Browsing Category
ଦେଶ
ହାଇ ଭୋଲଟେଜ୍ ଡ୍ରାମା ପରେ ଘରକୁ ଫେରିଲେ ତାଜିନ୍ଦର ପାଲ୍ ସିଂ ବଗ୍ଗା: ଜାଣନ୍ତୁ ପୁରା ଘଟଣାକ୍ରମ
ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ନେତା ତାଜିନ୍ଦର ପାଲ୍ ସିଂ ବଗ୍ଗାଙ୍କ ଗିରଫଦାରିକୁ ନେଇ ବିବାଦ ଥମିଛି । ଦିନ ଯାକର ହାଇ ଭୋଲଟେଜ୍ ଡ୍ରାମା ପରେ ମଧ୍ୟରାତ୍ରରେ ବିଜେପି ନେତା ନିଜ ଘରକୁ ଫେରିଛନ୍ତି । ଶୁକ୍ରବାର ଦିନ…
ସୁରକ୍ଷା ବଳଙ୍କୁ ବଡ଼ ସଫଳତା: ପହଲଗାମରେ ୩ ହିଜବୁଲ କମାଣ୍ଡରଙ୍କ ସମେତ ୩ ନିପାତ
ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା । ପହଲଗାମରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ନିହତ ୩ ଆତଙ୍କୀଙ୍କ ମଧ୍ୟରେ ହିଜବୁଲ…
ଏଣିକି ରାତିରେ ସହଜରେ ମିଳିପାରିବ ମଦ, ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲିବାକୁ ଅନୁମତି ଦେଲେ ଏହି ରାଜ୍ୟ ସରକାର
ନୂଆଦିଲ୍ଲୀ: ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର । ଏହି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ । ନିକଟରେ ଦିଲ୍ଲୀ ସରକାର ରାତି ୩ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରଖିବାକୁ ଅନୁମତି ପ୍ରଦାନ କରିଛନ୍ତି ।…
ଯୋଗ୍ୟତା ଆଧାରରେ କଂଗ୍ରେସରେ ପ୍ରାର୍ଥୀଙ୍କୁ ମିଳିବ ଟିକେଟ୍: ରାହୁଲ ଗାନ୍ଧୀ
ତେଲେଙ୍ଗାନା: କଂଗ୍ରେସରେ ଯୋଗ୍ୟତା ଆଧାରରେ ପ୍ରାର୍ଥୀଙ୍କୁ ମିଳିବ ଟିକେଟ । କୌଣସି ନେତା କେତେ ଶକ୍ତିଶାଳୀ କିମ୍ବା କେତେ ବଡ଼ ହୁଅନ୍ତୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି ଆପଣ ଗରିବ, କୃଷକମାନଙ୍କ ସହିତ…
ସୌରଭ ଗାଙ୍ଗୁଲୀଙ୍କ ଘରେ ରାତ୍ରୀ ଭୋଜନ କଲେ ଅମିତ ଶାହା, ମମତା ଦେଲେ ଏପରି ମନ୍ତବ୍ୟ
କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ଘରେ ରାତ୍ରୀ ଭୋଜନ ପାଇଁ ପହଁଞ୍ଚିଥିଲେ । ସୌରଭଙ୍କ ଘରେ ରାତ୍ରୀ ଭୋଜନ କରିବା ପରେ ପଶ୍ଚିମବଙ୍ଗ ରାଜନୀତିରେ ପୁଣି ହଲଚଲ…
ଶୋଇଥିବା ବେଳେ ତିନି ଛୁଆଙ୍କୁ ହତ୍ୟାକଲା ରାକ୍ଷସୀ ମାଆ: ଶେଷରେ ନିଜେ ବି କଲା ଆତ୍ମହତ୍ୟା
ଜୟପୁର: ରାଜସ୍ଥାନର ବାଡମେଲ ଜିଲ୍ଲାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଶୋଇଥିବା ଅବସ୍ଥାରେ ନିଜର ୩ ଛୁଆଙ୍କୁ ହତ୍ୟା କରିଛି ଜଣେ ରାକ୍ଷସୀ ମା । ଘର ବାହାରେ ଥିବା ଟାଙ୍କିରେ ୩ ଝିଅଙ୍କୁ ଫିଙ୍ଗି ହତ୍ୟା କରିବା ପରେ…
ଚତୁର୍ଥ ତୈମାସିକରେ ରିଲାଏନ୍ସ “ଜିଓ’ର ଲାଭ ୨୪% ବୃଦ୍ଧି
ମୁମ୍ବାଇ: ରିଲିଏନ୍ସ ଜିଓ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତୈମାସିକର ଫଳାଫଳ ଘୋଷଣା କରିଛି । ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସିକରେ "ଜିଓ'ର ଲାଭ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୧୭୩ କୋଟିରେ ପହଁଞ୍ଚିଛି । ଯାହା…
ପୁଣି ରାଜଧାନୀରେ ଫୁଟିଲା କରୋନା ବୋମା: ଅଚାନକ ୩ ଦିନ ପରେ ବଢିଲା କୋଭିଡ ସଂକ୍ରମଣର ହାର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତାର କାରଣ ପାଲଟିଛି । ୩ ଦିନ ଟକିଏ ଶାନ୍ତ ରହିବା ପରେ ପୁଣି ଆଜି ଫୁଟିଛି କରୋନା ବୋମା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧,୬୫୬ ସଂକ୍ରମିତ…
ଡେଲିଭରୀ ପାର୍ଟନର ପିଲାମାନଙ୍କ ଶିକ୍ଷା ପାଇଁ ୭୦୦ କୋଟି ଖର୍ଚ୍ଚ କରିବ ଜୋମାଟୋ
ନୁଆଦିଲ୍ଲୀ: ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ଏହାର ଡେଲିଭରୀ ପାର୍ଟନର ପିଲାମାନଙ୍କ ଶିକ୍ଷା ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛି । କମ୍ପାନୀ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟେଲ…
ସରକାରଙ୍କୁ ମନାଇବାରେ ବିଫଳ ହେବା ପରେ ମୁଦ୍ରାସ୍ଫୀତି ମୁକାବିଲା ପାଇଁ ଏକାକୀ କାମ କରିବାକୁ ଆରବିଆଇର ନିଷ୍ପତି
ନୁଆଦିଲ୍ଲୀ: ଦେଶରେ ଦରଦାମର ନିରନ୍ତର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ମଙ୍ଗଳବାର ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ(ଆରବିଆଇ) ରେପୋ ରେଟ ବୃଦ୍ଧି କରିଥିବା କହିଥିଲେ । ତେବେ ସୁତ୍ରରୁ ମିଳିିଥିବା ଖବର ମୁତାବକ କେନ୍ଦ୍ର…