Browsing Category

ଦେଶ ବିଦେଶ

ଅମରନାଥ ଗୁମ୍ଫା-ମୁସଲମାନଙ୍କ ମଧ୍ୟରେ ସମ୍ପର୍କ, ଜାଣନ୍ତୁ ପୁରା ଘଟଣା

ଓଡିଶା ଭାସ୍କର: ଜୁଲାଇ 3ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ହିନ୍ଦୁ ଧର୍ମରେ ଅମରନାଥ ଯାତ୍ରାର ବିଶେଷ ମହତ୍ତ୍ୱ ଅଛି ଏବଂ ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ବାବା ବର୍ଫାନୀଙ୍କ ଦର୍ଶନ ଏକ ସ୍ୱପ୍ନଠାରୁ କମ୍ ନୁହେଁ।…

ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ: ରେଲୱେର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ,ଉଦୟପୁର ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସର ଇଞ୍ଜିନରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ…

Viral Video:: ଝରଣା ପାଖରେ ମଜା ନେଉଥିବା ଲୋକଙ୍କ ସାମ୍ନାରେ ପ୍ରକୃତି ଦେଖାଇଲା ରୌଦ୍ର ରୂପ, ୫ ସେକେଣ୍ଡରେ ବଦଳିଗଲା ଦୃଶ୍ୟ

ପ୍ରକୃତି ସହ ଖେଳ କରିବା କେବେ ବି ଭଲ ନୁହେଁ, କାରଣ ଏହା ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ ହୋଇପାରେ। କିନ୍ତୁ ଅନେକ ଲୋକ ଏହାକୁ ବୁଝିପାରନ୍ତି ନାହିଁ ଓ ପ୍ରକୃତି ସହ ଖେଳ ଆରମ୍ଭ କରିଦିଅନ୍ତି, ଯାହାର ପରିଣାମ…

3 ବର୍ଷ କାଳ ଛାତ୍ରୀଙ୍କୁ ବନ୍ଦୀ କରି ବଳାତ୍କାର, ଗର୍ଭବତୀ ହେବାରୁ ଗର୍ଭପାତ ପାଇଁ ବାଧ୍ୟ

ଉତ୍ତରପ୍ରଦେଶ: ଛାତ୍ରୀଙ୍କୁ ବାରମ୍ବାର ମାଡ଼ ମାରି ଦୁଷ୍କର୍ମ କରୁଥିଲେ ମୌଲାନା, ସେ ପୁଣି ତାଙ୍କ ସ୍ତ୍ରୀଙ୍କ ସହଯୋଗରେ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଠରେ। ଛାତ୍ରୀ ଜଣଙ୍କ…

ପାଣିର ପ୍ରଳୟ, ଗଲାଣି ୭୦ ଜୀବନ, ଏବେ ବି ନିଖୋଜ ୩୫ ଜଣ, ୭୦୦ କୋଟିର ସମ୍ପତ୍ତି କ୍ଷତିଗ୍ରସ୍ତ

ହିମାଚଳପ୍ରଦେଶ: ଭୟଙ୍କର ଜଲ ପ୍ରଳୟ। ୧୫ ଦିନରେ ନେଲାଣି ୭୦ ଜୀବନ। ଏବେ ବି ପାଖାପାଖି ୩୫ ଜଣ ନିଖୋଜ ଥିବା ସୂଚନା ମିଳିଥିବା ବେଳେ, ଏହି ପ୍ରଳୟ ୭୦୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ କରିସାରିଲାଣି। ପ୍ରବଳ ବର୍ଷା…

ଉଧାର ନେଉଥିବା ଲୋକେ ହୁଅ ସାବଧାନ! ବନ୍ଧୁଙ୍କ କରଜ ନଫେରାଇବାରୁ ଯୁବକଙ୍କୁ ଜେଲ୍ ପଠାଇଲେ କୋର୍ଟ

ଉତ୍ତରାଖଣ୍ଡର ହଲଦ୍ୱାନୀରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି, ଯାହା ଉଧାର ନେଉଥିବା ଲୋକଙ୍କ ପାଇଁ ଏକ ବଡ଼ ସତର୍କତା ଭାବେ କାମ କରୁଛି। ଏକ ଯୁବକ ତାଙ୍କ ବନ୍ଧୁଙ୍କଠାରୁ ଉଧାର ନେଇଥିଲେ,…

ବର୍ବରତା! କୁକୁର ଏବଂ ତା’ର 6ଟି ଛୁଆଙ୍କୁ ପିଟି ପିଟି ହତ୍ୟା, ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶ: କୁକୁର ଏବଂ ତା'ର 6 ନିର୍ଦ୍ଦୋଷ ଛୁଆଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି, ମଧ୍ୟପ୍ରଦେଶର ଜବଲପୁରରେ। ଅଧରତାଲ ଥାନା ଅଞ୍ଚଳର ମହାରାଜପୁର ଅଞ୍ଚଳରେ, ଜଣେ ନିର୍ଦ୍ଦୟ…

ପ୍ରତିଶୋଧ! ପ୍ରତି 6 ଘଣ୍ଟାରେ ଜଣେ ପାକିସ୍ତାନୀ ସୈନିକଙ୍କର ଜୀବନ ଯାଉଛି

ଓଡିଶା ଭାସ୍କର: ପ୍ରତି ଛଅ ଘଣ୍ଟାରେ ଜଣେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ଘଟୁଛି। ଆଜ୍ଞା ହଁ, 2025 ବର୍ଷର ପ୍ରଥମ ଛଅ ମାସ ପାକିସ୍ତାନ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ବିଚ୍ଛିନ୍ନତାବାଦୀ ସଂଗଠନ ବାଲୁଚ୍…

Operation SINDOOR: ଉପ ସେନାମୁଖ୍ୟଙ୍କ ବଡ଼ ବୟାନ, ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ମିଳିଥିଲା ଚୀନର ପୂର୍ଣ୍ଣ ସମର୍ଥନ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସମୟରେ ଭାରତ କେବଳ ପାକିସ୍ତାନ ସହିତ ଲଢ଼ୁନଥିଲା ବରଂ କୌଣସି ସ୍ଥାନରେ ଚୀନ୍ ସହିତ ମଧ୍ୟ ସଂଘର୍ଷ କରୁଥିଲା। ଏହି ସମ୍ପର୍କରେ ଉପ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର ସିଂହଙ୍କ…

ସରିଗଲା ସୋନମ ରଘୁବଂଶୀଙ୍କ ବାହାଘର! କିଏ ତାଙ୍କ ନୂଆ ସ୍ୱାମୀ?

ମେଘାଳୟ: ସରିଗଲା ସୋନମ ରଘୁବଂଶୀଙ୍କ ବାହାଘର! କିନ୍ତୁ କିଏ ତାଙ୍କ ନୂଆ ସ୍ୱାମୀ? ଦିନ ଯେତେ ଗଡି ଗଡି ଯାଉଛି ରାଜା ରଘୁବଂଶୀ ଏବଂ ସୋନମଙ୍କ ମାମଲାକୁ ନେଇ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସେହିଭଳି ଏହି ହତ୍ୟା…