Browsing Category

ଦେଶ ବିଦେଶ

ସର୍ଚ୍ଚ ଅପରେସନ ବେଳେ IED ବିସ୍ଫୋରଣରେ ଯବାନ ଆହତ

କୋଇଡ଼ା: ସର୍ଚ୍ଚ ଅପରେସନ ସମୟରେ ଜଣେ ସିଆରପିଏଫ ଯବାନ IED ବିସ୍ଫୋରଣରେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣଟି କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ପାଖରେ ଘଟିଥିବାବେଳେ ଏଥିରେ ବହୁତ କ୍ଷୟକ୍ଷତି ହୋଇଛି। ନିକଟରେ…

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି, ବିମାନରେ ଓ ବାହାରେ ଥିବା ଲୋକଙ୍କୁ ନେଇ ବଢ଼ିଲା ସଂଖ୍ୟା

ନୂଆଦିଲ୍ଲୀ: ଅହମଦାବାଦରେ ଲଣ୍ଡନ ଅଭିମୁଖୀ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୭୪ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଭାରତର ଅନ୍ୟତମ ଭୟଙ୍କର ବିମାନ ଦୁର୍ଘଟଣା। ସୂତ୍ର ଅନୁଯାୟୀ, ମୃତକଙ୍କ ମଧ୍ୟରେ ଏଆଇ ୧୭୧…

ବଢ଼ିଲା ଭାରତର ଟେନସନ୍: ଦେଶରେ ହୁ ହୁ ହୋଇ ବଢ଼ିବ ପେଟ୍ରୋଲ, ଡିଜେଲ୍, ଏଲପିଜି ଗ୍ୟାସ୍

ନୂଆଦିଲ୍ଲୀ: ଇସ୍ରାଏଲରୁ ଇରାନ ମଧ୍ୟରେ ଲାଗିରହିଛି  ଯୁଦ୍ଧ ସ୍ଥିତି । ଏଥିରେ ଦୁଇ ଦେଶ କ୍ଷତିଗ୍ରସ୍ତ ହେଲା ସହ ବିଶ୍ୱ ଉପରେ ବଡ଼ ପ୍ରଭାବ ପଡ଼ିବ; ଅନ୍ୟପଟେ ଭାରତକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଯଦି…

ଇସ୍ରାଏଲ ପଛରେ ଢାଲ ପରି ଛିଡ଼ା ହୋଇଛି ଆମେରିକା, ଇରାନୀ କ୍ଷେପଣାସ୍ତ୍ରକୁ ଅଟକାଇବାରେ କରୁଛି ସାହାଯ୍ୟ: ରିପୋର୍ଟ

ତେଲ ଆବିବ/ୱାସିଂଟନ: ଇରାନ ଦ୍ୱାରା ଇସ୍ରାଏଲ ଉପରେ ଆରମ୍ଭ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣକୁ ଅଟକାଇବାରେ ଆମେରିକା ସକ୍ରିୟ ଭାବେ ସାହାଯ୍ୟ କରୁଛି ବୋଲି ଶୁକ୍ରବାର ଏକ ରିପୋର୍ଟରୁ ଜଣାପଡ଼ିଛି।…

ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ

ତେହରାନ: ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଗତକାଲି ନୂତନ…

ରାତି ଅଧରେ କମ୍ପିଲା ଇରାନ-ଇସ୍ରାଏଲ୍: ତେଜୁଛି ଆଉ ଏକ ବଡ଼ ଯୁଦ୍ଧ

ନୂଆଦିଲ୍ଲୀ: ମଧ୍ୟ ରାତ୍ରୀରୁ ଆରମ୍ଭ ହୋଇଛି ଜୋରଦାର ସଂଘର୍ଷ । ଇସ୍ରାଏଲର ଆକ୍ରମଣ ପରେ ଇରାନର ପ୍ରତିଆକ୍ରମଣ । ଇସ୍ରାଏଲ ଉପରେ ୧୦୦ରୁ ଅଧିକ ମିଶାଇଲ ମାଡ଼ । ଇସ୍ରାଏଲରେ ଜଣେ ମୃତ, ୭୦ରୁ ଅଧିକ ଆହତ ହୋଇଥିବା ସୂଚନା…

୩ ମାସରେ ରିପୋର୍ଟ ଦିଅ: ବିମାନ ଦୁର୍ଘଟଣା ତଦନ୍ତ ପାଇଁ ହେବ କମିଟି

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାର ତଦନ୍ତ ପାଇଁ କମିଟି ଗଠିତ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗଠିତ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ କମିଟିର ଅଧ୍ୟକ୍ଷ । ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ…

ଆମକୁ ଡର ଲାଗୁଛି,ଏଠାରୁ ଆମକୁ ନେଇଯାଅ, ଭାରତ ସରକାରଙ୍କୁ ନିବେଦନ କଲେ ଇରାନରେ ପଢୁଥିବା ଛାତ୍ରୀଛାତ୍ର

ତେହେରାନ,୧୩ା୬: ଇରାନରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ସେଠାରେ ପଢ଼ୁଥିବା ଭାରତୀୟ ଛାତ୍ରମାନେ ଶୀଘ୍ର ସ୍ଥାନାନ୍ତର ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ଇରାନର ରାଜଧାନୀ ତେହେରାନ ନିକଟରେ ଅବସ୍ଥିତ…

Air India Planeକୁ ବୋମାରେ ଉଡାଇଦେବାର ଧମକ: ଥାଇଲ୍ୟାଣ୍ଡରେ ବିମାନ କଲା ଜରୁରୀ ଅବତରଣ

ଫୁକେଟ: ଥାଇଲ୍ୟାଣ୍ଡର ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ ନମ୍ବର AI 379) ଶୁକ୍ରବାର ଦିନ ବୋମା ଧମକ ପାଇବା ପରେ ଫୁକେଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।…

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲା ଗୁଗଲ୍, ହୋମ୍ ପେଜରେ କଲା ବଡ଼ ପରିବର୍ତ୍ତନ

ୱାଶିଂଟନ,୧୩ା୬: ଗତକାଲି ଅର୍ଥାତ୍ ଗୁରୁବାର ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ AI-171 ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ ଆରମ୍ଭ ହେବାର ୨ ମିନିଟ୍ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ…