Browsing Category

ଦେଶ

Video; ଯୁବତୀଙ୍କୁ ବାଇକ୍‌ରେ ଘୋଷାଡ଼ି ନେବା ଘଟଣା, ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଅଭିଯୁକ୍ତ ସାଇଜ୍

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଯୁବତୀଙ୍କୁ ବାଇକ୍‌ରେ ବହୁ ଦୂର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଗଣ୍ଡଗୋଳ କରିଥିଲା। ଏହି ଘଟଣା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ…

ତାମିଲନାଡୁ ରାଜନୀତିରେ ହଟଚମଟ: ଡିଏମକେ ମନ୍ତ୍ରୀଙ୍କ ଡ୍ରାଇଭର ଛାତ୍ରୀଙ୍କୁ କଲା ଦୁଷ୍କର୍ମ, ପୋଲିସ ଅଭିଯୁକ୍ତକୁ ଦେଉଛି ସୁରକ୍ଷା

ଚେନ୍ନାଇ: ତାମିଲନାଡୁରେ ହଟଚମଟ । ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ବିଜେପି ନେତା । ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବା ସହ ଘଟଣାର ଭିଡଓ କରି କରିଛନ୍ତି ବ୍ଲାକମେଲ । ଅଭିଯୋଗ ପରେ ମଧ୍ୟ ପୋଲିସ ନେଉନି ଆକ୍ସନ…

Video; ଭାଇରାଲ୍ ହେବାକୁ ଅହିରାଜ ଫଣାକୁ କାମୁଡ଼ି ଧରିଲେ ଯୁବକ, ପାଟିରେ ବିଷ ଛାଡ଼ିଦେଲା ସାପ, ତା’ ପରେ…

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୦ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପାଇଁ ଅହିରାଜ ଫଣାକୁ ପାଟିରେ କାମୁଡ଼ି ମୃତ୍ୟୁ ବରଣ କରିଛନ୍ତି। ୱାରାଙ୍ଗଲ ଜିଲ୍ଲାର ଦେଶାଇପେଟ ଗାଁର ବାସିନ୍ଦା ମୋଚି…

ଲକ୍ଷ୍ମୀ ନାରାୟଣ ଯୋଗ: ଏହି ଦୁଇ ଶୁଭ ଗ୍ରହଙ୍କ ମିଳନ, ଧନ ଲାଭ ସହ ଚାକିରିରେ ହେବ ପ୍ରମୋସନ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିଜ ନିର୍ଦ୍ଧାରିତ ସମୟରେ ପରିକ୍ରମା କରିଥାନ୍ତି। ଅକ୍ଟୋବରରେ ବୁଧ ଓ ଶୁକ୍ର ଗ୍ରହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ…

ହରିୟାଣା ନିର୍ବାଚନ; ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି: ୨ ଜଣ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ସରଗରମ ହେଉଛି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି ପର୍ଯ୍ୟାୟରେ ୨୧ ଜଣ…

ବିଗୁଡୁଛି ସୀତାରାମ ୟେଚୁରୀଙ୍କ ସ୍ବାସ୍ଥ୍ୟାବସ୍ଥା, ଜାରି ରହିଛି ଚିକିତ୍ସା

ନୂଆଦିଲ୍ଲୀ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(CPI-M) ନେତା ସୀତାରାମ ୟେଚୁରୀଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ତେବେ ସ୍ବାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ରାହୁଲଙ୍କ ଟାର୍ଗେଟରେ ବିଜେପି ଓ ଆରଏସଏସ, ନିର୍ବାଚନକୁ ପ୍ରଭାବିତ କରି ମୋଦି ଗଢିଛନ୍ତି ସରକାର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବେ ତ୍ରିଦିବସୀୟ ଆମେରିକା ଗସ୍ତରେ । ସେଠି ସେ ଘନ ଘନ ବିଜେପି ଓ ଆରଏସଏସ ଉପରେ ଟାର୍ଗେଟ କରିଚାଲିଛନ୍ତି । ଚଳିତ ସାଧାରଣ ନିର୍ବାଚନ ଉପରେ ମଧ୍ୟ ଟିପ୍ପଣୀ ଦେଇ ଦେଶର ନିର୍ବାଚନ ବ୍ୟବସ୍ଥାର…

ସୁଖୁଙ୍କ କାର୍ଯ୍ୟକାଳ ହିମାଚଳରେ ଖେଳାଇଛି ଅରାଜକତା, ବୃଦ୍ଧି ପାଉଛି ଜନ ଅସନ୍ତୋଷ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ସାମ୍ପ୍ରତିକ କାର୍ଯ୍ୟକାଳରେ କୁଶାସନ ଓ ପ୍ରତିଶ୍ରୁତି ପୂର୍ଣ୍ଣ କରିବାରେ ବିଫଳତା ପାଇଁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ଏକଦା…

ହରିୟାଣା ବିଧାନସଭା ନିର୍ବାଚନ: ଆପ୍ ଜାରି କଲା ୨ୟ ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ ମିଳିଛି ଟିକେଟ୍ ?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ଆପ୍ ଏହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଆପ୍ ଏହାର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ୯ ଜଣଙ୍କ ମଧ୍ୟରେ ବିଜେପି-…

‘କଂଗ୍ରେସ ସଂରକ୍ଷଣ ବ୍ୟବସ୍ଥା ଶେଷ କରିବ…’, କାହିଁକି ଏପରି କହିଲେ BSP ସୁପ୍ରିମୋ ମାୟାବତୀ ?

ଲକ୍ଷ୍ନୌ: ଆମେରିକା ଗସ୍ତରେ ଅଛନ୍ତି ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ତାଙ୍କ ବୟାନକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏଥିମଧ୍ୟରେ BSP ସୁପ୍ରିମୋ…