CHARIDHAM
Browsing Category

ଦେଶ ବିଦେଶ

ଅଭିନେତ୍ରୀଙ୍କ ଘରୁ ଚୋରି, ଚାକର ବନ୍ଧୁକ ମୁନରେ କଲା ଲୁଟ

ନୂଆଦିଲ୍ଲୀ : ଅଭିନେତ୍ରୀ ନିକିତା ରାୱଲଙ୍କ ଘରୁ ଚୋରି । ତାଙ୍କ ବାସ ଭବନରୁ ତାଙ୍କ କର୍ମଚାରୀ ବନ୍ଧୁକ ମୁନରେ ଲୁଟ କରିଛି । ତେବେ ତାଙ୍କ ଘରୁ ୩.୫ ଲକ୍ଷ ଟଙ୍କା ଲୁଟ ହୋଇଛି । ଅଭିନେତ୍ରୀଙ୍କୁ ଅଗରୁ ଧମକ ମିଳିଥିଲା ।…

ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ମୃତକଙ୍କ ନୂଆ ରିପୋର୍ଟ, ଜାଣନ୍ତୁ ବର୍ତ୍ତମାନ ସଂଖ୍ୟା କେତେରେ ପହଞ୍ଚିଲା…

ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ପ୍ରଥମେ ଇସ୍ରାଏଲ ଉପରେ ଗୋଟିଏ ପରେ ଗୋଟିଏ ରକେଟ୍ ମାଡ କରିଥିଲା ହମାସ। ଏହାପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି…

ଇସ୍ରାଏଲକୁ ବ୍ରିଟେନର ସମର୍ଥନ; ପ୍ରଧାନମନ୍ତ୍ରୀ ଋଷି ସୁନକ କହିଲେ, “ଇସ୍ରାଏଲ ପାଇଁ ଆମର ନିରନ୍ତର ସମର୍ଥନ ରହିବ”

ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ପ୍ରଥମେ ଇସ୍ରାଏଲ ଉପରେ ଗୋଟିଏ ପରେ ଗୋଟିଏ ରକେଟ୍ ମାଡ କରିଥିଲା ହମାସ। ଏହାପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି…

ପାଲେଷ୍ଟାଇନକୁ ସମର୍ଥନ କରିବା ପଡିଲା ମହଙ୍ଗା, ଫେସବୁକରେ ଚାନ୍ଦା ମାଗୁଥିଲେ ପୋଲିସ କନେଷ୍ଟବଳ

ଲକ୍ଷ୍ମୀପୁର ଖେରୀ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଭୀଷଣ ଯୁଦ୍ଧ ଚାଳିଛି । ଏହାରି ମଧ୍ୟରେ ୟୁପି ପୋଲିସର ଜଣେ ସିପାହୀ ସୁହେଲ ଆନସାରୀଙ୍କୁ ପାଲେଷ୍ଟାଇନର ସମର୍ଥନ କରିବା ମହଙ୍ଗା ପଡିଲା । ସୁହେଲ ଫେସବୁକରେ…

ପଶୁ ହୋଇ ମଣିଷଙ୍କୁ ଶିକ୍ଷା; ଦୁଇ ଯୁବତୀଙ୍କ ମାରପିଟ୍ ଭାଙ୍ଗିଲେ କୁକୁର, ଦେଖନ୍ତୁ Video….

ଓଡ଼ିଶା ଭାସ୍କର: ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ସମାଜ, ଯେତିକି ଯେତିକି ପ୍ରଗତି କରୁଛି ସେତିକି ସେତିକି ଲୋକଙ୍କ ମାନସିକତାରେ ବି ପରିବର୍ତ୍ତନ ହେଉଛି । ଭଲ ମନ୍ଦର ଆଉ ବାଛ ବିଚାର ନାହିଁ । ଯିଏ ଯାହା…

JNU କ୍ୟାମ୍ପସରେ ବଡ ଦୁର୍ଘଟଣା, ବାଇକ୍ ଆରୋହୀଙ୍କ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ, ୩ ଆହତ

ନୂଆଦିଲ୍ଲୀ : ରବିବାର ସକାଳେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଥିଲା। ବାଇକ୍ ଆରୋହୀମାନେ ଦୁଇଜଣ ପଥଚାରୀଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣାରେ ୨୨ବର୍ଷୀୟ…

ଦେବୀ ମନ୍ଦିରକୁ ନବରାତ୍ରୀରେ ଶ୍ରଦ୍ଧାଳୁଙ୍କୁ କରାଯାଏ ବାରଣ, କ’ଣ ରହିଛି କାରଣ ଜାଣନ୍ତୁ

ନାଳନ୍ଦା: ଆଜି ଠାରୁ ଆରମ୍ଭ ହୋଇଯାଇଛି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା । କିନ୍ତୁ ବିହାରର ନାଳନ୍ଦାରେ ଏପରି ଏକ ମନ୍ଦିର ରହିଛି ଯେଉଁଠି ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ମହିଳା କି ପୁରୁଷ କେହି ବି ମନ୍ଦିରରେ ପ୍ରବେଶ…

ମହିଳାଙ୍କ ଲାଗି ରହିଛି କେନ୍ଦ୍ର ସରକାରଙ୍କ ୨ ଟି ଲାଭଦାୟକ ସଞ୍ଚୟ ଯୋଜନା, ଜାଣିନିଅନ୍ତୁ କେଉଁଥିରେ ଅଧିକ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏପରି ବହୁ ଯୋଜନା ପରିଚାଳନା କରୁଛନ୍ତି ଯାହାର ସିଧା ଫାଇଦା ମହିଳା କିମ୍ବା ଯୁବତୀଙ୍କୁ ମିଳୁଛି । ଉଦାହରଣ ସ୍ୱରୂପ ଝିଅର ବିବାହ କିମ୍ବା ଉଜ୍ଜ୍ୱଳ ଭବିଷ୍ୟତ ଲାଗି ସୁକନ୍ୟା ସମୃଦ୍ଧି…

ଛୋଟ ଡ୍ରେସ ପିନ୍ଧି ନାଚିବା ଏକ ଅଶ୍ଳୀଳତା ନୁହେଁ… କୋର୍ଟ ଶୁଣାଇଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ପାର୍ଟି, ବାର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଉଛି । ଏଥିରେ କିଛି ମହିଳା ଛୋଟ ଡ୍ରେସ ପିନ୍ଧି ଡାନ୍ସ କରିଥାନ୍ତି, ଯାହାକୁ ଦେଖିବା ପାଇଁ ଅନେକ ଭିଡ଼ ମଧ୍ୟ…

BREAKING NEWS; ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା

ନୂଆଦିଲ୍ଲୀ; ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା । ନିକଟରେ କିଛି ଦିନ ତଳେ ନୂଆଦିଲ୍ଲୀ ଭୂକମ୍ପର ସମ୍ମୁଖୀନ ହୋଇଥିବା ବେଳେ ଆଜି ପୁଣି ଭୂକମ୍ପର ସମ୍ମୁଖୀନ ହୋଇଛି ନୂଆଦିଲ୍ଲୀ । ଏହି ଭୂକମ୍ପ ଝଟକା ଦିଲ୍ଲୀ…