Browsing Category
ଦେଶ ବିଦେଶ
ଭୟଙ୍କର ଦୁର୍ଘଟଣା: ପିକଅପ, ବସ୍ ଏବଂ ଟ୍ରକ ଉପରେ ଭୂସ୍ଖଳନ ହୋଇ ଖସିଲା ବଡ଼ ବଡ଼ ପଥର
ମାଣ୍ଡି: ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥରେ ୬ ମାଇଲ ନାମକ ଏକ ସ୍ଥାନ କ୍ରମାଗତ ଭାବରେ ଭୂସ୍ଖଳନ ହେବାରେ ଲାଗିଛି। ଏହି ସ୍ଥାନଟି ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି। ଗତ କିଛି ମାସ…
ଜିନିଷ କିଣିବା ପରେ ବିଲ ପ୍ରସ୍ତୁତି ବେଳେ ଦୋକାନୀ ଆପଣଙ୍କୁ ବ୍ୟକ୍ତିଗତ ନମ୍ବର ମାଗିପାରିବନି: ଏନେଇ କ’ଣ ରହିଛି ଆଇନ୍
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ବଡ଼ ବଡ଼ ଶପିଂ ମଲରୁ ଜିଣିଷ କିଣାକିଣି କରିବାକୁ ପସନ୍ଦ କରନ୍ତି । ଏହାପରେ ଆପଣଙ୍କୁ କାଉଣ୍ଟରରେ ବିଲ୍ ପଇଠ କରିବାକୁ ପଡ଼ିଥାଏ । ତେବେ ଏହି ସମୟରେ ବିଲ୍ ପ୍ରସ୍ତୁତ କରିବା ପାଇଁ…
ଭାରତର ଆଉ ଏକ ଔଷଧକୁ ନେଇ ଆଲର୍ଟ ଜାରି: ଏହି କାଶ ସିରପକୁ ‘ମାରାତ୍ମକ’ କହିଲା WHO
ନୂଆଦିଲ୍ଲୀ: ଭାରତରେ ତିଆରି ହୋଇଥିବା ଅନ୍ୟ ଏକ କାଶ ସିରପ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସୋମବାର ଏକ ସତର୍କ ସୂଚନା ଜାରି କରିଛି । ଏଥର ଇରାକରୁ ଭାରତୀୟ ସିରପକୁ ନେଇ ଆପତ୍ତି ଉଠାଯାଇଥିଲା ।…
ବିଲାତି ପାଇଁ ମହଙ୍ଗା ହେଲା ଖାଇବା ଥାଳି: ଜାଣନ୍ତୁ କେତେ ବଢିଛି ଶାକାହାରୀ ଏବଂ ଅଣ-ଶାକାହାରୀ ଥାଳିର ମୂଲ୍ୟ
ନୂଆଦିଲ୍ଲୀ: ବିଲାତି ଏବଂ ଅନ୍ୟାନ୍ୟ ପନିପରିବା ଦର ବୃଦ୍ଧି ବର୍ତ୍ତମାନ ଲୋକଙ୍କ ଖାଦ୍ୟ ଥାଳିକୁ ପ୍ରଭାବିତ କରୁଛି। ଲଗାତାର ତୃତୀୟ ମାସ ପାଇଁ ଶାକାହାରୀ ଏବଂ ଅଣ ଶାକାହାରୀ ଥାଳିର ମୂଲ୍ୟ ବୃଦ୍ଧି ପାଇଛି। କ୍ରାଇସିଲ୍…
Jio Phone 5G ଖୁବଶୀଘ୍ର ଲଞ୍ଚ ହେବ: ଭାରତକୁ ଆସୁଛି ସବୁଠାରୁ ଶସ୍ତା ୫ଜି ମୋବାଇଲ
ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ରିଲାଏନ୍ସ ନିଜର ୪୬ତମ ବାର୍ଷିକ ସାଧାରଣ ବୈଠକର ଆୟୋଜନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ କିଛି ବଡ଼ ଘୋଷଣା କରିପାରନ୍ତି । ଭବିଷ୍ୟତରେ…
(Video) ମିସାଇଲ୍ ଆକ୍ରମଣ: ୟୁକ୍ରେନରେ ୫ଜଣ ମୃତ୍ୟୁ ୩୧ ଆହତ, ଜେଲେନସ୍କି ସେୟାର କଲେ ଭିଡିଓ
କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ଦିନ ଅତିକ୍ରମ କରିସାରିଲାଣି । ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶାନ୍ତ କରିବା ଲାଗି ଅନେକ ଦେଶ ପ୍ରୟାସ କରୁଛନ୍ତି । ହେଲେ ଏହାର…
‘ଦିଲ୍ଲୀ ସେବା ବିଲ୍’ ରାଜ୍ୟସଭାରେ ପାସ୍; ସପକ୍ଷରେ ପଡ଼ିଲା ୧୩୧ ଭୋଟ୍
ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ ହୋଇଛି। ଗୃହରେ, AAP, କଂଗ୍ରେସ ଆମେତ ସମସ୍ତ ବିରୋଧୀ ଏହି ବିଲ୍ କୁ ଦୃଢ ବିରୋଧ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଏହି ବିଲ୍ ଆଗତ…
ଜିସାଟ୍-୨୪ ସଫଳତାର ସହ କାର୍ଯ୍ୟକ୍ଷମ: ଏବେ ଟାଟା ପ୍ଲେ ରେ ଦେଖିପାରିବେ ୯୦୦ ଚ୍ୟାନେଲ
ନୂଆଦିଲ୍ଲୀ: 'ମେକ୍ ଇନ୍ ଇଣ୍ଡିଆ' ଭିଜନ ସହ ଯୋଡ଼ି ହୋଇଥିବା ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଟାଟା ପ୍ଲେ ସହିତ ଭାଗିଦାରୀ ସ୍ଥାପନ କରି ଜୁନ୍ ୨୦୨୨ରେ ଜିସାଟ୍-୨୪ ଉପଗ୍ରହ ଉତକ୍ଷେପଣ କରିଥିଲା। ଟାଟା…
ଆମ୍ ଆଦମୀ ପାର୍ଟିକୁ ଖୁସି କରିବା ପାଇଁ କଂଗ୍ରେସ ଏହି ବିଲ୍ କୁ ବିରୋଧ କରୁଛି: ଅମିତ ଶାହା
ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଅର୍ଡିନାନ୍ସ ବିଲ୍ ଆଗତ କରିଛନ୍ତି। ଏହାକୁ ନେଇ ଦିନସାରା ଆଲୋଚନା ପରେ ବିରୋଧୀଦଳ ସାଂସଦଙ୍କ ଅଭିଯୋଗ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା…
(Video) ଫେରି ଆସିଲେ କି ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତ? Instagramରେ ଭାଇରାଲ ହେଉଛି ଏହି ଭିଡିଓ
ମୁମ୍ବାଇ: ବଲିଉଡ ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତ । ଦିନେ ଲକ୍ଷ ଲକ୍ଷ ଝିଅଙ୍କ କ୍ରସ୍ ଥିଲେ ସୁଶାନ୍ତ । କିନ୍ତୁ ୨୦୨୦ ଜୁନ୍ ୧୪ ତାରିଖରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଦମଦାର ଅଭିନୟ…