Browsing Category
ଦେଶ ବିଦେଶ
ପଶ୍ଚିମବଙ୍ଗ ପୋଲିସର ବଡ଼ ଚଢଉ: ଖାଲି ଘରୁ ଜବତ ହେଲା ୬୦ଟି ବାକ୍ସରେ ଥିବା ୧୨୦୦୦ ଖଣ୍ଡ ଜେଲାଟିନ ଷ୍ଟିକ୍
କଲିକତା: ପଶ୍ଚିମବଙ୍ଗର ରେଡିପୁର ଗ୍ରାମ ନିକଟସ୍ଥ ଏକ ନିଛାଟିଆ ଘରୁ ପ୍ରାୟ ୧୨,୦୦୦ ଖଣ୍ଡ ଜେଲାଟିନ ଷ୍ଟିକ୍ ଥିବା ୬୦ ଟି ବାକ୍ସ ଜବତ କରାଯାଇଛି। ଏନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ…
ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ, ଲୋକସଭା ସଚିବାଳୟ ପକ୍ଷରୁ ଜାରି ହେଲା ସୂଚନା
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ପୁଣି ସାଂସଦ ପଦ ଫେରିପାଇଛନ୍ତି। ଲୋକସଭା ସଚିବାଳୟ ଏହି ବିଜ୍ଞପ୍ତି ଜାରି କରିଛି। ସୁପ୍ରିମକୋର୍ଟଙ୍କଠାରୁ ଅଶ୍ଵସ୍ତି ପାଇବା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଫେରାଇବା ପାଇଁ…
ଅଗଷ୍ଟ ୧୫ ପୂର୍ବରୁ ସୁରକ୍ଷାବାହିନୀର ବଡ଼ ସଫଳତା: LoC ଦେଇ ଅନୁପ୍ରବେଶର ଚେଷ୍ଟା ବିଫଳ, ଦୁଇ ଆତଙ୍କବାଦୀ ନିହତ
ଶ୍ରୀନଗର: କାଶ୍ମୀରରେ ଶାନ୍ତି ଏବଂ ସ୍ଥିରତାକୁ ଭଙ୍ଗ କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ସକାଳେ ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ଷଡଯନ୍ତ୍ରରେ ବିଫଳ…
ଟ୍ୟୁନିସିଆ ଉପକୂଳରେ ପୁଣି ବଡ଼ ଦୁର୍ଘଟଣା: ପ୍ରବାସୀ ଜାହାଜ ବୁଡ଼ି ୪ ମୃତ, ୫୦ ରୁ ଅଧିକ ନିଖୋଜ
ନୂଆଦିଲ୍ଲୀ: ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଏକ ପ୍ରବାସୀ ଜାହାଜ ବୁଡ଼ିଯାଇ ଚାରିଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ ଜାହାଜରେ ଥିବା ସମସ୍ତ…
ପାକିସ୍ତାନକୁ ଦୁଇ ଦିନରେ ମିଳିବ ନୂଆ ପ୍ରଧାନମନ୍ତ୍ରୀ! କଣ ରହିଛି ଶହବାଜ ଶରୀଫଙ୍କ ପ୍ଲାନ ?
ଇସଲାମାବାଦ: ପାକିସ୍ତାନରେ ପୁଣି ଥରେ ପ୍ରଧାନମନ୍ତ୍ରୀ ବଦଳି ହେବାକୁ ଯାଉଛନ୍ତି। ଗତ ବର୍ଷ ପଡୋଶୀ ଦେଶ ପାକିସ୍ତାନ ଶହବାଜ ଶରୀଫଙ୍କୁ ଏକ ନୂତନ ପ୍ରଧାନମନ୍ତ୍ରୀ ରୂପେ ପାଇଥିଲେ। ତେବେ କେବଳ ଗୋଟିଏ ବର୍ଷ ମଧ୍ୟରେ ଯାହା…
(Video) ମହୁଫେଣାରୁ ମହୁ ଖାଉଥିଲେ ମହିଳା, ଶେଷରେ ମହୁମାଛି କାମୁଡାରେ ମୁହଁର ବଦଳିଗଲା ହୁଲିଆ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଆସୁଛି ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ସୋସିଆଲ ମିଡିଆରେ ଅଜବ ଅଜବ ଭିଡିଓ ପ୍ରତିଦିନ ପ୍ରସାରିତ ହେଉଛି। ବର୍ତ୍ତମାନ ଏକ ନୂଆ ଭିଡିଓ ସାମ୍ନାକୁ…
ଆଜି ହ୍ୟାଣ୍ଡଲୁମ୍ ଦିବସ: ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର ଇ-ପୋର୍ଟାଲର ଶୁଭାରମ୍ଭ କରିବେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର…
ଚନ୍ଦ୍ରର ସବୁଠାରୁ ନିକଟତର ହେଲା ଚନ୍ଦ୍ରଯାନ, ଆଉ କେତେ ଦୂର ବାକି ଅଛି ISRO ଦେଲା ସୂଚନା
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ ରବିବାର ଦିନ କହିଛି ଯେ, ଚନ୍ଦ୍ରଜାନ -୩, ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବାର ଗୋଟିଏ ଦିନ ପରେ ଏହାକୁ ନିକଟତର କରିବା ପାଇଁ ମନିଭର୍ ସଫଳ ହୋଇଛି। ୯ ଅଗଷ୍ଟରେ ଏହା…
Video: ଚନ୍ଦ୍ର କକ୍ଷପଥରେ ପହଞ୍ଚି ପ୍ରଥମ ଭିଜୁଆଲ ପଠାଇଲା ଚନ୍ଦ୍ରଯାନ୍-୩
ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ପ୍ରଥମ ଫଟୋ ପଠାଇଛି ଚନ୍ଦ୍ରଯାନ-୩। ଶୁକ୍ରବାର ଚନ୍ଦ୍ର କକ୍ଷପରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଏହି ଫଟୋ ଗୁଡ଼ିକୁ ଉତ୍ତୋଳନ କରିଥିଲା। ରବିବାର ଏହି ଫଟୋକୁ ପ୍ରକାଶ…
ମଣିପୁରରେ ବିରେନ ସରକାରଙ୍କୁ ବଡ଼ ଝଟକା, ଏନ୍ଡିଏ ସହଯୋଗୀ ପ୍ରତ୍ୟାହାର କଲା ସମର୍ଥନ
ନୂଆଦିଲ୍ଲୀ: ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଙ୍କ ସରକାରକୁ ବଡ଼ ଝଟକା ଲାଗିଛି । ଏନ୍ଡିଏ ସହେଯାଗୀ କୁକୀ ପିପୁଲ୍ସ ଆଲିଏନ୍ସ ସରକାରରୁ ସମର୍ଥନ ଫେରାଇ ନେଇଛି । ରବିବାର ପାର୍ଟି ଏହି ନିଷ୍ପତି ଘୋଷଣା କରିଛି…