Browsing Category

ଦେଶ

ନୂଆବର୍ଷ ପୂର୍ବରୁ ନୂଆ ଘୋଷଣା: ମଦ ପିଇବାକୁ ମିଳିବ ସ୍ୱତନ୍ତ୍ର ସୁବିଧା, ସରକାର କଲେ ନିୟମ

ଓଡ଼ିଶା ଭାସ୍କର: ଡିସେମ୍ବର ମାସ ସରି ଆସିଲାଣି । ଏବେ ସାରା ଦୁନିଆ ନୂଆବର୍ଷ ଏବଂ କ୍ରିସମାସ ପର୍ବ ପାଳନ କରିବା ପାଇଁ ଅପେକ୍ଷା କରି ରହିଛି । କେବଳ ସେତିକି ନୁହେଁ, ଏହି ୨ଟି ଦିନ ସେଲିବ୍ରେସନ କରିବା ପାଇଁ ଜୋରଦାର…

ଲୋକସଭାରେ ଆସନ୍ତାକାଲି ଆଗତ ହେବ ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କିତ ୨ଟି ବିଲ୍‍

ନୂଆଦିଲ୍ଲୀ : ଲୋକସଭାରେ ଆସନ୍ତାକାଲି ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କିତ ୨ଟି ବିଲ୍‍ ଆଗତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଆଇନ୍‍ମନ୍ତ୍ରୀ ଅର୍ଜୁନ ରାମ୍‍ ମେଘୱାଲ ଲୋକସଭାରେ ସମ୍ବିଧାନର ୧୨୯ତମ ସଂଶୋଧନ…

ଅମିତ ଶାହ ପୋଲିସଙ୍କୁ ଦେଲେ ‘ପ୍ରେସିଡେଣ୍ଟ କଲର’, କହିଲେ- ୨୦୨୬ ମଧ୍ୟରେ ନକ୍ସଲ ମୁକ୍ତ ହେବ ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ଏବଂ ସହଯୋଗ ମନ୍ତ୍ରୀ ଅମିତ ଶାହ ଆଜି ନିଜ ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ଛତିଶଗଡ଼ ପୋଲିସଙ୍କୁ ‘ପ୍ରେସିଡେଣ୍ଟ କଲର’ ପ୍ରଦାନ କରିଛନ୍ତି । ଏହି ଅବସରରେ ଛଡିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ…

ବର୍ଷକ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଏତିକି ଟଙ୍କା ଆସିଥିଲେ, ପଛରେ ପଡିଯିବ ଆଇନ, ଯୋଗାଡ ରଖନ୍ତୁ ଏହି ପ୍ରମାଣ

ନୂଆଦିଲ୍ଲୀ: ଆପଣଙ୍କ ସେଭିଙ୍ଗସ ଆକାଉଣ୍ଟରେ ଅନେକ ସୀମାରୁ ଅଧିକ କ୍ୟାସ ଜମା ହେଉନାହିଁ ତ? ଯଦି ଏହା ଉପରେ ନଜର ନାହିଁ ତେବେ ଆପଣଙ୍କ ଉପରେ ବିପଦ ଆସିପାରେ । ବର୍ଷକ ମଧ୍ୟରେ ୧୦ ଲକ୍ଷରୁ ଅଧିକ କ୍ୟାସ ଯେଉଁ ଦିନ ଆପଣଙ୍କ…

(Video) ଟ୍ରେନ ଟ୍ରାକରେ ମହିଳା, ଅଟକିଲା ଟ୍ରେନ୍, ଉଠାଇନେଲେ ଯାତ୍ରୀ

ବରେଲି- ଏବେ ରିଲ୍ସ ନିଶା ଲୋକଙ୍କ ଭିତରେ ମହାମାରୀ ପରି ବ୍ୟାପିବାରେ ଲାଗିଛି । କିଛି ଫଲୋୟର୍ସ ଓ ଶସ୍ତା ଲୋକପ୍ରିୟତା ଏମିତି ଅନ୍ଧ କରିଛି କି ଏହି ରିଲ୍ସ ମାନିଆ ନିଜ ଜୀବନକୁ ବିପନ୍ନ କରିବାକୁ ବି ପଛଉ ନାହାନ୍ତି ।…

ଚୋରା ମୋବାଇଲକୁ ଖୋଜି ବାହାର କରିବ Google: କମାଲ କରିବ ଏହି ସ୍ପେସାଲ Feature

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । ସ୍ମାର୍ଟଫୋନ ମଣିଷର ଜୀବନଶୈଳୀକୁ ଆହୁରି ସହଜ ଏବଂ ସୁବିଧା କରିଦେଇଛି । ଛୋଟରୁ ବଡ଼ ସମସ୍ତ କାମରେ ସ୍ମାର୍ଟଫୋନ…

ଆମଦାନୀ ନେତାଙ୍କୁ ନେଇ ଆଗାମୀ ନିର୍ବାଚନ ଲଢିବ ଆପ

ନୂଆଦିଲ୍ଲୀ- ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି । ଚଳିତ ନିର୍ବାଚନରେ ମଧ୍ୟ ଆପ ଏକା ଲଢିବ । ଦିଲ୍ଲୀର ସମସ୍ତ ୭୦ ସିଟରେ ନିଜର…

ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ନ କରିବା ନିଷ୍ପତ୍ତି କଂଗ୍ରେସ ପତ୍ତନର କାରଣ କହିଲେ ମଣିଶଙ୍କର ଅୟର

ନୂଆଦିଲ୍ଲୀ- ନିଜ ରାଜନୈତିକ ଜୀବନକୁ ନେଇ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଅୟର ଲେଖିଥିବା ପୁସ୍ତକ ଗାନ୍ଧୀ ପରିବାରର ଗୁମର ଖୋଲି ଦେଇଛି । ଏକଦା କଂଗ୍ରେସ ତଥା ଗାନ୍ଧୀ ପରିବାରରେ ଗୁରୁତ୍ୱ ବହନ କରୁଥିଲେ ଅୟର ।…

ବଦଳିବ UPI Mode! Keypad ଫୋନରେ କରିହେବ ଅନଲାଇନ ଟ୍ରାଞ୍ଜାକ୍ସନ, ଜାଣନ୍ତୁ କେମିତି

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସବୁତକ କାମ ଡିଜିଟାଲ ମୋଡରେ କରୁଛନ୍ତି ଲୋକେ । ପନିପରିବାରୁ ଆରମ୍ଭ କରି ବଡ଼ ବଡ଼ ଜିନିଷ କିଣିବା ପର୍ଯ୍ୟନ୍ତ ସବୁଠି ଡିଜିଟାଲ ପେମେଣ୍ଟକୁ ମିଳୁଛି ଅଗ୍ରାଧିକାର । ତେଣୁ ଖୁବଶୀଘ୍ର…

ଅଦ୍ଭୁତ ସ୍ତ୍ରୀ! ବିଲେଇର ଅଧିକ ଯତ୍ନ ନେଉଥିବାରୁ ସ୍ୱାମୀଙ୍କ ନାମରେ ଆଣିଲା ଅଭିଯୋଗ

ନୂଆଦିଲ୍ଲୀ: ଆମ ଦେଶର ଆଇନ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ହୋଇଛି । ହେଲେ କିଛି ଲୋକେ ଆଇନର ଅପବ୍ୟବହାର କେବଳ ଅନ୍ୟମାନଙ୍କୁ ହଇରାଣ କରିବା ପାଇଁ କରିଥାଆନ୍ତି । ଏପରି ଏକ ମାମଲା…