Browsing Category

ଦେଶ

ଦେଶବ୍ୟାପୀ ଅକ୍ସିଜେନ୍ ଆବଣ୍ଟନ ନେଇ ତିଆରି ହେଲା ୧୨ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : କରୋନା ଭାଇରସର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ ହେଉଥିବା ଅକ୍ସିଜେନର ଅଭାବକୁ ନେଇ ସୁପ୍ରିମକୋର୍ଟ ଶନିବାର ୧୨ ସଦସ୍ୟ ବିଶିଷ୍ଟ ଏକ ଟାସ୍କ…

ଅକ୍ସିଜେନ ସମସ୍ୟା ଦୂର ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ରୂପରେ ମାଡିଚାଲିଛି । ରୋଗୀଙ୍କ ଲାଗି ଅକ୍ସିଜେନ ସମସ୍ୟା ଦେଖା ଯାଉଥିବାରୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି।…

‘ଗୋ ମୂତ୍ର’ ପିଇବା ଦ୍ୱାରା ଦୂର ହେବ କରୋନା:ବିଜେପି ବିଧାୟକଙ୍କ ମନ୍ତବ୍ୟ

ଉତ୍ତରପ୍ରଦେଶ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର କରୋନା…

କରୋନା ସାଇବର୍ ଅପରାଧ: ଅନଲାଇନରେ ମିଳୁଛି ନକଲି ରେମଡେସିଭର୍ ଇଞ୍ଜେକସନ୍, ଭୁଲରେ ବି କିଣନ୍ତୁ ନାହିଁ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଯଦି ଆପଣ ମାନେ କରୋନା ରୋଗୀଙ୍କ ପାଇଁ ଅନଲାଇନ୍ ରେ ରେମଡେସିଭର୍ ଇଞ୍ଜେକସନ୍ ଆଣୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ବର୍ତ୍ତମାନ ସମୟରେ ରେମଡେସିଭର୍ ର ଚାହିଦା ଥିବା…

ଇଟାୱା ସଫାରି ପାର୍କରେ ଦୁଇଟି ସିଂହୀ କରୋନା ପଜିଟିଭ ଚିହ୍ନଟ

ଉତ୍ତରପ୍ରଦେଶ ୦୮ । ୦୫ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ଇଟାୱା ସଫାରି ପାର୍କରେ ଦୁଇଟି ସିଂହୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଂହୀ ଦୁଇଟିଙ୍କ ନମୁନା ପରୀକ୍ଷା କରାଯିବାରୁ ସେମାନେ କରୋନା ଆକ୍ରାନ୍ତ…

ହସ୍ପିଟାଲରେ ଆଡମିଶନ ପାଇଁ ଲୋଡାନାହିଁ ପଜିଟିଭ୍ ରିପୋର୍ଟ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : କେନ୍ଦ୍ର ସରକାର ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ହାରକୁ ଦେଖି କୋଭିଡ୍ ନୀତିରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ତେବେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…

ଜେଲରେ କଏଦୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଆଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଜେଲ୍ ମାନଙ୍କରେ କରୋନା ସଂକ୍ରମଣ ଲଗାତର ବଢ଼ିବାରେ ଲାଗିଛି । ଅନେକ କଏଦୀ ଏକାଠି ରହୁଥିବା ବେଳେ ସେମାନଙ୍କ ଠାରେ ସଂକ୍ରମଣ ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏହାକୁ ନଜରରେ…

ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମେଡିସିନ୍ 2-DG କୁ ମିଳିଲା ଆପାତ୍ତକାଳୀନ ମଞ୍ଜୁରୀ

ନୂଆଦିଲ୍ଲୀ, ୦୮ । ୦୫ (ଓଡ଼ିଶା ଭାସ୍କର)  : କରୋନା ମହାମାରୀରେ ହନ୍ତସନ୍ତ ହେଉଥିବା ଭାରତୀୟଙ୍କ ପାଇଁ ଖୁସି ଖବର । କୋଭିଡ୍ ମୁକାବିଲା ପାଇଁ ଆଉ ଏକ ମେଡିସିନ୍ କୁ ଅନୁମତି ମିଳିଛି । ଡିଆରଡିଓର ଏକ ଲ୍ୟାବ୍…

କୋଭିଡର ତୃତୀୟ ଲହରରେ ଖୁବ୍ ଶୀଘ୍ର ନଷ୍ଟ ହୋଇଯିବ ଫୁସଫୁସ !

ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଦ୍ୱିତୀୟ ଲହର ଠାରୁ କରୋନାର ତୃତୀୟ ଲହର ଅଧିକ ଭୟଙ୍କର ବୋଲି ସୂଚନାରୁ ଜଣାପଡିଛି। କରୋନା କେତେ ବିପଜ୍ଜନକ…

ଦେଶର ୧୮୦ଟି ଜିଲ୍ଲାରେ ଗତ ୭ ଦିନ ଭିତରେ ଗୋଟିଏ ବି ମାମଲା ପଦାକୁ ଆସିନି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଭାରତରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି । କିଛିଦିନ ହେବ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର୍ କରୁଛି । ଏପରିକି ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୨ କୋଟି ପାର୍…