Browsing Category
ଦେଶ ବିଦେଶ
SBIର ଗ୍ରାହକ UPI ମାଧ୍ୟମରେ ଦେୟ ଦେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି? ଏହା ହେଉଛି କାରଣ…
ନୂଆଦିଲ୍ଲୀ : ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI କୋଟି କୋଟି ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ବାସ୍ତବରେ, SBI ର UPI ସେବା ଗତ 3 ଦିନ ଧରି କାମ କରୁନାହିଁ । ଯେଉଁଥିପାଇଁ କି ୟୁପି ବ୍ୟବହାରକାରୀ…
ନିଠାରୀ କାଣ୍ଡ: ସୁରେନ୍ଦ୍ର କୋଲୀ ଓ ମନିନ୍ଦର ପଣ୍ଢେରଙ୍କ ଫାଶୀଦଣ୍ଡ ରଦ୍ଦ କଲେ ହାଇକୋର୍ଟ
ନୂଆଦିଲ୍ଲୀ: ନୋଏଡ଼ାର ବହୁଚର୍ଚ୍ଚିତ ନିଠାରୀ କାଣ୍ଡ ସହ ଜଡ଼ିତ ଦୁଇଟି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଅଭିଯୁକ୍ତ ସୁରେନ୍ଦ୍ର କୋଲୀ ଓ ମନିନ୍ଦର ସିଂହ ପଣ୍ଢେରଙ୍କ ଫାଶୀଦଣ୍ଡାଦେଶକୁ…
ଇସ୍ରାଏଲରେ ଦୁଇ ଭାରତୀୟ ବଂଶୋଦ୍ଭବ ଯବାନ ସହିଦ
ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଏବେ ବି ଥମିନାହିଁ । ଏହା ମଧ୍ୟରେ ଯୁଦ୍ଧରେ ଦୁଇପକ୍ଷର ମୃତ୍ୟୁସଂଖ୍ୟା ୩,୨୦୦ରେ ପହଞ୍ଚିଥିବା ବେଳେ ଗାଜା…
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଞ୍ଚଳିକ ଫୋରେନସିକ ଲାବୋରେଟୋରୀ: କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବ AIIMS
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର କ୍ଷତ ଆଜି ବି ମନରୁ ଲିଭି ନାହିଁ । ଉକ୍ତ ଦୁର୍ଘଟଣାର ଦୁଃଖଦ ଚିତ୍ର ସାରା ବିଶ୍ୱକୁ…
ହିଲିୟମ୍ ସିଲିଣ୍ଡର ବିସ୍ଫୋରଣ: ବେଲୁନ ବିକ୍ରେତା ମୃତ, ୧୧ ଶିଶୁ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବା ତାହା କେହି ବି କହିପାରିବେ ନାହିଁ । ବେଲୁନ ବିକ୍ରି କରିବାକୁ ଆସିଥିବା ଜଣେ ଯୁବକଙ୍କର ଅଚାନକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏଥିସହିତ କିଛି ଛୋଟ ପିଲା ମଧ୍ୟ ଏହି…
ସତର୍କ କଲା ବିଦେଶୀ ପାଣିପାଗ ସଂସ୍ଥା: ଆସନ୍ତା ବର୍ଷ ଆସିପାରେ ‘Super El Nino’, ମୌସୁମୀ ସାଜିପାରେ ଭାରତ ପାଇଁ ସମସ୍ୟା
ନୂଆଦିଲ୍ଲୀ: ଆସନ୍ତା ୨୦୨୪ରେ ଉତ୍ତର ଗୋଲାର୍ଦ୍ଧରେ ‘ସୁପର ଏଲ ନିନୋ’ ଆସିବାର ସମ୍ଭାବନା ରହିଛି । ଏକ ବିଦେଶୀ ପାଣିପାଗ ସଂସ୍ଥା ଏନେଇ ଆକଳନ କରିଛି । ଏଲ ନିନୋ ଆସିବାର ପାଖାପାଖି ୮୦ ପ୍ରତିଶତ ସମ୍ଭାବନା ରହିଥିବା…
ଭୟଙ୍କର ଅଗ୍ନିକାଣ୍ଡ : ଏକାସାଙ୍ଗେ ଜଳିଗଲା ୬୦ ଦୋକାନ
ସିଲିଗୁଡ଼ି : ପଶ୍ଚିମବଙ୍ଗରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ସିଲିଗୁଡ଼ି ନକ୍ସଲବାରିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ନିଆଁ ଲାଗି ୬୦ଟି ଦୋକାନ ଜଳିଯାଇଛି । ଲୋକେ ନିଆଁ ଲାଗିଥରବାର ଦେଖି…
ବିଶ୍ୱ ଖାଦ୍ୟ ଦିବସ : ‘Water is Life, Water is Food. Leave No one Behind’
ଭୁବନେଶ୍ୱର : ମଣିଷର ମୌଳିକ ଅଧିକାର ହେଉଛି ଖାଦ୍ୟ ବସ୍ତ୍ର ଏବଂ ବାସଗୃହ । ମଣିଷକୁ ରହିବା ପାଇଁ ଗୋଟେ ଘରେ, ପିନ୍ଧିବା ପାଇଁ ଖଣ୍ଡେ ବସ୍ତ୍ର ଏବଂ ଖାଇବା ପାଇଁ ଗଣ୍ଡେ ଖାଦ୍ୟ ଆବଶ୍ୟକ । କିନ୍ତୁ ଆଜିର ଦିନରେ ଅନେକ…
ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଲୋକସଭା ସାଂସଦଙ୍କ ବ୍ୟକ୍ତିଗତ ଫଟୋ
ଓଡିଶା ଭାସ୍କର; ରବିବାର ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କର କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳୁଛି ।…
ଅଭିନେତ୍ରୀଙ୍କ ଘରୁ ଚୋରି, ଚାକର ବନ୍ଧୁକ ମୁନରେ କଲା ଲୁଟ
ନୂଆଦିଲ୍ଲୀ : ଅଭିନେତ୍ରୀ ନିକିତା ରାୱଲଙ୍କ ଘରୁ ଚୋରି । ତାଙ୍କ ବାସ ଭବନରୁ ତାଙ୍କ କର୍ମଚାରୀ ବନ୍ଧୁକ ମୁନରେ ଲୁଟ କରିଛି । ତେବେ ତାଙ୍କ ଘରୁ ୩.୫ ଲକ୍ଷ ଟଙ୍କା ଲୁଟ ହୋଇଛି । ଅଭିନେତ୍ରୀଙ୍କୁ ଅଗରୁ ଧମକ ମିଳିଥିଲା ।…