
Browsing Category
ଦେଶ
କର୍ଣ୍ଣାଟକର ପ୍ରଥମ ଓମିକ୍ରନ୍ ପଜିଟିଭ୍ ଫେରାର୍, ଫେକ୍ ନେଗେଟିଭ୍ ରିପୋର୍ଟ ଦେଖାଇ ମାରିଛନ୍ତି ଚମ୍ପଟ
ନୂଆଦିଲ୍ଲୀ: କର୍ଣ୍ଣାଟକରୁ ପ୍ରଥମ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ହେଲେ ଶୁକ୍ରବାର ଦିନ ସେ କେଉଁ ଆଡେ ଫେରାର୍ ହୋଇଯାଇଛନ୍ତି । ଏକ ପ୍ରାଇଭେଟ୍ ଲ୍ୟାବ୍ ରେ ନେଗେଟିଭ୍ ରିପୋର୍ଟ ପ୍ରସ୍ତୁତ କରି ସେ ଫେରାର୍…
‘କ୍ରସ୍-ଜେଣ୍ଡର୍’ ମସାଜ୍ ଯୌନ ଗତିବିଧି ନୁହେଁ: ହାଇକୋର୍ଟ
ନୂଆଦିଲ୍ଲୀ: "କ୍ରସ୍ ଜେଣ୍ଡର" ମସାଜ୍ ଯୌନ କାର୍ଯ୍ୟକଳାପର ଅସ୍ତିତ୍ୱକୁ ସୂଚିତ କରେ ନାହିଁ । ଏହିଭଳି କିଛି କହିଛନ୍ତି ଦିଲ୍ଳୀ ହାଇକୋର୍ଟ । ସହରରୁ କ୍ରସ୍ ଜେଣ୍ଡର୍ ମାଲିଶ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ସମ୍ବନ୍ଧରେ…
ଏହି ସହରରେ ଟିକା ନେଇ ପାଆନ୍ତୁ ଟିଭି, ଫ୍ରିଜ୍, ୱାସିଂ ମେସିନ୍; ୨୭ ଡିସେମ୍ବରରେ ବାହାରିବ ଲକି ଡ୍ର’
ହିଙ୍ଗୋଲି : କରୋନାର ନୂଆ ଭାରିଆଣ୍ଟର ଏଣ୍ଟ୍ରି ପରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାକରଣ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଯୋଜନା ଆରମ୍ଭ କରିଛି ମହାରାଷ୍ଟ୍ରର ହିଙ୍ଗୋଲି…
ଫ୍ଲାଇଟ୍ ବନ୍ଦ କରିଥିଲେ ଭାରତରେ ଏଣ୍ଟ୍ରି କରିିନଥାନ୍ତା ଓମିକ୍ରନ: କେଜରିୱାଲ
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କର୍ଣ୍ଣାଟକରେ ୨ଟି ମାମଲା ଚିହ୍ନଟ ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ନମୂନା ଟେଷ୍ଟ ପାଇଁ ପଠାଯାଇଛି । ଦକ୍ଷିଣ…
୯ ବର୍ଷର ବାଳକ କରୁଥିଲା ଅଶ୍ଳୀଳ ଭିଡିଓ ଭାଇରାଲ୍, ଜେରାରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଅଜବଗଜବ ଘଟଣାମାନ ସାମନାକୁ ଆସୁଛି । ଗୋଟିଏ ୯ ବର୍ଷର ବାଳକ ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ୍ କରୁଥିଲା । ପୋଲିସ୍ ଏହି ଖବର ପାଇବା ପରେ ତା ବିରୋଧରେ ମାମଲା ରୁଜୁ କରିଛି ।…
ବଢ଼ିଲାଣି ଓମିକ୍ରନ୍ ସଙ୍କଟ! ଜୟପୁରରେ ଗୋଟିଏ ପରିବାରର ୯ଜଣ ପଜିଟିଭ୍, ଦକ୍ଷିଣ ଆଫ୍ରିକା ଫେରନ୍ତା ସାମିଲ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା କୋଭିଡ୍ ର ନୂନତ ପ୍ରଜାତି ଓମିକ୍ରନ୍ ବିପଦ ଭାରତରେ ବଢ଼ିବାକୁ ଲାଗିଛି । କର୍ଣ୍ଣାଟକରେ ଦୁଇ ଜଣ ଠାରେ ଓମିକ୍ରନ୍ ଚିହ୍ନଟ ଦେଖିବାକୁ ମିଳିସାରିଲାଣି । ଏବେ ଏମାନଭ୍କ…
ଭାରତରେ ୪୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ଆବଶ୍ୟକ; ବୈଜ୍ଞାନିକ ଦେଲେ ପରାମର୍ଶ
ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଆଶଙ୍କା ଓ ନୂଆ କରୋନା ଭାରିଆଣ୍ଟ ଓମିକ୍ରନର ପ୍ରବେଶକୁ ନେଇ ବୁଷ୍ଟର ଡୋଜ ଲଗାଇବା ଉପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତୀୟ SARS-CoV-2 ଜେନେଟିକ୍ସ କନ୍ସୋର୍ଟିୟମ ବା…
‘ଓମିକ୍ରନ୍’ ଭୟ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୧୦ ବିଦେଶୀ ହେଲେ ଗାୟବ୍, ଫୋନ୍ ବି ରହିଛି ବନ୍ଦ
ନୂଆଦିଲ୍ଲୀ: ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୦ ଜଣ ବିଦେଶୀ କେଉଁ ଆଡେ ଗାୟବ୍ ହୋଇଯାଇଛନ୍ତି । ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ ଅଧିକାରୀ ମାନେ ଉକ୍ତ ୧୦ ଜଣ ଯାତ୍ରୀଙ୍କ ସହିତ ଯୋଗାଯୋଗ…
ସାମନାକୁ ଆସିଲା ୨୦୨୧ ସର୍ବାଧିକ ସର୍ଚ୍ଚ ଲିଷ୍ଟ୍; ପ୍ରଧାନମନ୍ତ୍ରୀ-ଆର୍ଯ୍ୟନ୍ ଖାନ୍- ସିଦ୍ଧାର୍ଥ ଶୁକ୍ଲା, ଜାଣନ୍ତୁ କିଏ ରହିଛି ଆଗରେ
ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରକାଶ ପାଇଛି ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା ବ୍ୟକ୍ତି ବିଶେଷଙ୍କ ତାଲିକା । ଏବେ ଏହା ଅନଲାଇନ୍ ରିଲିଜ୍ ହୋଇଯାଇଛି । ଚଳିତ ବର୍ଷ ଆର୍ଯ୍ୟନ୍ ଖାନଙ୍କ ନାଁ ଏହି…
ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ୫ ଲୋକ ପଜିଟିଭ୍, ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କରୋନାରନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭାରତରେ ପ୍ରବେଶ କରିସାରିଛି । କର୍ଣ୍ଣାଟକରେ ଏହାର ୨ଟି ମାମଲା ସାମ୍ନାକୁ ଆସିଛି, କିନ୍ତୁ ଏହାରି ମଧ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂରୁ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା…