Browsing Category
ଦେଶ
ମଦ ପିଉଥିବା ବ୍ୟକ୍ତି ଭାରତୀୟ ନୁହେଁ, ଜାଣନ୍ତୁ କାହିଁକି ଏମିତି କହିଲେ ବିହାର ମୁଖ୍ୟମନ୍ତ୍ରୀ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ମଦ ନିଷେଧ ଆଇନ ସଂଶୋଧନ ବିଲ୍ କୁ ନେଇ କଠୋର ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ସରକାର ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରୁଥିବା କୌଣସି ବ୍ୟକ୍ତିଙ୍କ ପ୍ରତି…
ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ୫୦ରୁ ଅଧିକ ଭାରତୀୟ: ରାଜ୍ୟସଭାରେ ଖୋଲିଲା ରହସ୍ୟ
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଜାଣିବାକୁ ମିଳିଛି ଏକ ବଡ ସତ୍ୟ । ଏବେ ବି ୟୁକ୍ରେନରେ ୫୦ରୁ ଅଧିକ ଭାରତୀୟ ଫସି ରହିଥିବା ଦାବି କରିଛନ୍ତି ବିଦେଶ ରାଜ୍ୟମନ୍ତ୍ରୀ ମୀନାକ୍ଷୀ ଲେଖି । ତେବେ ଦୂତାବାସ ଦ୍ୱାରା ସେମାନଙ୍କୁ…
ମୁମ୍ବାଇ ଲୋକାଲରେ ଏବେ ମାସ୍କକୁ ନେଇ ରହିବନି କଟକଣା: ଦିଲ୍ଲୀ ମେଟ୍ରୋରେ ବି କଟକଣା ହଟିଲା
ନୂଆଦିଲ୍ଲୀ: ଚଳିତ ବର୍ଷ ମହାରାଷ୍ଟ୍ରରେ ରମଜାନ ଖୁବ ଧୁମାଧାମରେ ପାଳନ କରାଯାଇ ପାରିବ । କରୋନା ପାଇଁ ରାଜ୍ୟରେ ଳାଗିତିବା ସମସ୍ତ କଟକଣାକୁ ସରକାର ଏବେ ହଟାଇ ଦେଇଛନ୍ତି । ମହାରାଷ୍ଟ୍ର କ୍ୟାବିନେଟରେ ଏ ନେଇ ନିଷ୍ପତ୍ତି…
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ଯାତ୍ରା ପୂର୍ବରୁ ଦେବାକୁ ପଡିବନି ଭଡା, ଜାଣନ୍ତୁ କେମିତି ଉଠାଇବେ ସୁବିଧା
ପ୍ରାୟତଃ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏବେ ଟଙ୍କା ନଥିଲେ ବି ଆପଣ ଟ୍ରେନ ଟିକେଟ ବୁକ କରିପାରିବେ ଏବଂ ଯାତ୍ରା କରିପାରିବେ । ତେବେ ଏହାର ପେମେଣ୍ଟ ଆପଣଙ୍କୁ ପରେ ଦେବାକୁ…
ସିରିୟଲ ବ୍ଲାଷ୍ଟ ପାଇଁ ଚାଲିଥିଲା ପ୍ଲାନିଙ୍ଗ: ୧୨ କେଜି ବିସ୍ଫୋରକ ସହ ଗିରଫ ହେଲେ ୩ ଆତଙ୍କବାଦୀ
ଜୟପୁର: ଚିତ୍ତୋଡଗଢ ଜିଲ୍ଲାର ନିମ୍ବାହେଡା କସବେରେ ଏକ ଗାଡିରୁ ୧୨ କେଜି ବିସ୍ଫୋରକ ସାମଗ୍ରୀ ଜବତ କରିଛି ରାଜସ୍ଥାନ ପୋଲିସ । ବିସ୍ଫୋରକ ସାମଗ୍ରୀ ସହ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହାବ୍ୟତୀତ ଅନ୍ୟ ୫ ଜଣଙ୍କୁ…
ପଦୋନ୍ନତି ପାଇଁ ଆରକ୍ଷଣ ଅନିବାର୍ଯ୍ୟ: ସୁପ୍ରିମକୋର୍ଟରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର
ନୂଆଦିଲ୍ଳୀ: ସରକାରୀ କର୍ମଚାରୀଙ୍କୁ ପ୍ରମୋସନ ପରେ ମିଳୁଥିବା ଆରକ୍ଷଣ ସପକ୍ଷରେ ଯୁକ୍ତି କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ପଟେ ଆରକ୍ଷଣ ଶେଷ କରିବା ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ଅନ୍ୟ ପଟେ ନିଜେ ସରକାର ଏହାକୁ…
ଦଶମ ପାଶଙ୍କୁ ମିଳିବ ରେଲୱେ ଚାକିରି: ଆପ୍ରେଣ୍ଟ୍ରିସିଶିପ୍ ପାଇଁ ରହିଛି ବମ୍ପର ଭ୍ୟାକେନ୍ସି
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ବମ୍ପର ନିଯୁକ୍ତିର ସୁଯୋଗ । ଦଶମ ପାଶ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିର ବଡ ସୁଯୋଗ ଆଣିଛି ଭାରତୀୟ ରେଳବାଇ । ବନାରସ ଲୋକୋମୋଟିଭ୍ ୱାକର୍ସ(ବିଏଲଡବ୍ଲ୍ୟୁ)ରେ…
ପେଟ୍ରୋଲ ଦରକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଙ୍କି ଗଲେ ଯୋଗ ଗୁରୁ ବାବା ରାମଦେବ: କହିଲେ ଏମିତି କଥା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ପୁଣି ଥରେ ବିବାଦରେ ଯୋଗ ଗୁରୁ ବାବା ରାମଦେବ । ୨୦୧୪ରେ ବାବା ଦେଇଥିବା ବୟାନକୁ ନେଇ ପୁଣି ଥରେ ଫସି ଯାଇଛନ୍ତି । ୩୫ ଟଙ୍କାରେ ପେଟ୍ରୋଲ ମିଳିବାକୁ ନେଇ ବାବା ଦେଇଥିବା ବୟାନକୁ ନେଇ ସର୍ବଦା ବିବାଦରେ…
ଆଜି ହିଁ ସାରି ଦିଅନ୍ତୁ ସବୁ ବ୍ୟାଙ୍କ କାମ: ଏପ୍ରିଲ ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଯଦି ଆପଣଙ୍କର କିଛି ବି ବ୍ୟାଙ୍କ କାମ ରହିଥାଏ ତା ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ । ଆସନ୍ତା ଏପ୍ରିଲ ମାସରେ ପ୍ରାୟ ୧୫ ଦିନ ଯାଏଁ ବିଭିନ୍ନ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ମାସରେ ଗୁଡି…
ପୁଣି ବଢିଲା ତେଲ ଦର : ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହଙ୍ଗା ହେବୋରେ ଲାଗିଛି ତେଲ ଦର । ୧୦ ଦିନ ଭିତରେ ଡିଜେଲର ମୂଲ୍ୟ ୬.୪୦ ପଇମସା ବଢି ସାରିଛି । ରାଜଧାନୀ ନୂଆଦିଲ୍ଲୀରେ ଡିଜେଲ ଦର ୯୩ ପଇସା ବଢିଥିବା ବେଳେ ପେଟ୍ରୋଲର ମୂଲ୍ୟ ୮୦ ପଇସା…