୍ତାହକରେ କେତେ କମିଲାଣି ସୁନା ଦର? ଜାଣନ୍ତୁ ଏବେର ମୂଲ୍ୟ
ଓଡ଼ିଶା ଭାସ୍କର: ବର୍ତ୍ତମାନ ଧିରେ ଧିରେ ଶସ୍ତା ହେଉଛି ସୁନା । ଅଗଷ୍ଟ ମାସରୁ ସୁନା ମୂଲ୍ୟ ବଢୁଥିବା ବେଳେ ଏବେ ଏଥିରେ ବ୍ରେକ ଲାଗିଛି । କିଛି ଦିନ ତଳେ ସୁନା ମୂଲ୍ୟ ‘ଅଲ୍ ଟାଇମ୍ ହାଇ’ରେ ପହଞ୍ଚିଥିଲା । କିନ୍ତୁ…
(Video) ଦେଶର ପ୍ରଥମ ଲଙ୍ଗ-ରେଞ୍ଜ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମାଟିରେ ଇତିହାସ ରଚିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା ଡିଆରଡିଓ) । ନଭେମ୍ବର ୧୬ ତାରିଖରେ ଓଡ଼ିଶା ସ୍ଥିତ ଡ. ଅବଦୁଲ କଲାମ ଦ୍ୱୀପରୁ ଦେଶର ପ୍ରଥମ ଲଙ୍ଗ-ରେଞ୍ଜ…
ମଧ୍ୟପ୍ରଦେଶର ଛତ୍ରପୁରରେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ: ୨୦ ରୁ ୨୫ ଜଣ ଆହତ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତ୍ରପୁରରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେତୁ ଏକ ବଡ଼ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଏହି ଘଟଣାରେ ୨୦ ରୁ ୨୫ ଜଣ ଆହତ ହୋଇଛନ୍ତି ବୋଲି କୁହାଯାଉଛି ।
କୁହାଯାଉଛି ଯେ ଏହି…
ସେବା ନାଁରେ ଠକୁଛି ବନ୍ଦେ ଭାରତ ଏକ୍ସପ୍ରେସ୍ ଖାଦ୍ୟରୁ ପୋକ ବାହାରିଲା ପରେ, କଣ୍ଟ୍ରାକ୍ଟରଙ୍କୁ ୫୦ ହଜାରର ତଣ୍ଡ
ଚେନ୍ନାଇ: ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିବା ଜଣେ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । କାରଣ ସେ ଭାବିଥିଲେ ଟଙ୍କା ଖର୍ଚ୍ଚ ହେଉ ପଛେ ଆରାମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ । କିନ୍ତୁ ତାଙ୍କର ଏ ଭାବନାକୁ ଭୁଲ୍…
ବିଜେପି ନେତା ଅନୀଲ ଝା AAPରେ ହେଲେ ସାମିଲ, ଋତୁରାଜ ଝା’ଙ୍କର କିରାଡୀରୁ କଟିପାରେ ଟିକେଟ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀରେ ଫେରବଦଳ ଜାରି ରହିଛି। ମନ୍ତ୍ରୀ କୈଳାସ ଗେହଲଟଙ୍କ ଇସ୍ତଫା ପରେ ବିଜେପି ନେତା ଆପରେ ସାମିଲ ହେଲେ। ଏହି ନେତାଙ୍କ ନାମ ଅନୀଲ ଝା ଅଟେ। ତେବେ ଋତୁରାଜ ଝା ଙ୍କ କିରାଡୀରୁ ଟିକେଟ କଟିବାର…
ଛାତ୍ରମାନେ ଟିଚରଙ୍କ ସିଟ୍ ତଳେ ରଖିଦେଲେ ବୋମା, ପରେ ରିମୋଟ ଦ୍ୱାରା କଲେ ବିସ୍ଫୋରଣ
ନୂଆଦିଲ୍ଲୀ: ହରିୟାଣାର ଏକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ୟୁଟ୍ୟୁବ ଦେଖି ବୋମା ତିଆରି ପ୍ରଣାଳି ଶିକ୍ଷିଯାଇଥିଲେ। ଏହାପରେ ସେ ଦୁଷ୍ଟାମି ପାଇଁ ଏହି ବୋମାକୁ ଟିଚରଙ୍କ ସିଟ୍ ତଳେ ଫିଟ କରିଦେଇଥିଲେ। ସେମାନେ…