Browsing Category

ଦେଶ

ପ୍ରିୟଙ୍କା ଗାନ୍ଧୀଙ୍କ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ସିଦ୍ଧୁ, ବନ୍ଦ ହେବ କି ପଞ୍ଜାବ କଂଗ୍ରେସରେ ମତଭେଦ?

ନୂଆଦିଲ୍ଲୀ: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେବି ଶାସକ କଂଗ୍ରେସ ଦଳରେ ଜାରି ରହିଛି ଅର୍ନ୍ତକନ୍ଦଳ । ସେପଟେ ଆଜି ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରାହୁଲ…

ପିଲାଙ୍କ ଠାରେ କରୋନା ସଂକ୍ରମଣକୁ ନେଇ ଭ୍ରମିତ ହୁଅନ୍ତୁ ନାହଁ, ବିଶେଷଜ୍ଞ ଦେଲେ ଉତ୍ତର

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଗୁଜବ ମଧ୍ୟ ପ୍ରଚାରିତ ହୋଇଥିଲା । ତେବେ ଏହି ସବୁ ଗୁଜବର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର । ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ୍ ପିଲାମାନଙ୍କ ମଧ୍ୟରେ କରୋନା ସହ ଜଡିତ…

‘ମରିଯାଅ’ ବୋଲି ଅଭିଭାବକଙ୍କୁ କହିଲେ ମଧ୍ୟ ପ୍ରଦେଶ ଶିକ୍ଷାମନ୍ତ୍ରୀ! ଶକ୍ତିମନ୍ତ୍ରୀ ବି ଦେଲେ ବିବାଦୀୟ ମତ

କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି ସବୁ ବର୍ଗର ଲୋକ । ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇଛି । ତେବେ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମଧ୍ୟ ପ୍ରଦେଶର ଶିକ୍ଷାମନ୍ତ୍ରୀଙ୍କ…

ବୟସ ମାତ୍ର ୧୪, ହେଲେ ମନେ ରଖିଛନ୍ତି ୯୧ ଦେଶର ରାଷ୍ଟ୍ରୀୟ ସଙ୍ଗୀତ

ନୂଆଦିଲ୍ଲୀ: ସାଧାରଣତଃ ଆମେ ଅନ୍ୟ ଦେଶର ଭାଷାକୁ ସହଜରେ ବୁଝି ପାରିନଥାନ୍ତି । ଏହାକୁ ବୁଝିବାକୁ ମଧ୍ୟ ଆମକୁ ସମୟ ଲାଗିଥାଏ । ତେବେ ଆମେ ଏମିତି ଜଣେ ବାଳକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ବିଭିନ୍ନ ଦେଶର…

ଅଶ୍ଲୀଳ କଣ୍ଟେଣ୍ଟ ପ୍ରତ୍ୟାହାର ନକଲେ କାର୍ଯ୍ୟାନୁଷ୍ଠାନ; ଟ୍ୱିଟ୍ଟରକୁ ମହିଳା କମିଶନଙ୍କ ଚେତାବନୀ

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଟ୍ୱିଟ୍ଟର ନିମନ୍ତେ ଏକ ପତ୍ର ଲେଖିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ରହିଥିବା ସମସ୍ତ ଅଶ୍ଲୀଳ ଶୀର୍ଷକ ହଟାନଗଲେ…

ସାଧାରଣ ଲୋକଙ୍କୁ ବଡ଼ ଝଟକା: ବଢ଼ିଲା ଅମୁଲ କ୍ଷୀରର ଦାମ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କରୋନା କାଳରେ ପେଟ୍ରୋଲ-ଡିଜେଲ, ଖାଇବା ତେଲ ଦର ମହଙ୍ଗା ହେଉଥିବା ବେଳେ ଏବେ ସାଧାରଣ ଲୋକଙ୍କୁ ଲାଗିଛି ବଡ଼ ଝଟକା । ଏଣିକି ଲୋକମାନଙ୍କୁ ମହଙ୍ଗା ଦରରେ କ୍ଷୀର କିଣିବାକୁ ପଡ଼ିବ । ଅମୁଲ କମ୍ପାନୀ କ୍ଷୀରର…

ହତ୍ୟା ଧମକ ଦେଇ ଅଡୁଆରେ ଶଶୀକଳା: ଥାନାରେ ରୁଜୁ ହେଲା ମାମଲା

ଚେନ୍ନାଇ: ଦିବଙ୍ଗତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶୀକଳା ହତ୍ୟା ଧମକ ପାଇଁ ଅଡୁଆରେ ପଡିଛନ୍ତି । ପୂର୍ବତନ ତାମିଲନାଡୁ ଆଇନମନ୍ତ୍ରୀ ତଥା ଏଆଇଡିଏମକେ ନେତା ସି ଭି ସନମୁଗମ…

ଦିଲିପ କୁମାର ଓ ନସୀରୁଦ୍ଦିନ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ; କେମିତି ଅଛନ୍ତି ଜାଣନ୍ତୁ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଦିଲୀପ କୁମାର ପୁଣି ଅସୁସ୍ଥ । ରିପୋର୍ଟ ଅନୁଯାୟୀ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ସମୟରେ ୯୮ ବର୍ଷୀୟ ଦିଲୀପ କୁମାର ମୁମ୍ବାଇର ପି.ଡି…

ଭାରତରେ ପୁରୁଷଙ୍କ ତୁଳନାରେ କମ୍ ମହିଳା ନେଉଛନ୍ତି କରୋନା ଟିକା

ନୂଆଦିଲ୍ଲୀ: ଭାରତରେ ଜାନୁଆରୀ ୧୬ ଠାରୁ ଆରମ୍ଭ ହୋଇଛି ଟିକାକରଣ । ୧୨ରୁ ୨୯ ଜୁନ ମଧ୍ୟରେ ଆଠ ଦିନରେ ଭାରତରେ କାନାଡାର ଜନସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଟିକା ଦଆଯାଇଛି । ଏବେ କେନ୍ଦ୍ର ସରକାର ଭାକ୍ସିନ୍ ନିର୍ମାତାଙ୍କ…

ଖୁସି ଖବର : DELTA ଭାରିଆଣ୍ଟ ବିପକ୍ଷରେ ପ୍ରଭାବଶାଳୀ କୋଭାକ୍ସିନ୍

ହାଇଦ୍ରାବାଦ: ପ୍ରଥମ ଭାରତୀୟ କରୋନା ଟିକା କୋଭାକ୍ସିନକୁ ନେଇ ଆଉ ଏକ ଖୁସି ଖବର । କରୋନା ଭାଇରସର ପରିବର୍ତ୍ତିତ ରୂପ DELTA ଭାରିଆଣ୍ଟ ବିପକ୍ଷରେ ଲଢିବାରେ ଏହି ସ୍ୱଦେଶୀ ଟିକା ସଫଳ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…