fbpx
BJD
BJD SKY
BJD SKY
Browsing Category

ଦେଶ ବିଦେଶ

ମଜାର-ଏ-ଶରିଫ ମସଜିଦରେ ଭୟଙ୍କର ବିସ୍ଫୋରଣ: ୫ ମୃତ, ୬୫ରୁ ଅଧିକ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମସଜିଦରେ ହୋଇଛି ଭୟଙ୍କର ବିସ୍ଫୋରଣ । ସ୍ଥାନୀୟ ମଜାର-ଏ-ଶରିଫ ମସଜିଦରେ ଏଭଳି ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଥିବା ନେଇ…

Dream-11 ବଦଳାଇଲା ଯୁବକଙ୍କ ଭାଗ୍ୟରେଖା, କଫି ସପରେ କାମ କରୁ କରୁ ବନିଗଲେ ୨ କୋଟିର ମାଲିକ

ନୂଆଦିଲ୍ଲୀ: କଥାରେ ଅଛି- ‘ଥରେ ଲଟେରୀ ଲାଗିଗଲେ ଭାଗ୍ୟ ବଦଳିଯାଏ ।’ ତେବେ ଆଜିକାଲି ଏଇଟା କିଛି ନୂଆ କଥା ନୁହେଁ, ଲଟେରୀ ଜିତି ରାତାରାତି ଅନେକ ଯୁବକ କୋଟିପତି ପାଲଟି ଯାଇଛନ୍ତି । ନିକଟରେ ଉତ୍ତରପ୍ରଦେଶର ଜଣେ ଯୁବକ…

ଜନ୍ମନେଲା ଦୁଇଟି ଲିଙ୍ଗ ଥିବା ଏକ ବିରଳ ଶିଶୁ, ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେଲେ ଡାକ୍ତର

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ବିରଳ ପ୍ରକାରର ଶିଶୁ ଜନ୍ମ ନେଇଥାନ୍ତି । ଅନେକ ସମୟରେ ଦୁଇଟି ମୁଣ୍ଡ ଥିବା, ତିନୋଟି ହାତ ଥିବା ଶିଶୁ ଜନ୍ମ ନେଇଥାନ୍ତି । ତେବେ ଏହା ମଧ୍ୟରେ ବ୍ରାଜିଲରେ ଜନ୍ମ ନେଇଛି ଏକ ଅଜବ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରିପୋର୍ଟ ପୁନଃ ଦାଖଲ କରିବାକୁ ରାଜ୍ୟ ସରକାର ଓ ASIକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନୂଆ ଅପଡେଟ୍ ଆସିଛି । ବିଶେଷଜ୍ଞ ଟିମ୍ ସହ ଶ୍ରୀମନ୍ଦିର ପରିଦର୍ଶନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…

ବଦଳିଲା CUET Marking System, ନୂଆ ନିୟମ ନେଇ ନୋଟିସ୍ ଜାରି କଲା NTA

ନୂଆଦିଲ୍ଲୀ: କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ନୂଆ ନିୟମ ଅନୁଯାୟୀ, ସିୟୁଇଟି ପରୀକ୍ଷା ପାଇଁ ମାର୍କିଂ ସିଷ୍ଟମରେ କିଛି ପରିବର୍ତ୍ତନ କରାଯାଇଛି । ଏ ସଂକ୍ରାନ୍ତରେ…

ମୋବାଇଲ କିଣିଲେ ମାଗଣାରେ ମିଳୁଛି ୧ ଲିଟର ପେଟ୍ରୋଲ ଓ ୨ଟି ଲେମ୍ବୁ, ଦୋକାନୀଙ୍କ ଅଜବ ଅଫର୍

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରାହକଙ୍କ ଉପରେ ଚାଲିଛି ମହଙ୍ଗା ମାଡ଼ । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି କ୍ଷୀର, ଲେମ୍ବୁ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଗକୁ ଆହୁରି ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍…

କଂଗ୍ରେସ ବିଧାୟକ ଗିରଫ: ରାତି ୧୧ଟାରେ ଗୁଜୁରାଟରୁ ଉଠାଇନେଲା ଆସାମ ପୋଲିସ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାଣୀଙ୍କ ମୁସ୍କିଲ ବଢ଼ିଯାଇଛି । ବଡ଼ଗାମ ବିଧାନସଭା ସିଟରୁ ଜିତିଥିବା ଜିଗ୍ନେଶଙ୍କୁ ଆସାମ ପୋଲିସ ଗିରଫ କରିନେଇଛି । ଆସାମ ପୋଲିସ ଜିଗ୍ନେଶଙ୍କୁ…

କିଙ୍ଗ୍‌ଫିସର୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ରଶ୍ମିକା ମନ୍ଦନା ଏବଂ ବରୁଣ ଧୱନ, ନୂଆ ଏବଂ ରୋମାଞ୍ଚକର ଉପାୟରେ ଗ୍ରାହକଙ୍କ ସହ ଯୋଡ଼ି…

ନୂଆଦିଲ୍ଲୀ: ୟୁନାଇଟେଡ ବ୍ରିୱେରିଜ ପକ୍ଷରୁ ଆଜି ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ଅଭିନେତା ବରୁଣ ଧୱନଙ୍କୁ ଏହାର ଆଇକୋନିକ ବ୍ରାଣ୍ଡ, କିଙ୍ଗଫିସର ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିବା ସମ୍ପର୍କରେ…

ଆଜି ରାତିରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଶିଖ ଗୁରୁ ତେଗ ବାହାଦୁରଙ୍କ ୪୦୦ତମ ପ୍ରକାଶ ପର୍ବ ପାଳିତ ହେବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ । ରାତି ୯.୧୫ରେ ଏହି କାର୍ଯ୍ୟକ୍ରମ…

କାଶ୍ମୀରରେ ଏନକାଉଣ୍ଟର: ୩ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀର ବାରାମୂଳାରେ ଆତଙ୍କବାଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ବାରାମୂଳାର ମାଲୱାରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଏଥିରେ ୩ ଯବାନ ସମେତ ଜଣେ ନାଗରିକ ଆହତ ହୋଇଛନ୍ତି…