Browsing Category

ଦେଶ

ସ୍ୱାମୀ ନପୁଂସକ, ଶାରୀରିକ ସମ୍ପର୍କ ରଖିବାକୁ ଅବସରପ୍ରାପ୍ତ IAS ଶଶୂର କରୁଛି ଚେଷ୍ଟା: ବୋହୂର ସଙ୍ଗୀନ ଅଭିଯୋଗ

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ମହିଳା ତାଙ୍କ ଅବସରପ୍ରାପ୍ତ ଆଇଏଏସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମହିଳା ଜଣକ କହିଛନ୍ତି ଯେ, ତାଙ୍କ ଶଶୂର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଉଛନ୍ତି ।…

୨ ବୋତଲ ମଦ ପିଇବା ପରେ ଚଢ଼ିଲାନି ନିଶା: ଗୃହମନ୍ତ୍ରୀଙ୍କୁ ଅଭିଯୋଗ ପଠାଇଲେ ମଦୁଆ

ନୂଆଦିଲ୍ଲୀ: ଗୋଟିଏ ପଟେ ଶିବରାଜ ସିଂ ଚୌହ୍ୱାନଙ୍କ ସରକାର ଭେଜାଲ ଓ ବ୍ୟଭିଚାର ବିରୋଧରେ ମାଫିଆଙ୍କ ଉପରେ ବୁଲଡୋଜର ଚଢ଼ାଇବା ଭଳି କଡ଼ା କାର୍ଯ୍ୟାନୁଷ୍ଠାନ କରୁଥିବା ବେଳେ ଏବେ ମଧ୍ୟପ୍ରଦେଶରେ ମଦରେ ଭେଜାଲ କରୁଥିବା…

କୁମ୍ଭୀରକୁ ଜିଅନ୍ତା ଗିଳିଦେଲା ଅଜଗର, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍

କୁମ୍ଭୀରମାନେ ଏତେ ବିପଜ୍ଜନକ ଶିକାରୀ ହୋଇଥାନ୍ତି ଯେ, ସେମାନେ ନିଜ ଶିକାରକୁ ଜୀବନ୍ତ ଗିଳି ଦିଅନ୍ତି । ଅନ୍ୟପଟେ ଅଜଗର ବି ନିଜ ଶିକାରକୁ ଜିଅନ୍ତା ଗିଳିବାରେ ବେଶ୍ ପାରଙ୍ଗମ । ଏହି ଦୁହିଁଙ୍କ ଲଢ଼େଇରେ କିଏ ଜିତିବ…

ଜୁଲାଇ ୧୮ରୁ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ ଭାରତୀୟ କ୍ରିକେଟ୍‌ ଟିମ୍, ୩ଟି ଦିନିକିଆ ଏବଂ ୫ଟି ଟ୍ୱେଣ୍ଟି-୨୦ ମ୍ୟାଚ ଖେଳିବାର ରହିଛି…

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତା ଜୁଲାଇ ୧୮ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେ । ସେଠାରେ ୮ ମ୍ୟାଚ୍‌ ବିଶିଷ୍ଟ ଦୁଇଟି ସୀମିତ ଓଭର ସିରିଜ୍‌ ଖେଳିବା କାର୍ଯ୍ୟକ୍ରମ ରହିଛି । ଏଥିରେ ୩ଟି ଦିନିକିଆ ଏବଂ ୫ଟି…

ଇନ୍ଦୌର ଅଗ୍ନିକାଣ୍ଡରେ ବଡ଼ ଖୁଲାସା: ସର୍ଟସର୍କିଟ ନୁହେଁ, ବରଂ ଏକତରଫା ପ୍ରେମର ‘ନିଆଁ’ ନେଲା ୭ ଜୀବନ

ଇନ୍ଦୌର: ଇନ୍ଦୌରର ବିଜୟନଗର ସ୍ଥିତ ସ୍ୱର୍ଣ୍ଣବାଗ କଲୋନୀରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ପୋଲିସର କହିବା ମୁତାବକ, ଏକ ତରଫା ପ୍ରେମ ଯୋଗୁଁ ଚାଲିଗଲା ୭ ଜୀବନ । ୨୪ ଘଣ୍ଟା ମଧ୍ୟରେ ଘଟଣାର…

କ୍ରିପ୍ଟୋ ମାର୍କେଟ୍‌ରେ ଅଭିବୃଦ୍ଧି, ୧.୧୭% ବଢ଼ିଲା ବିଟକଏନ୍

ମୁମ୍ବାଇ: ଶନିବାର ଦିନ କ୍ରିପ୍ଟୋ ମାର୍କେଟ୍‌ରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବିଟକଏନ୍‌ ସନ୍ଧ୍ୟା ୫ଟା ବେଳେ ୧.୧୭% ବୃଦ୍ଧି ସହ ୨୯.୩୮ ଲକ୍ଷ ଟଙ୍କାର କାରବାର କରିଛି । ଏହି ସମୟରେ ଏହାର ମୂଲ୍ୟ ୩୩ହଜାରରୁ ଅଧିକ…

ବଢ଼ିଲା ଯୁଦ୍ଧ ଆଶଙ୍କା: ତାଇୱାନ ସୀମାରେ ଚକ୍କର କାଟିଲା ଚୀନ୍‌ର ୧୮ ଫାଇଟର ଜେଟ୍‌, ଘଉଡ଼ାଇଲା ତାଇୱାନ ବାୟୁସେନା

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ତାଇୱାନ୍‌ ଉପରେ ଚୀନ୍‌ ନିଜର ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି । ତାଇୱାନ୍‌ ଉପରେ ପୁନଃ ନିଜର ସତ୍ତା ଦଖଲ ପାଇଁ ଚୀନ୍‌ ତାଇୱାନର ସୀମାରେ ଅନାଧିକାର ପ୍ରବେଶ କରିଛି…

ଏଣିକି ଖେଲୋ ଇଣ୍ଡିଆ କ୍ରୀଡା ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି, ବଡ଼ ଘୋଷଣା କଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଆଗାମୀ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ରାଜ୍ୟର ଯେଉଁ ଆଥଲେଟ ମାନେ ପଦକ ହାସଲ କରିବେ, ସେମାନଙ୍କୁ ମିଳିବ ସରକାରୀ ଚାକିରି । କାରଣ ବିଭିନ୍ନ ଜାତୀୟ…

ରାଜଧାନୀରେ ମିଳିଲା ଅନୁମତି, ଏଣିକି ରାତି ୩ଟା ପର୍ଯ୍ୟନ୍ତ ମଦ ବିକ୍ରୀ ପାଇଁ ଅବକାରୀ ବିଭାଗର ଅନୁମତି

ନୁଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ହୋଟେଲ ରେଷ୍ଟାୁରାଣ୍ଟ ଏବଂ ପବ୍ ମାନଙ୍କରେ ମଦ ଭୋର ୩ଟା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ । ରିପୋର୍ଟ ମୁତାବକ ଏଥି ପାଇଁ ଦିଲ୍ଲୀ ସରକାରଙ୍କଠୁ ଅନୁମତି ନେବାକୁ ପଡ଼ିବ । ରାଜଧାନୀରେ…

ବାଣ କାରଖାନାରେ ଭୟାଭୟ ଅଗ୍ନିକାଣ୍ଡ, ୪ ଜଣ ଜୀବନ୍ତ ଦଗ୍ଧ, ଅନେକ ନିଖୋଜ

ନୁଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ସାହାରନପୁରର ଅଞ୍ଚଳରେ ଗୋବିନ୍ଦପୁର ଗ୍ରାମ ନିକଟରେ ଏକ ଜଙ୍ଗଲରେ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପୁରା କାରଖାନା ଜଳି ପୋଡ଼ି ପାଉଁଶ ହୋଇଯାଇଛି ।…