CHARIDHAM
Browsing Category

ଦେଶ

କଣ ପାଣିରେ କମିଯିବ ବାୟୁ ପ୍ରଦୂଷଣ? ୧୧୪ ଟ୍ୟାଙ୍କର୍ ଯୋଗେ ରାଜଧାନୀରେ ଜଳ ସିଞ୍ଚନ ଆରମ୍ଭ

ନୂଆଦିଲ୍ଳୀ: ଦେଶରେ ସବୁଠାରୁ ପ୍ରଦୂଷଣର ସହର କହିଲେ ଜଣାଯାଏ ରାଜଧାନୀ । ଏଠାରେ ପ୍ରଦୂଷଣ ମାତ୍ରା ସର୍ବଦା ଅଧିକ ରହିଥାଏ । ତେଣୁ ଏଠାକାର ଲୋକମାନେ ନିଶ୍ୱାସ ନେବା କଷ୍ଟକର୍ । ତା ଉପରେ ପୁଣି ବର୍ତ୍ତମାନ ଦୀପାବଳୀରେ…

ବାଣ ଫୁଟାଉଥିଲେ ଥିଲେ ସ୍ୱାସ୍ଥ୍ୟକର୍ମୀ, ଚାଲିଗଲା ପ୍ରସୂତି ବିଭାଗରେ ଚିକିତ୍ସାଧୀନ ଥିବା ମହିଳାଙ୍କ ଜୀବନ

ଭୋପାଳ: ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳାର ଖବର ଅନେକ ସମୟରେ ଆସିଥାଏ । ଦ୍ୱିତୀୟ ଭଗବାନ କୁହାଯାଉଥିବା ଏହି ସ୍ୱାସ୍ଥ୍ୟକର୍ମୀଙ୍କ ସାଂଘାତିକ ଅବହେଳା ଯୋଗୁଁ ଅନେକ ସମୟରେ ରୋଗୀଙ୍କ ଜୀବନ ସଙ୍କଟରେ ପଡ଼ିଥାଏ । ତେବେ ସେହିଭଳି…

ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଜେପି ନଡ୍ଡାଙ୍କ ସମେତ ସମସ୍ତ ରାଜ୍ୟର ପାର୍ଟି ଅଧ୍ୟକ୍ଷ ଓ ମହାସଚିବ ସାମିଲ ହେବେ

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ): କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବନ୍ଦ ରହିଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଜାମିନ ଆବେଦନ ଖାରଜ, ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ଅନିଲ ଦେଶମୁଖ

ମୁମ୍ବାଇ: ମୁମ୍ବାଇ ପିଏମଏଲଏ କୋର୍ଟ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନ ଖାରଜ କରି ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠାଇଛନ୍ତି । ମୁମ୍ବାଇ ପୂର୍ବତନ କମିଶନର ପରମବୀର ସିଂହ ଅନିଲ ଦେଶମୁଖଙ୍କ…

ଜେଲରେ ଆଶାରାମ ବାପୁଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା; ଏମ୍ସ ଆଇସିୟୁରେ ଭର୍ତ୍ତି, ୪୮ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲ ଅବଜରଭେସନରେ

ନୂଆଦିଲ୍ଲୀ: ଆତ୍ମଘୋଷିତ ଭଗବାନ ଆଶାରାମ ବାପୁଙ୍କୁ ଶନିବାର ଯୋଧପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍‌ସ )ର ଆଇସିୟରେ ଭର୍ତ୍ତି କରାଯାଇଛି । ପରିସ୍ରା ସଂକ୍ରମଣ ଏବଂ ଲିଭର ସମସ୍ୟା ଯୋଗୁ…

ବିଶ୍ୱର ଲୋକପ୍ରିୟ ନେତାଙ୍କ ମଧ୍ୟରେ ମୋଦୀ ପ୍ରଥମ; ପଛରେ ପଡିଲେ ବିଡେନ୍ ଓ ମର୍କେଲ

ନୂଆଦିଲ୍ଲୀ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ଆଉ ଏକ ଅନ୍ତର୍ଜାତୀୟ ସ୍ୱୀକୃତି । ଦ ମର୍ଣ୍ଣିଙ୍ଗ କନସଲ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୋଦୀ ବିଶ୍ୱର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ…

ବିଜେପି ନେତା ୱାଙ୍ଖେଡେଙ୍କ ଚେଲା; ସମସ୍ତଙ୍କ ପୋଲ୍ ଖୋଲିବି

ମୁମ୍ବାଇ: ସମୀର ୱାଙ୍ଖେଡେ ଓ ନୱାବ ମଲିକ୍ ବିବାଦ ନୂଆ ମୋଡ ନେଇଛି । ନିୟମିତ ଭାବରେ ସମୀର ୱାଙ୍ଖେଡେଙ୍କୁ ସମାଲୋଚନା କରୁଥିବା ନୱାବ ଶନିବାର ଆଉ ଥରେ ଆକ୍ରମଣ କରିଛନ୍ତି । ବିଜେପି ନେତାଙ୍କୁ ସମୀରଙ୍କ ଚେଲା ବୋଲି…

ମଝି ରାସ୍ତାରେ ଫାଟିଲା ତେଲ ଟ୍ୟାଙ୍କର; ଜୀଅନ୍ତା ଜଳିଗଲେ ୯୧

ନୂଆଦିଲ୍ଲୀ: ଏକ ତେଲ ଟ୍ୟାଙ୍କର ଫାଟିବା ଫଳରେ ୯୧ ଜଣଙ୍କ ପ୍ରାଣହାନି ଘଟିଛି । ଆଫ୍ରିକୀୟ ରାଷ୍ଟ୍ର୍ର ସିଏରା ଲିଓନରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଅନ୍ୟୁନ ୯୧ ଲୋକ ଜୀଅନ୍ତା ଜଳି ଯାଇଥିବା…

କୋଭିଡ୍ ହସ୍ପିଟାଲ ଅଗ୍ନିକାଣ୍ଡ ଟ୍ରାଜେଡି; ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ

ମୁମ୍ବାଇ: ମହାରାଷ୍ଟ୍ର ଅହମ୍ମଦନଗର ହସ୍ପିଟାଲରେ ନିଆଁଲାଗି ୧୦ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥବା ସୂଚନା ଅନୁସାରେ ହସ୍ପିଟାଲରେ ୨୫ ଜଣ ରୋଗୀ ଆଇସିୟୁରେ ଚିକିତ୍ସିତ…

ରାସନ ସାମଗ୍ରୀ କମ ଦେଉଛି କି ଆପଣଙ୍କ ଡିଲର: ଏହି ଟୋଲ ଫ୍ରି ନମ୍ବରରେ କରନ୍ତୁ ଅଭିଯୋଗ

ଭୁବନେଶ୍ୱର/ ନୂଆଦିଲ୍ଳୀ: ରାସନ କାର୍ଡ ଏମିତ ଏକ ଡକ୍ୟୁମେଣ୍ଟ ଯାହାଦ୍ୱାରା ଗରିବ ଲୋକଙ୍କୁ ଶସ୍ତାରେ ରାସନ ସାମଗ୍ରୀ ମିଳିଥାଏ । ତେବେ ଅନେକ ଥର ରାସନ ବଣ୍ଟନ ଦାୟିତ୍ୱରେ ରହିଥିବା ଡିଲର ନିଜ ଦାୟିତ୍ୱ ଖିଲାପ କରିଥାଏ ।…