Browsing Category
ଦେଶ ବିଦେଶ
(Video)ସାଂସଦ ରବି କିଷନ ମୋଦୀଙ୍କୁ ନେଇ ରଖିଲେ ବଡ ବୟାନ; କହିଲେ, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଧନା ସୂର୍ଯ୍ୟଦେବଙ୍କୁ ଶାନ୍ତ କରିଛି’
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ଦେଶର ୫୭ ସିଟ୍ରେ ଭୋଟିଂ ହୋଇଛି । ଉତ୍ତରପ୍ରଦେଶ ପୂର୍ବାଞ୍ଚଳରେ ବି ଲୋକମାନେ ଆଜି ମତଦାନ କରୁଛନ୍ତି । ଏହି କ୍ରମରେ ଗୋରଖପୁରରେ ଆଜି ଭୋଟ୍ ଦେବା ପରେ…
ଆଫଗାନିସ୍ତାନରେ ଡଙ୍ଗା ଓଲଟିବାରୁ ବଡ଼ ଦୁର୍ଘଟଣା, ପାଣିରେ ବୁଡି ୨୦ ମୃତ
ଜଲାଲାବାଦ: ଆଫଗାନିସ୍ତାନର ପୂର୍ବ ପ୍ରଦେଶର ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ଓଲଟିବାରୁ ଶନିବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଡଙ୍ଗା ନଦୀରେ ବୁଡ଼ିଗଲା ଯେଉଁଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ।
ଅଲଜଜିରା…
ଚଳନ୍ତା ଟ୍ରେନରେ ଚୋରି ! ଆଖି ପିଛୁଳାକେ ଝାମ୍ପିନେଲା ମୋବାଇଲ, ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଦେଶରେ ଅଧିକାଂଶ ଲୋକମାନେ ରେଳଯାତ୍ରା କରିଥାନ୍ତି । ପ୍ରାୟତଃ ରେଳଯାତ୍ରା ସମସ୍ତ ବର୍ଗର ଲୋକଙ୍କ ପାଇଁ ସୁବିଧାଜନକ ଅଟେ । ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନରେ ସିସିଟିଭି ସହ ଆରପିଏଫ୍ ଭଳି ସୁରକ୍ଷା…
ଜୁନ୍ ୫ରେ କେନ୍ଦ୍ର କ୍ୟାବିନେଟ୍କୁ ବିଦାୟୀ ଡିନର ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କ’ଣ ରହିଛି ପରମ୍ପରା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ୧ ଜୁନ୍ ଅର୍ଥାତ୍ ଆଜି ସନ୍ଧ୍ୟା ୫ଟା ସମୟରେ ସମାପନ ହୋଇଯିବ ଓ ଜୁନ୍ ୪ରେ ଫଳାଫଳ ଆସିଯିବ । ଏହାର ପରବର୍ତ୍ତୀ ଦିନ ଅର୍ଥାତ୍ ଜୁନ୍ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
ଅନ୍ତରୀଣ ଜାମିନକୁ ନେଇ କେଜରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଜୁନ୍ ୫ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣି ଲାଗିଲା ବଡ଼ ଝଟକା । ଅବକାରୀ ନୀତି ମାମଲାରେ କେଜରିୱାଲଙ୍କୁ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । ଶନିବାର ଅନ୍ତରୀଣ ଜାମିନକୁ ନେଇ ଏକ ଆବେଦନ ଉପରେ…
ମାତ୍ର ୩ ମିନିଟରେ ବଞ୍ଚାଇପାରିବେ ଜୀବନ: ଏଣିକି କଲେଜରେ ମିଳିବ CPRର ଟ୍ରେନିଂ
ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ହୃଦ୍ଘାତ ମାମଲା ବୃଦ୍ଧି ପାଇଛି । କେତେକ ମାମଲା ଏତେ ଅଚାନକ୍ ଘଟିଛି ଯେ କେହି ଡାକ୍ତରଙ୍କୁ ଡାକିବାକୁ କିମ୍ବା କିଛି ସମ୍ଭାଳିବାକୁ ମଧ୍ୟ ସୁଯୋଗ ପାଇଲେ ନାହିଁ ।
ହୃଦଘାତ…
ବିବେକାନନ୍ଦ ରକ୍ ମେମୋରିଆଲରେ ଶେଷ ହେଲା ମୋଦୀଙ୍କ ଧ୍ୟାନ, ସାମ୍ନାକୁ ଆସିଲା ଭିଡିଓ
ନୂଆଦିଲ୍ଲୀ: ତାମିଲନାଡୁର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ୪୫ ଘଣ୍ଟାର ଧ୍ୟାନ ଶେଷ ହୋଇଛି । ଶନିବାର ସୂର୍ଯ୍ୟଙ୍କୁ ଅର୍ଘ୍ୟ…
ରାସ୍ତାରେ ଖେଳୁଛନ୍ତି ମାଛ, ଗୋଟାଇବାକୁ ଲୋକଙ୍କ ଜମିଛି ଭିଡ
ଧାନବାଦ: ଝାରଖଣ୍ଡ ଧାନବାଦରେ ଏକ ଗାଡି ପ୍ରତିବନ୍ଧ ଲଗାଯାଇଥିବା ଥାଇ ମାଗୁର ମାଛ ଲଦି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଲେଉଟି ପଡିଥିଲା । ଫଳରେ ଗାଡିରୁ ସବୁ ମାଛ ରାସ୍ତା ସାରା ବିଛାଡି ହୋଇ ପଡିଥିଲେ । ଖବର ଚାରିଆଡେ…
ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍, ଭୋଟ୍ ଦେବାକୁ ରୋକାଯିବାରୁ ଗ୍ରାମବାସୀ ନେଲେ ଏପରି ପଦକ୍ଷେପ
କୋଲକାତା: ପଶ୍ଚିମବଙ୍ଗରେ ୭ମ ତଥା ଶେଷ ପର୍ଯ୍ୟାୟ ଭୋଟିଂ ସମୟରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳର ଖବର ସାମ୍ନାକୁ ଆସିଛି । ଜୟନଗର ଲୋକସଭା ସିଟ୍ କୁଲଟାଲିରେ ଭୋଟ ଦେଇଯିବାକୁ ବାରଣ କରାଯିବାରୁ ନାରାଜ ଗ୍ରାମବାସୀ ମତଦାନ…
ବଡ଼ ଖବର; ୭୨ ଟଙ୍କା କମ୍ ହେଲା LPG ସିଲିଣ୍ଡର ଦାମ୍: ମାସର ପ୍ରଥମ ଦିନରେ ଜନତାଙ୍କୁ ବଡ଼ ଉପହାର
ନୂଆଦିଲ୍ଲୀ: ଆଜିଠାରୁ ଜୁନ୍ ମାସ ଆରମ୍ଭ ହୋଇଛି । ନୂଆ ମାସର ପଥମ ଦିନରୁ ସାଧାରଣ ଜନତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ସରକାର । ଆଜିଠାରୁ ୭୨ ଟଙ୍କା କମ୍ ମୂଲ୍ୟରେ ମିଳିପାରିବ ଏଲପିଜି ସିଲିଣ୍ଡର । ଅଏଲ କମ୍ପାନୀମାନଙ୍କ…