Browsing Category

ଦେଶ ବିଦେଶ

ମହମ୍ମଦ ଶାମୀଙ୍କ ଫ୍ୟାନ ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଶଂସା କରି କହିଲେ ଏହି କଥା

ନୂଆଦିଲ୍ଲୀ: ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ବିଶ୍ୱକପ ୨୦୨୩ ର ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‌ରେ ମହମ୍ମଦ ଶାମୀ ଚମତ୍କାର ବୋଲିଂ କରି ସାତୋଟି ୱିକେଟ୍ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାବରଙ୍କ ଇସ୍ତଫା ପରେ PCB ଘୋଷଣା କଲା ୨ ନୂତନ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା ଦାଇତ୍ୱ

ନୂଆଦିଲ୍ଲୀ; ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଶାନ ମାସୁଦଙ୍କୁ ଟେଷ୍ଟ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଥିବାବେଳେ ଯୁବ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିଙ୍କୁ ଜାତୀୟ ଟି -୨୦ ଦଳର ଅଧିନାୟକତ୍ୱ ପ୍ରଦାନ…

(video)ପରିବାର ସହ ମନ୍ଦିର ଚଟାଣରେ ବସି ‘ରଘୁୁପତି ରାଘବ ରାଜାରାମ’ ଗାଇଲେ ଋଷି ସୁନକ, ଦେଖିବା ଭଳି ଥିଲା ଉତ୍ସାହ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବେ ନିଜ କ୍ୟାବିନେଟ୍‌ରେ ଅଦଳବଦଳକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏହାରି ମଧ୍ୟରେ ସୁନକଙ୍କ ପତ୍ନୀ ଅକ୍ଷରା ମୂର୍ତ୍ତି ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଇଣ୍ଟରନେଟ୍‌ରେ…

ସ୍କୁଲ ଶିକ୍ଷାରେ ଏକ ବଡ ପରିବର୍ତ୍ତନ, NCERT ବଦଳାଇ ଦେବ ଏହି ଶ୍ରେଣୀ ପର୍ଯ୍ୟନ୍ତ ସାମାଜିକ ବିଜ୍ଞାନ ସିଲାବସ୍‌

ନୂଆଦିଲ୍ଲୀ:ଭାରତର ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (NCERT) ସ୍କୁଲ ଶିକ୍ଷାରେ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ନ୍ୟାସନାଲ ସିଲାବସ୍ ଆଣ୍ଡ ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ…

ଫୋନ ଚାର୍ଜରେ ବସାଇବା ମାତ୍ରେ ବ୍ୟାଙ୍କ ଆକାଉଣ୍ଟ ହୋଇଯାଉଛି ଖାଲି, ଆଶ୍ଚର୍ଯ୍ୟଜନକ ଦୁର୍ନୀତି

ନୂଆଦିଲ୍ଲୀ: ସାଇବର କ୍ରାଇମକୁ ନେଇ ଦିନକୁ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ସାଇବର ଠକ ଲୋକଙ୍କଠାରୁ ଲୁଟିବା ପାଇଁ ଅନେକ ପ୍ରଣାଳୀ ଆପଣାଉଛନ୍ତି । ଆଜି ଆମେ ଏକ ଉପାୟ କହିବାକୁ ଯାଉଛୁ, ଯେଉଁଥିରେ କ୍ଷଣିକରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ‘ପିଏମ୍ ଜନମନ’ ଯୋଜନା, ଖର୍ଚ୍ଚ ହେବ ୨୪ହଜାର କୋଟି ଟଙ୍କା

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଓ ଛତିଶଗଡରେ ଭୋଟିଂ ପୂର୍ବରୁ ବଡ ଆଦିବାସୀ କାର୍ଡ ଖେଳିଛନ୍ତି । ଆଦିବାସୀଙ୍କ ବିକାଶକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ବୁଧବାର ଝାରଖଣ୍ଡରେ ‘ପିଏମ୍ ଜନମନ’…

ବଡ଼ଧରଣର ଦୁର୍ଘଟଣା: ଦୁଇ ଗାଡ଼ି ଧକ୍କା ହୋଇ ୫ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣ ଯୁବକ ମଧ୍ୟ ଆହତ ହୋଇଛନ୍ତି, ଯେଉଁମାନେ ଚିକିତ୍ସା ହେଉଛନ୍ତି। ବୁଧବାର ଦିନ ପୋଲିସ ଏହି…

୩୦୦ ଫୁଟ ଖାଇ ମଧ୍ୟକୁ ଖସିଲା ବସ୍: ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବା ତାହା କହିବା ଅସମ୍ଭବ । ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଜମ୍ମୁ କଶ୍ମୀରର ଡୋଡୋ ଜିଲ୍ଲାରେ ଏକ ବସ୍ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀରଏକ ଖାଇ…

ଭୋଟ ଦେଇ ସାରିବା ପରେ ମାଗଣାରେ ବୁଲନ୍ତୁ ଚିଡିଆଘର, ମତଦାନ ବୃଦ୍ଧି ଲାଗି ନଗର ନିିଗମର ନୂଆ ଯୋଜନା

ଇନ୍ଦୋର: ୧୭ ନଭେମ୍ବରରେ ମଧ୍ୟପ୍ରଦେଶରେ ହେବାକୁ ଯାଉଥିବା ଭୋଟ ଗ୍ରହଣ ଲାଗି ଆଜି ସନ୍ଧ୍ୟାରେ ସରୁଛି ନିର୍ବାଚନ ପ୍ରଚାର । ଭୋଟଦାନ ହାର କିପରି ଅଧିକ ରହିବ ସେଥିଲାଗି ରାଜ୍ୟରେ ବିଶେଷ ପ୍ରୟାସ କରାଯାଉଛି । ଭୋଟିଂ ହାର…

କୃଷକଙ୍କୁ ମିଳିଲା ୧୫ତମ କିସ୍ତିର ଉପହାର, ଖାତାକୁ ଟଙ୍କା ଆସିଛି କି ନାହିଁ ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗ୍ୟ କୃଷକମାନେ ୧୪ କିସ୍ତି ଟଙ୍କା ପାଇଛନ୍ତି। ୧୫ ତମ କିସ୍ତି DBT ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…