Browsing Category

ଦେଶ

ATS ଜବତ କଲା ୬୦୦ କୋଟିର ହେରୋଇନ୍: ପାକିସ୍ତାନରୁ ଭାରତକୁ ଆସିଥିବା ନେଇ ମିଳିଲା ସୂଚନା

ନୂଆଦିଲ୍ଲୀ: ଗୁଜରାଟ ଏଟିଏସ୍ ଦ୍ୱାରା ଏକ ବଡ଼ଧରଣର ହେରୋଇନ୍ ଚାଲାଣ ରାକେଟକୁ ଠାବ କରାଯାଇଛି । ରାତି ସମୟରେ ପାକିସ୍ତାନରୁ ଏତେ ପରିମାଣର ହେରୋଇନ୍ ସମୁଦ୍ର ପଥ ଦେଇ ଭାରତକୁ ଆସୁଥିଲା । ଏହି ଚାଲାଣ ନେଇ ପୂର୍ବରୁ…

ଶାସନ ବ୍ୟବସ୍ଥାରେ ସ୍ୱଚ୍ଛ ପାଇଁ ବଡ଼ ପଦକ୍ଷେପ, କ୍ୟାବିନେଟ୍‌କୁ ୮ଟି ଦଳରେ ବିଭକ୍ତ କଲେ ମୋଦି

ନୂଆଦିଲ୍ଲୀ: ଦେଶର ଶାସନ ବ୍ୟବସ୍ଥାକୁ ଶାଣିତ, ଦକ୍ଷ ଓ ସ୍ୱଚ୍ଛ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରା କ୍ୟାବିନେଟକୁ ୮ଟି ଦଳରେ ଭାଗ କରିଛନ୍ତି । ୭୭ ଜଣ ମନ୍ତ୍ରୀଙ୍କୁ ୮ ଭାଗରେ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରୁ ମିଳିଲା ୫ କୋଟି ଟଙ୍କାର ୨ଟି ଘଣ୍ଟା, ଏୟାରପୋର୍ଟରେ ହେଲା ଜବତ

ମୁମ୍ବାଇ: ଟି୨୦ ବିଶ୍ୱକପ୍ ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ବାହାର କରିଦିଆଯାଇଛି । ଦଳରୁ ବାହାରିବା ପରେ ଏହି ଅଲରାଉଣ୍ଡର୍ ଅଡ଼ୁଆରେ ପଡ଼ିଛନ୍ତି । ଏବେ ସେ ଆଉ ଏକ…

ଚୀନ୍‌ରେ କରୋନାର ନୂଆ ଘାତକ ଲହର: ବିଶ୍ୱବିଦ୍ୟାଳୟର ୧୫ ଶହ ଛାତ୍ରଙ୍କୁ କରାଗଲା ଆଇସୋଲେଟ୍‌, କ୍ୟାମ୍ପସ ସିଲ୍‌

ବେଜିଂ: କରୋନା ଭୂତାଣୁ ସହ ଲଢେଇ ଭିତରେ କିଛି ଦିନର ଆଶ୍ୱସ୍ତି ପରେ ପୁଣି ଆସିଲାଣି ଚିନ୍ତାଜନକ ଖବର । ଚୀନରୁ ଜନ୍ମ ନେଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ପୁଣି ଥରେ ଚୀନରେ ପ୍ରକୋପ ଜାହିର କଲାଣି ।…

କୋହଲିଙ୍କୁ ବିରୋଧ କଲା LGBTQ ସମୁଦାୟ ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରିଛି ଏଲଜିବିଟିକ୍ୟୁ ସମୁଦାୟ । ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ଏଲଜିବିଟିକ୍ୟୁ ସମୁଦାୟର ପ୍ରବେଶ ଉପରେ ଜାରି କରାଯାଇଥିବା କଟକଣାକୁ ନେଇ ଅନଲାଇନ…

୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛାଡ଼ିଲା ପାକିସ୍ତାନ; ଚାରି ବର୍ଷ ଧରି ଥିଲେ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନ ସରକାର ୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି । ଏହି ସବୁ ମତ୍ସ୍ୟଜୀବୀମାନେ ସୋମବାର ଅଟାରୀ-ୱାଘା ବର୍ଡର ଯୋଗେ ଭାରତରେ ପହଞ୍ଚିଛନ୍ତି । ସେମାନେ କହିଛନ୍ତି ଚାରି ବର୍ଷ ଧରି ସୋମାନେ…

କରୋନା ସମୟରେ ଅନାଥ ପିଲାଙ୍କୁ ପିଏମ କେୟାରରୁ ତୁରନ୍ତ ସାହାଯ୍ୟ ଦିଆଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୋଭିଡ୍-୧୯ରେ ବାପ-ମାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କୁ ପିଏମ କେୟାର ଫର ଚିଲଡ୍ରେନ ସ୍କିମ ଆଧାରରେ ତୁରନ୍ତ ସାହାଯ୍ୟ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…

କର୍ଣ୍ଣଲଙ୍କ ମୃତ୍ୟୁର ପ୍ରତିଶୋଧ: ୩ ଉଗ୍ରବାଦୀଙ୍କୁ ନିପାତ କଲା ଆସାମ ରାଇଫଲ୍ସ

ନୂଆଦିଲ୍ଳୀ: କର୍ଣ୍ଣଲଙ୍କ ମୃତ୍ୟୁର ଦୁଇ ଦିନ ମଧ୍ୟରେ ଏହାର ପ୍ରତିଶୋଧ ନେଇଛି ଆସାମ ରାଇଫଲ୍ସ । ସ୍ତ୍ରୀ, ପୁଅ ଓ ୪ ଜଣ ଯବାନଙ୍କ ସହିତ ଯାଉଥିବା ବେଳେ ଉଗ୍ରବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ଆସାମ ରାଇଫଲ୍ସର…

Crypto Currency ଉପରେ ଲାଗିବନି ରୋକ୍: ଖୁବ୍ ଶୀଘ୍ର ଗାଇଡ ଲାଇନ ନେଇ ସଂସଦୀୟ କମିଟିର ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ କ୍ରିପ୍ଟୋ କରେନ୍ସିର ବ୍ୟବହାରକୁ ନେଇ ଆସିଛି ବଡ ନିଷ୍ପତ୍ତି । ଦେଶରେ ଏହି କ୍ରିପ୍ଟୋ କରେନ୍ସିକୁ ଅବୈଧ ବୋଲି ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ସୋମବାରର ସଂସଦୀୟ କମିଟି…

ଏଣିକି ରାତିରେ ବି ହୋଇପାରିବ ପୋଷ୍ଟମର୍ଟମ, କେନ୍ଦ୍ର ଆଣିଲା ଗାଇଡଲାଇନ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ଗାଇଡଲାଇନରେ ସଂଶୋଧନ କଲା କେନ୍ଦ୍ର । ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ । ରାତି ଦିନ ଯେକୌଣସି ସମୟରେ ହୋଇପାରିବ ପୋଷ୍ଟମର୍ଟମ । ଏନେଇ ଟ୍ୱିଟ କରି ଜଣାଇଛନ୍ତି କେନ୍ଦ୍ର…