Browsing Category

ଦେଶ

ଲରେନ୍ସଙ୍କ ମ୍ୟୁଜିକ ଭିଡିଓରେ ସଲମାନ, ସୋସିଆଲ ମିଡିଆରେ ହେଉଛ ଭାଇରାଲ

ନୂଆଦିଲ୍ଲୀ: ସାବରମତୀ ଜେଲରେ ସଜା କାଟୁଥିବା ଲରେନ୍ସ ବିଷ୍ଣୋଇଙ୍କୁ ନେଇ ନୂଆ ମ୍ୟୁଜିକ ଭିଡିଓ ଆସିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚହଳ ପଡ଼ିଛି । ଏହି ଆଲବମରେ ସଲମାନ ଖାନ୍, ବାବା ସିଦ୍ଦିକିଙ୍କ ଫଟୋ ମଧ୍ୟ…

ସୁନା ବିକ୍ରିକୁ ନେଇ କଡ଼ା ନିୟମ ଆଣିଲେ ସରକାର: ବିନା ହଲମାର୍କିଂ ଅଳଙ୍କାର ବିକିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିନା ହଲମାର୍କିଂରେ ସୁନା ଗହଣା ଏବେ ବି ଦେଶର ଅନେକ ସ୍ଥାନରେ ବିକ୍ରି ହେଉଛି। ହଲମାର୍କିଂ ବିନା ବିଭିନ୍ନ ରାଜ୍ୟର ଆଉ ୧୮ଟି ଜିଲ୍ଲାରେ ସୁନା ଗହଣା ବିକ୍ରି ହେବ ନାହିଁ ବୋଲି ସରକାର ଗୁରୁବାର ଘୋଷଣା…

ରାତିରେ AC ଲଗାଇ ଶୋଇଥିଲେ, ସକାଳେ ବିଛିଗଲା ମୃତଦେହ : ହାଇ-ରାଇଜ୍ ସୋସାଇଟର ଗୋଟିଏ ଭୁଲ ପରିବାର ଉପରେ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ : ଚେନ୍ନାଇର ଜଣେ ବ୍ୟାଙ୍କ ମ୍ୟାନେଜର ବହୁ ପରିଶ୍ରମ କରି ଏକ ହାଇ-ରାଇଜ୍ ଆପାର୍ଟମେଣ୍ଟରେ ଏକ ଘର କିଣିଥିଲେ । ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଏଠାରେ ରହୁଥିଲେ । ସବୁକିଛି ଠିକ୍ ଚାଲିଥିଲା ।…

ଯବାନଙ୍କ ଗୁଳିରେ ୫ ମାଓବାଦୀ ମୃତ, ଜବତ ହେଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ଛତିଶଗଡ଼ରେ ଯବାବ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ ଯବାନଙ୍କ ଗୁଳିରେ ୫ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏହି ଗୁଳି ବିନିମୟ ଘଟିଛି । ସୂଚନା ମୁତାବକ,…

ଜଙ୍ଗଲରେ ଦୁଇ ବାଘୁଣୀଙ୍କ ଭିତରେ ଭୟଙ୍କର ଲଢ଼େଇ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର‌୍ୟ ସଂରକ୍ଷଣ (Tadoba-Andhari Tiger Reserve in Maharastra)ରେ ଦୁଇ ବାଘୁଣୀଙ୍କ ମଧ୍ୟରେ ଭୟଙ୍କର ଲଢ଼େଇର ଏକ ପୁରୁଣା ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ…

ମଣିପୁର ହିଂସା: ଜିରିବାମରେ ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଆସାମ ସୀମା ନିକଟ ମଣିପୁରର ହିଂସାପ୍ରବଣ ଜିରିବାମ ଜିଲ୍ଲାରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜିଲ୍ଲାର ଜିରିମୁକ ଗାଁ ନିକଟ ଜିରି ନଦୀରେ ମୃତଦେହ ଭାସୁଥିବା…

ନର୍ସ ମାରିଲେ ଦିଆସିଲି ହୁତୁ ହୁତୁ ହୋଇ ଜଳିଲା ଏନଆଇସିୟୁ ୱାର୍ଡ… ନିଆଁ ଲାଗିଲା ପରେ ବି ବାଜିଲାନି ଆଲାର୍ମ

ଝାନ୍ସୀ: ଉତ୍ତର ପ୍ରଦେଶ ଝାନ୍ସୀ ସ୍ଥିତ ରାଣୀ ଲକ୍ଷ୍ମୀ ବାଈ ଡାକ୍ତରଖାନାରେ ଘଟିଯାଇଛି ଏକ ବଡ଼ ଅଘଟଣ । ଯେଉଁଥିରେ ୧୦ ନବଜାତ ଦୁନିଆ ଦେଖିବା ପୂର୍ବରୁ ପ୍ରାଣ ହରାଇଛନ୍ତି । ଏନଆଇସିୟୁରେ ନିଆଁ ଲାଗିବା କାରଣରୁ…

ସହରରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ; ମୋମୋ ବିକ୍ରେତାଙ୍କ ଉପରେ ଫେଭିକ୍ୱିକ୍ ମାଡ଼, ପୋଲିସର ତଦନ୍ତ ଜାରି

ଗ୍ୱାଲିୟର: ଦିନକୁ ଦିନ ବିଭିନ୍ନ ରାଜ୍ୟରେ ଦୁର୍ବୃତ୍ତଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଦାଦାବଟି, ହତ୍ୟା, ଲୁଟ୍ ଭଳି ଘଟଣା ମାଧ୍ୟମରେ ସହରରେ ଆତଙ୍କ ଖେଳାଇ ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି କରୁଛନ୍ତି । ନିକଟରେ…

ଗାଡ଼ି ଢାଞ୍ଚା ବଦଳାଇବାକୁ ଚାହୁଁଥିଲେ ହୁସିଆର… ୧୧ ମାସରେ କଟିଲାଣି ୧୧ ଲକ୍ଷ ଚାଲାଣ

କୈଥଲ: ଗାଡ଼ି ଚାଳନା ଓ ସଡ଼କ ସୁରକ୍ଷାକୁ ସରକାରୀ ସ୍ତରରେ ବହୁ କଡ଼ା ନିୟମ ପାଳନ କରାଯାଉଛି । ଗାଡ଼ି କାଗଜପତ୍ରଠାରୁ ଆରମ୍ଭ କରି ହେଲମେଟ୍ ଏବଂ ଗାଡ଼ିରେ କୌଣସି ଅପମାନଜନକ ଷ୍ଟିକର ବ୍ୟବହାର ଇତ୍ୟାଦି । ହରିୟାଣାରେ ଗାଡ଼ି…

ସବୁଠାରୁ ଖରାପ ପାସୱାର୍ଡର ଲିଷ୍ଟ ଜାରି, ଏହା ହେଉଛି ଭାରତରେ ସର୍ବାଧିକ ବ୍ୟବହୃତ ପାସୱାର୍ଡ

ନର୍ଡପାସ୍ ନିକଟରେ ଏହାର ବାର୍ଷିକ ଅନୁସନ୍ଧାନ "ଟପ୍ ୨୦୦ ମୋଷ୍ଟ କମନ୍ ପାସୱାର୍ଡ" ର ଷଷ୍ଠ ସଂସ୍କରଣ ଜାରି କରିଛି, ଯାହା ୪୪ ଟି ଦେଶରେ ସର୍ବାଧିକ ବ୍ୟବହୃତ ପାସୱାର୍ଡଗୁଡ଼ିକୁ ତାଲିକାଭୁକ୍ତ କରିଛି । ଏହି ରିପୋର୍ଟ…