Browsing Category
ଦେଶ ବିଦେଶ
ସୋସିଆଲ ମିଡ଼ିଆର ବ୍ୟବହାର ପାଇଁ ଧାର୍ଯ୍ୟ କରାଯାଉ ବୟସ ସୀମା, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆ ପ୍ରତି ସମସ୍ତଙ୍କ ଆର୍କଷଣ ବଢିବାରେ ଲାଗିଛି । ପିଲାଙ୍କ ଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ତେବେ ଏହି ପ୍ଲାଟଫର୍ମରେ ଶିକ୍ଷଣୀୟ ତଥ୍ୟ…
ଗଣେଶ ଚତୁର୍ଥୀ ଅବସରରେ ଇଣ୍ଡିଗୋର ସ୍ୱତନ୍ତ୍ର ଅଫର : ଶସ୍ତାରେ ପାଇବେ ବିମାନ ଟିକେଟ
ନୂଆଦିଲ୍ଲୀ : ଯେଉଁ ମାନେ ଦେଶ କିମ୍ବା ବିଦେଶରେ ରୁହନ୍ତି, ସେମାନେ ପୂଜା ପର୍ବରେ ନିଜର ଗାଁକୁ ଫେରିଥାନ୍ତି । ସେହି ଭଳି ଗଣେଶ ଉତ୍ସବରେ ଆପଣ ଯଦି ନିଜ ଘରକୁ ଯିବାକୁ ଚାହୁଁଛନ୍ତି, କିମ୍ବା ଅନ୍ୟ କେଉଁ ସ୍ଥାନକୁ…
‘ଜାମ୍ମୁ କାଶ୍ମୀର ଯାଆନ୍ତୁନି’, ଭାରତ ସହ ବିବାଦ ମଧ୍ୟରେ କାନାଡା ଜାରି କଲା ଟ୍ରାଭେଲ ଆଡଭାଇଜରୀ
ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର ଦିନ କାନାଡା ନିଜ ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଏଥିରେ କାନାଡା ନିଜ ଦେଶର ଲୋକଙ୍କୁ…
ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କର WhatsApp Channel: ଆପଣ ମଧ୍ୟ ଏଥିରେ ଯୋଡ଼ି ହୋଇ ପାରିବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୱାଟସଆପ ଚାନେଲରେ ଯୋଡ଼ି ହୋଇଛନ୍ତି । ଏହି ନୂଆ ଫିଚର ଆରମ୍ଭ ହେବା ପରେ ସେଥିରେ ଭାରତୀୟ କ୍ରିକେଟର୍ସଙ୍କ ବ୍ୟତୀତ ବଲିଉଡ ସେଲିବ୍ରେଟି ମଧ୍ୟ ସାମିଲ ହୋଇଛନ୍ତି । ତେବେ…
କେବେ ବି ବାଥରୁମରେ ରଖନ୍ତୁ ନାହିଁ ଟୁଥ୍ ବ୍ରସ୍: ଜାଣନ୍ତୁ ଏହା ଦ୍ୱାରା କ’ଣ ହୋଇଥାଏ କ୍ଷତି….
ଓଡ଼ିଶା ଭାସ୍କର: ବଡ଼ ପରିବାର କିମ୍ବା ବାହାରେ ରହୁଥିବା ଲୋକମାନେ ପ୍ରାୟତଃ କମନ୍ ବାଥରୁମ୍ ବ୍ୟବହାର କରନ୍ତି । ସେଠି ସମସ୍ତଙ୍କ ଟୁଥ୍ ବ୍ରସ୍ ସବୁ ଏକାଠି ରଖାଯାଏ, ଯାହା ଅତ୍ୟନ୍ତ ଖରାପ ହୋଇଥାଏ । ଦାନ୍ତ…
ମୋଦୀ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡ଼ାର ସ୍ୱର: ବୟାନ ବଦଳାଇଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋ
ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ ଭାରତ-କାନାଡ଼ା ସମ୍ପର୍କରେ ତିକ୍ତତା ଆସିଥିଲା । ଏହା ପରେ ଭାରତ ତ୍ୱରିତ ଭାବେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା । ଆଜି ଟ୍ରୁଡୋ ସଂସଦରେ ପହଞ୍ଚିବା…
ସିନେମା ହଲ୍ରେ ଇତିହାସ ସୃଷ୍ଟି କରିବାସହ ୮୮୩ କୋଟି ଆୟ କରିସାରିଲାଣି ‘ଯବାନ’
ଓଡ଼ିଶା ଭାସ୍କର: ସିନେମା ହଲ୍ରେ ଇତିହାସ ସୃଷ୍ଟି କରିବାରେ ଲାଗିଛି ଶାହରୁଖ୍ ଖାନ୍ଙ୍କ ଫିଲ୍ମ ‘ଯବାନ’। ରିଲିଜ୍ ହେବା ଦିନରୁ ପ୍ରଶଂସକଙ୍କର ଜବରଦସ୍ତ ମନୋରଞ୍ଜନ କରାଉଥିବା ଏହି ସିନେମାଟି ପ୍ରଥମ ଦିନରୁ ଯାଦୁ…
Twitter Down? ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ଥର ଆଉଟେଜ୍ ନେଇ ଅଭିଯୋଗ କଲେ ୟୁଜର୍ସ
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ବା ‘ଏକ୍ସ’କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ପୁଣି ଥରେ ଟ୍ୱିଟରରେ ଡାଉନ୍ ସମସ୍ୟା ଦେଖାଦେଇଛି । ଗତ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହି ସୋସିଆଲ ମିଡ଼ିଆ…
ନିପା ଭାଇରସରେ ସଂକ୍ରମିତ ୩୫୨ ଜଣଙ୍କ ଅବସ୍ଥା ଗୁରୁତର
ଓଡ଼ିଶା ଭାସ୍କର: କେରଳ କୋଜିକୋଡେରେ ଗତ ଚାରି ଦିନ ମଧ୍ୟରେ ନିପା ଭାଇରସରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇ ନ ଥିବା ଜଣାପଡିଛି। ଗତକାଲି ପରୀକ୍ଷା ହୋଇଥିବା ୪୨ଟି ନମୁନାରେ କୌଣସି ସଂକ୍ରମଣ ମାମଲା ଚିହ୍ନଟ ହୋଇ ନାହିଁ।…
ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଖଡ଼ଗେ ଓ ନିର୍ମଳାଙ୍କ ରାଜନୈତିକ ବୟାନବାଜୀ
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ଜାରିରହିଛି ରାଜନୈତିକ ବୟାନବାଜୀ। ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର କହିଛନ୍ତି ଯେ ୨୦୧୦ମସିହାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇସାରିଥିଲା,…